Movie prime

ଆପଣଙ୍କ ଇଷ୍ଟ ଦେବତା ଙ୍କ ନାଁ ଧରି ବାଛନ୍ତୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନ ର ସତ ଭବିଶ୍ଵତ ବାଣୀ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଭାରତ ର ସବୁଠାରୁ ବଡ଼ ଧନୀ ହେଉଛନ୍ତି ମୁକେଶ ଅମ୍ବାନୀ।ସେ ସାରା ବିଶ୍ୱ ର ମଧ୍ୟ ଧନୀ ତାଲିକା ୧୦ ନମ୍ବର ସ୍ଥାନରେ ରୁହନ୍ତି।ଏମିତି କିଏ ନ ଥିବ ଯିଏ ମୁକେଶ ଅମ୍ବାନୀ ଙ୍କୁ ଜାଣି ନ ଥିବ।
ସେ ରିଲାଏନ୍ସ କମ୍ପାନି ର ମୁଖ୍ୟ।ତା ଛଡା ଆପଣ ନିଜ ହାତ ରେ ଯେଉ ଜିଓ ସିମ ଧରିଛନ୍ତି ଓ ଆଇପିଏଲ୍ ପାଇଁ ଯେଉ ଜିଓ ଟିଭି ଦେଖୁଛନ୍ତି ତାହାର ମାଲିକ ହେଉଛନ୍ତି ମୁକେଶ ଅମ୍ବାନୀ।ଆପଣମାନେ ଶୁଣି ଆଶ୍ଚଯ୍ୟ ହେବେ ଅମ୍ବାନି ଙ୍କ ବିଷୟ ରେ ଶୁଣି। ମୁକେଶ ଅମ୍ବାନୀ ଙ୍କ ଘର ର ନାମ ହେଉଛି ଆଣ୍ଟିଲିଆ।
ହେଲେ ତାଙ୍କ ଘର ର କୌଣସି ଠାରେ ସେ ଗୋଟିଏ ହେଲେ ଏସି ଲଗାଇ ନାହାନ୍ତି।ଏଥିରେ ରହିଛି ସବୁ ପ୍ରକାର ର ସୁବିଧା ସୁଯୋଗ।ଘର ତ ନୁହେଁ ଏକ ରାଜ ମହଲ କହିଲେ ଚଳେ।ସେ ଘର ଭିତରେ ରହିଛି ସପିଙ୍ଗ ମଲ,ସୁଇମିଙ୍ଗ୍ ପୁଲ,ହେଲି ପ୍ୟାଡ।
ଏମିତି କି ଏଠାରେ ସମୁଦ୍ର ର ମଜା ମଧ୍ୟ ନେଇ ପାରିବେ।ଏସବୁ ଭିତରେ ଖାସ କଥା ହେଲା ଏସି।କାରଣ ଆଣ୍ଟିଲିଆ ରେ ଲାଗିନି ଗୋଟିଏ ହେଲେ ଏସି।ସତରେ ସେମାନେ ଏତେ ଗରମ ରେ କେମିତି ରହୁଥିବେ।
ପ୍ରକୃତ ରେ ଆଣ୍ଟିଲିଆ ର ଅର୍ଥ ହେଉଛି ଆଣ୍ଟାର୍କାଟିକା ଭଳି ଆଇଲ୍ୟାଣ୍ଡ ଯେଉ ଠାରେ ବର୍ଷ ତମାମ ବରଫ ଥାଏ।ଯେମିତି ଆଣ୍ଟାର୍କାଟିକା ବିଶ୍ୱ ର ବିରଳ ସ୍ଥାନ।ସେମିତି ଆଣ୍ଟିଲିଆ ବିଶ୍ୱ ର ବିରଳ ଘର।ଏହା ର ଘର କୁ ଏମିତି କିଛି ମାଟେରିଆଲ୍ ରେ ତିଆରି କରା ଯାଇଛି।
ଯାହା ଖୁବ୍ ଖାସ।ତେଣୁ ସର୍ବଦା ଥଣ୍ଡା ରୁହେ ଏହି ଘର।ଓ ଘର ର ତାପମାତ୍ରା କୁ ନିଜ ଇଚ୍ଛା ଅନୁସାରେ ବଦଳାଇ ହୁଏ।ଆହୁରି ମଧ୍ୟ ଆପଣ ଦେଖିଥିବେ ଯେ ଆଣ୍ଟିଲିଆ ର ସବୁ କୋଠରୀ ରେ ରହିଛି ବାଲକୋନି।ଯାହା ସହଜ ହୁଏ ପବନ ଚଳପ୍ରଚଳ।ଏହା ଘର କୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।
ଆଉ ବାଲକୋନି ରେ ଲାଗିଥିବା ଗଛ ପାଇଁ ଘରେ ଖରା ଦିନ ରେ ମଧ୍ୟ ଗରମ ହୋଇ ଥାଏ।ବିନା ଏସି ରେ ଘର ଫ୍ରିଜ୍ ଭଳି ଲାଗେ।ଗଛ ଲଗାଇ ବାକୁ ପସନ୍ଦ କରନ୍ତି ମୁକେଶ ଓ ନିତା ଅମ୍ବାନୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.