Movie prime

ନିଜ ଇଷ୍ଟ ଦେବତା ଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ପାରା ଆଉ ଜାଣନ୍ତୁ ଆପଣଙ୍କ ଭବିଶ୍ୱତ ରହିବ କେମିତି

 
Special report
ନମସ୍କାର ପାଠକ ବନ୍ଧୁ । ଆଜିର ଦୁନିଆରେ ସମସ୍ତେ ଆଗକୁ ବଢ଼ିବାରେ ଲାଗିଛନ୍ତି ,ବର୍ତ୍ତମାନ ସହ ଲଢି ଦୀନ ବିତାଇ ଚାଲିଛନ୍ତି। ହେଲେ ବର୍ତ୍ତମାନ ରେ ରହି ସମସ୍ତେ ଜାଣିବାକୁ ଚାହାନ୍ତି କଣ ରହିଛି ତାଙ୍କ ଭବିଷ୍ୟ ଲେଖା।
କଣ ରହିଛି ନିଜ ଭବିଷ୍ୟ କାଳରେ। ଆପଣ ମଧ୍ୟ ନିଶ୍ଚୟ ନିଜ ଭବିଷ୍ୟତ ବିଷୟ ରେ ଜଣାଇବା ପାଇଁ ଅନେକ ଉତ୍କୁଣ୍ଠ ଥିବେ। ଆସନ୍ତୁ ଜାଣିବା କଣ ରହିଛି ଆପଣଙ୍କର ଭବିଷ୍ୟ।
ଆପଣଙ୍କ ଆଗରେ ରହିଛି ଦୁଇଟି ଆକର୍ଷଣୀୟ ପାରା, ଦୁଇଟି ପାରା ମଧ୍ୟ ରୁ ଯେଉଁ ପାରା ଆପଣଙ୍କୁ ମନଲୋଭା ଲାଗୁଛି, ତାହାକୁ ବାଛି ନିଅନ୍ତୁ। ୧ ନମ୍ବର ପାରା ନା ୨ ନମ୍ବର ପାରା।
କାହାକୁ ବାଛିବେ ଆପଣ??? ଭଲ ଭାବେ ବିଚାର କରି ବାଛିବେ ଗୋଟିଏ ପାରା। ଆଜ୍ଞା ହଁ, ଏହି ଦୁଇଟି ପାରା ମଧ୍ୟ ରେ ରହିଛି ଆପଣଙ୍କର ଭବିଷ୍ୟ ଲେଖା।
ମନ ଧ୍ୟାନ ଦେଇ ବାଛି ନିଅନ୍ତୁ ଆପଣଙ୍କର ପାରା। ପାରା କହିବ ଆପଣଙ୍କର ଭବିଷ୍ୟ। କଣ ରହିଛି ଏହି ପାରା ମଧ୍ୟ ରେ ଲେଖା ଆସନ୍ତୁ ଜାଣିବା।
ଯଦି ଆପଣ ୧ ନମ୍ବର ପାରା କୁ ବାଛିଛନ୍ତି, ତେବେ ବର୍ତ୍ତମାନ ଆପଣ ଏକ କର୍ମୀ ପରି ସମୟ ଅତିବାହିତ କରୁଅଛନ୍ତି, କୌଣସି କାମ କରିବା ପାଈଁ ଆପଣ ଙ୍କ ମନ ଲାଗୁନାହିଁ।
ଯେଉଁ କାମ କରିବାକୁ ଯାଉଛନ୍ତି ତାହା ଅସଫଳ ହେଉଛି। ଆପଣ ହୋଇଯାଇଛନ୍ତି ଅଳସୁଆ, ଏହାକୁ ଠିକ୍ କରିବାକୁ ଚେଷ୍ଟା କରନ୍ତୁ। ଆପଣ ଙ୍କ ଅନେକ ଗୁପ୍ତ ଶତ୍ରୁ ମାନିଛନ୍ତି ଆପଣଙ୍କ ଠାରୁ ହାର୍।
ହେଲେ ଏବେ ଆପଣଙ୍କ ସହ ପୁନର୍ବାର କରିବାକୁ ଚାହୁଁଛନ୍ତି ବନ୍ଧୁତା। ଆପଣ ମନ ରେ ମଧ୍ଯ ମିଲାଇବାକୁ ଚାହୁଁଛନ୍ତି ବନ୍ଧୁତା ର ହାତ। ବନ୍ଧୁତ୍ୱ କରିବା ପୂର୍ବ ରୁ ଥରେ ଚିନ୍ତା ବିଚାର କରିବା ଉଚିତ୍।
