Movie prime

ଯଦି ମଙ୍ଗଳବାର କରି ଦିଅନ୍ତି ଏହି ଗୋଟିଏ କାମ ତେବେ ଘରକୁ ଆସିଯିବ ପ୍ରଚୁର ଧନ ଦେଖନ୍ତୁ କେମିତି କରିବେ ଏହି ଉପାୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଶୁଣିଥିବେ । ଆପଣମାନେ ସମସ୍ତେ ତ ଅସୁବିଧାରେ ପଡ଼ିଲେ ଧାର କରଜ କରିଥାନ୍ତି ।
Special Report
ଆଉ ଏବେ ଏହି ଧାର କରଜକୁ ନେଇ କିଛି ଖବର ଆସିଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଜାଣିପାରିବେ । କେତେ ବଡ କରଜ ହେଉନା କାହିଁକି ଆପଣମାନେ ଏହି ଉପାୟ କରିଲେ ଆପଣଙ୍କ କରଜ ଦୂର ହୋଇଯିବ ।
ଋଣ କରଜ ମଣିଷର ଜୀବନକୁ କଷ୍ଟଦାୟକ କରି ଦେଇଥାଏ । କରଜ ମୁକ୍ତ ଜୀବନ ଭଲ ଜୀବନ । ଋଣ ଆଣିବା ତ ବହୁତ ସାହାଯ୍ୟ ଅଟେ ଆଉ ଏହାକୁ ଶୁଝିବା ବହୁତ କଷ୍ଟ ଅଟେ । କରଜ କରିଥିବା ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ ।
Special Report
ଜଣେ ବ୍ୟକ୍ତି କରଜ ଆଣିଲେ ତାର ପରିବାରର ସମସ୍ତେ କଷ୍ଟ କରିଥାନ୍ତି । କରଜ ଯୋଗୁଁ ପାରିବାରିକ କଳହ ମଧ୍ୟ ହୋଇଥାଏ । କରଜରେ ବୁଡ଼ିଥିବା ବ୍ୟକ୍ତି ନିଜ ପାଇଁ ଏବଂ ନିଜ ପରିବାର ପାଇଁ ସମସ୍ୟା ପାଲଟି ଯାଇଥାଏ ।
ମନେ ରଖନ୍ତୁ ମଙ୍ଗଳବାର ଏବଂ ଶନିବାର ଦିନ କରଜ ଆଣନ୍ତୁ ନାହିଁ । ଶନିବାର ଦିନ ଋଣ ଭୁଲରେ ବି ଆଣନ୍ତୁ ନାହିଁ । ଏହି କରଜ ଆଣିଲେ ଆପଣଙ୍କୁ ଶୁଝିବା ପାଇଁ କଷ୍ଟ ହେବ । ୮, ୧୭ ଏବଂ ୨୬ ତାରିଖରେ କେବେବି କରଜ ନିଅନ୍ତୁ ନାହିଁ ।
ଏହି ତାରିଖରେ ନେଉଥିବା କରଜ ଆପଣଙ୍କ ଜୀବନକୁ କଷ୍ଟଦାୟକ କରିଦିଏ । ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଋଣ ନିଅନ୍ତୁ । ଏହି ଦିନରେ ନେଇଥିବା କରଜ ଆପଣମାନେ ଶୀଘ୍ର ସୁଝିପାରିବେ ।କରଜ ବା ଋଣ ମୁକ୍ତ ହେବାର ଉପାୟ -
Special Report
୧) ପାନ ପତ୍ରରେ ଏହି ଉପାୟ କରନ୍ତୁ । ଏକ ସଫା ପାନ ପତ୍ର ଆଣନ୍ତୁ ଆଉ ଏହାର ଡେମ୍ଫ ବାହାର କରି ଦିଅନ୍ତୁ । ଏହା ଉପରେ ଦୁଇଟି ଲବଙ୍ଗ ଆଉ ଅଳେଇଚ ରଖନ୍ତୁ । ଏହାକୁ ମୋଡ଼ି ବିଡା କରନ୍ତୁ । ଆଉ ଏହାକୁ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ଶରଣରେ ରଖି ଦିଅନ୍ତୁ । ଏହାକୁ ତିନିମାସ କରନ୍ତୁ ଆପଣଙ୍କ ଋଣ ମୁକ୍ତ ହୋଇଯିବ ।
୨) ଏକ ସଫା ପାନ ପତ୍ର ଆଣନ୍ତୁ ଆଉ ଏହାର ଡେମ୍ଫ ବାହାର କରି ଦିଅନ୍ତୁ । ଏହାର ଓଲଟା ପାଖରେ ଦୁଇଟି ଲବଙ୍ଗ ରଖନ୍ତୁ ଆଉ ଏହାକୁ ହାତରେ ରଖି ପାଣିରେ ଭସାଇ ଦିଅନ୍ତୁ । ଆଉ ଭଗବାନଙ୍କୁ ସ୍ମରଣ କରି ଆପଣଙ୍କ କଷ୍ଟ କୁହନ୍ତୁ । 
୩) ନବରାତ୍ରୀ ଦିନ ଆପଣମାନେ ପାନ ପତ୍ରରେ ହ୍ରିଂ ଲେଖି ମାଆ ଦୁର୍ଗାଙ୍କୁ ଅର୍ପଣ କରିଲେ ଆପଣଙ୍କ ଋଣ ମୁକ୍ତ ହୋଇଯିବ । ଏଭଳି ଅନେକ ଉପାୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।