Movie prime

ଆପଣଙ୍କ ଇଷ୍ଟ ଦେବତା ଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ଶଙ୍ଖ ଆଉ ଦେଖନ୍ତୁ ଆପଣଙ୍କ ଭାଗ୍ୟରେ କଣ ଅଛି

 
Special Report
ନମସ୍କାର ପାଠକ ବନ୍ଧୁ। ସମସ୍ତଙ୍କ ମନ ରେ ଲୁଚି ରହିଥାଏ କେତେ ଗୁଡିଏ କଥା। କୌଣସି ନିଜର ସମ୍ପର୍କୀୟ କି ମନପସନ୍ଦ ର ଲୋକ କୁ ନେଇ ଆମ ମନ ରେ ରହିଥାଏ ନିଜ ନିଜ ଚିନ୍ତାଧାରା।
ଆପଣ ଜାଣିବାକୁ ଚାହାନ୍ତି କି କଣ ରହିଛି ଲୁଚି ଆପଣ ଙ୍କ ମନ ରେ??? ମନ ଭିତରେ ଥିବା ଗୁପ୍ତ ରହସ୍ୟ ଜାଣିବାକୁ ଇଚ୍ଛୁକ କି??? ଆପଣଙ୍କ ଆଗରେ ରହିଛି ୩ଟି ଆକର୍ଷଣୀୟ ଶଙ୍ଖ, ୩ଟି ଶଙ୍ଖ ମଧ୍ୟ ରୁ ଯେଉଁଟି ଆପଣଙ୍କୁ ମନଲୋଭା ଲାଗୁଛି, ତାହାକୁ ବାଛି ନିଅନ୍ତୁ।
ଭଲ ଭାବେ ବିଚାର କରି , ନମ ରେ ନିଜ ପ୍ରିୟ ବ୍ୟକ୍ତି ଙ୍କ କଥା ଭାବିନିଅନ୍ତୁ।ଏହି ୩ଟି ଶଙ୍ଖ ମଧ୍ୟ ରେ ରହିଛି ଆପଣଙ୍କର ମନ ର ଗୁପ୍ତ ଲେଖା। କଣ ରହିଛି ଏହି ଶଙ୍ଖ ମଧ୍ୟ ରେ ଲେଖା ଆସନ୍ତୁ ଜାଣିବା।
ଯଦି ଆପଣ ୧ ନମ୍ବର ଶଙ୍ଖ ଚିହ୍ନଟ କରିଛନ୍ତି ତେବେ ଆପଣ ଙ୍କ କାର୍ଯ୍ୟ ଶୁଭପ୍ରଦ ରହିଅଛି। ମନ୍ଦ ଦୋଷ ଆପଣଙ୍କର ଖୁବ୍ କମ୍ ସମୟ ରେ ଦୂର ହୋଇଯିବ। ବର୍ତ୍ତମାନ ଯେଉଁ କଥା ପାଇଁ ଆପଣ ଚିନ୍ତିତ ଅଛନ୍ତି ତାହା ର ଫଳ ପ୍ରାପ୍ତି ଟିକେ ଡେରି ହୋଇପାରେ।
ଗୁପ୍ତ ଧନ ପ୍ରାପ୍ତି ର ଆଶା ଆପଣଙ୍କ ମନ ରେ ରହୁଛି, ଯାହାକି କଦାପି ସମ୍ଭବ ନୁହେଁ ବୋଲି ଜଣୀରଖନ୍ତୁ। ଗୃହସ୍ଥ ରେ ଅର୍ଥ କମ୍ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ।