ଯଦି ଆପଣ ଙ୍କ ଘରେ କୌଣସି ପୋଷା ଜୀବ ଅଛି, ତାହାକୁ ନେଇ ଆପଣ ଅନେକ ଚିନ୍ତିତ ଅଛନ୍ତି। ଆପଣ ଙ୍କ ଚିନ୍ତା ଖୁବ୍ ଶୀଘ୍ର ଭାସମାନ ହୋଇଯିବ। ଆପଣଙ୍କ ର ଦାମ୍ପତ୍ୟ ଜୀବନ ରେ ଥିବା କଳହ ହୋଇପାରେ ସମାଧାନ।
କିନ୍ତୁ ଆଗକୁ ଆପଣଙ୍କ ଜୀବନ ରେ ଆସିପାରେ କିଛି ତ୍ରୁଟି, ତେବେ ନିଜ ଜାତକ କୁ ଖୁବ୍ ଶୀଘ୍ର କୌଣସି ପଣ୍ଡିତ ଙ୍କ ଦ୍ଵାରା ପରିକ୍ଷଣ କରିନେବା ଭଲ ରହିବ।
ଯଦି ଆପଣ ୨ ନମ୍ବର ପାରା କୁ ବାଛିଛନ୍ତି, ତେବେ ବର୍ତ୍ତମାନ ଆପଣ ଙ୍କ ଚିନ୍ତା ଦୂର ହେବାର ସମୟ ଆସିଯାଇଛି, ଚିନ୍ତା କରନ୍ତୁ ନାହିଁ। ଆପଣ ଙ୍କ କର୍ମ ର ଫଳ ପ୍ରାପ୍ତି ରେ ବିଳମ୍ବ ହୋଇପାରେ, କିନ୍ତୁ ସଫଳତା ର ଶୁଭ ଫଳ ନିଶ୍ଚୟ ପ୍ରାପ୍ତ ହେବ।
ଯଦି ଆପଣ ଭାବୁଛନ୍ତି ଜୀବନ ଦୁଃଖମୟ ରେ କଟିଯିବ ତାହା ନୁହେଁ, ଧର୍ଯ୍ୟ ଧରନ୍ତୁ। ଆପଣ ଙ୍କ ଦୁଃଖ ର ସୀମା ନିକଟ ରେ ଶେଷ ହେବାକୁ ଅଛି। କିଛି ଦିନ ମଧ୍ୟରେ କିଛି ସୁଖ ଖବର ପ୍ରାପ୍ତ ହେବ ଯାହାର ଆପଣ ଆଶା ମଧ୍ୟ କରୁନଥିବେ।
ଅନେକ ସ୍ଥାନ ରେ ଲୋକ ମାନେ ଆପଣଙ୍କୁ ଅସୁବିଧା ରେ ପକାଇଦେଉଛନ୍ତି ଏବଂ ଅନେକ ସ୍ଥାନ ରେ ଆପଣ ଅସମ୍ମାନିତ ହେଉଛନ୍ତି। ଚିନ୍ତା କରନ୍ତୁ ନାହିଁ, ସୁଖ ର ସମୟ ଆସିବାକୁ ଲାଗୁଛି।
ପବିତ୍ର ବୃକ୍ଷ ମୂଳ ରେ ଜଳ ଦେବାକୁ ଆରମ୍ଭ କରନ୍ତୁ, ଲାଭପ୍ରଦ ହେବ। ପାରିବାରିକ ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ। ଭଗବାନ୍ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣ ରେ ନିଜ କର୍ମ କୁ ସମର୍ପିତ କରିଦିଅନ୍ତୁ, ଶୁଭ ଫଳ ନିଶ୍ଚୟ ପ୍ରାପ୍ତ ହେବ।
ଆପଣ ଙ୍କ ନକ୍ଷତ୍ର ରେ ଶନି, ଶୁକ୍ର ଏବଂ ରବି ଆପଣ ଙ୍କ ବିରୁଦ୍ଧାଚରଣ ରେ ଲାଗୁ ହେବାକୁ ଅଛି, କୌଣସି ପଣ୍ଡିତ ଙ୍କ ଦ୍ଵାରା ଜାତକ ପରିକ୍ଷଣ କରିନେବା ଲାଭ ହେବ।