ଆପଣ ଭବିଷ୍ୟ ଚିନ୍ତା ଅଧିକ କରୁଛନ୍ତି , ଚିନ୍ତା କରନ୍ତୁ ନାହିଁ ଶୁଭ ଫଳ ପ୍ରାପ୍ତି ଶୀଘ୍ର ହେବାର ସମୟ ଆସିଯାଇଛି। ଆପଣ କର୍ତ୍ତବ୍ୟନିଷ୍ଠା ହୋଇ କାର୍ଯ୍ୟ ରେ ଲଗିଯାନ୍ତୁ, ଦେଖିବେ ଆଗକୁ ଶୁଭଫଳ ପ୍ରାପ୍ତି ଶୀଘ୍ର ହେବ।
ଯଦି ଆପଣ ୨ ନମ୍ବର ଶଙ୍ଖ ଚିହ୍ନଟ କରିଛନ୍ତି ତେବେ ଆପଣ ଙ୍କ ମନ ରେ ଅନେକ ପ୍ରଶ୍ନ ଘୁରିବୁଲୁଛି , ଆପଣ ଅନେକ ଦୁଶ୍ଚିନ୍ତା କରୁଛନ୍ତି, ଏହି ସମୟ ରେ ଆପଣଙ୍କର କୌଣସି କାମ ସଫଳ ହେଉନାହିଁ।
ଏତେ ଗୁଡିଏ କାମ ଆପଣଙ୍କର ମୁଣ୍ଡ ରେ ବୋଝ ହୋଇରହିଛି ଯେ କେଉଁ କାମ ଆଗେ କରିବେ ତାହା ନିର୍ଣ୍ଣୟ କରିପାରିନାହାନ୍ତି। ଗୁପ୍ତ ଶତ୍ରୁ ଆପଣ ଙ୍କ କାର୍ଯ୍ୟ ରେ କିଛି କ୍ଷତି କରିବାର ସମ୍ଭାବନା ରହିଛି,
ଜଗିମାପି ଚାଲନ୍ତୁ। ଦୁଶ୍ଚିନ୍ତା କରନ୍ତୁ ନାହିଁ, ଧର୍ମସଂକତ ରେ ପଡିଲେ ମଧ୍ୟ ଭାଙ୍ଗି ପଡନ୍ତୁ ନାହିଁ କାରଣ ଏହି କିଛି ଦିନ ମଧ୍ୟରେ ଆପଣଙ୍କର ଶୁଭ ସମୟ ଆଗମନ ହେବାକୁ ଯାଉଛି।
ଯଦି ଆପଣ ୩ ନମ୍ବର ଶଙ୍ଖ ଚିହ୍ନଟ କରିଛନ୍ତି ତେବେ ଆପଣ ଅନେକ ପାରିବାରିକ ଜୀବନ ପାଇଁ ଚିନ୍ତା ରେ ଅଛନ୍ତି। ସନ୍ତାନ ପୀଡ଼ା ଓ ପତ୍ନୀ/ପତି ଙ୍କ ଦୁର୍ବ୍ୟବହାର ରେ ଆପଣ ନିଜର ଦାମ୍ପତ୍ୟ ଜୀବନ କୁ ନେଇ ଅନେକ ଦୁଶ୍ଚିନ୍ତା ମଧ୍ୟରେ ଅତିକ୍ରମ କରୁଛନ୍ତି।
ଆପଣଙ୍କର ବର୍ତ୍ତମାନ କିଛି ବର୍ଷ ଭଲ ସମୟ ଦେଖାଯାଉନାହିଁ। ଆଗାମୀ ୨-୩ ବର୍ଷ ଆପଣ ଙ୍କ ଚିନ୍ତା ଲଗିରହିପାରେ, ତେବେ ହନୁମାନ ଚାଳିଶା ପାଠ କରନ୍ତୁ ଯାହାକି ଆପଣଙ୍କ ଜୀବନରେ ଶାନ୍ତି ଆଣିପାରବ।
ଆର୍ଥିକ ଅସୁବିଧା ବର୍ତ୍ତମାନ ଆପଣଙ୍କର କିଛି ଦେଖା ଯାଉନାହିଁ। କୌଣସି ପଣ୍ଡିତ ଙ୍କୁ ଆପଣଙ୍କର ଜାତକ ପରିକ୍ଷଣ କରାଇବା ଲାଭପ୍ରଦ ରହିବ।