Movie prime

ଜଗା ଦର୍ଶନ କରୁ କରୁ ଶେଷ ରେ ଚାଲିଗଲା ଯୁବକ ର ଜୀବନ, ଲୋକେ କହିଲେ ଭଗବାନ୍ ନିଜେ ଆସି ଡାକିନେଲେ

 
Special report
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଦୁଃଖଦ ଖବର।ଗୋଟିଏ ଭଉଣୀ ପାଇଁ ତା ଭାଇ ହିଁ ସବୁ କିଛି ହୋଇ ଥାଏ।ପିଲା ବେଳୁ ଭାଇ ଭଉଣୀ ସାଙ୍ଗ ହୋଇ କେତେ ଖେଳି ଛନ୍ତି କେତେ ବୁଲିଛନ୍ତି।
Special report
ହେଲେ ହଟାତ ଯେତେବେଳେ ଭାଇ ସମସ୍ତଙ୍କୁ ଛାଡି ଚାଲି ଯାଏ ନା ବହୁତ ଦୁଃଖ ଲାଗି ଥାଏ। ଜଗା ଦର୍ଶନ କରିବାକୁ ଯାଇ ସବୁଦିନ ପାଇଁ ଜଗା ପାଖକୁ ଚାଲି ଗଲେ ଭାଇ ଜଣକ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପୁଋଷଣ୍ଡ ପଞ୍ଚାୟତ ର ପୁରୁଷଣ୍ଡ ଗ୍ରାମ ରେ।
ସୂଚନା ଅନୁସାରେ ଯୁବକ ଜଣକ ତାଙ୍କ ନିଜ ଅଞ୍ଚଳ ର ଯୁକ୍ତ ୩ ତୃତୀୟ ବର୍ଷ ର ଛାତ୍ର ଥିଲେ।ହଟାତ ସେଦିନ ସେ ସାଙ୍ଗ ମାନଙ୍କ ସହିତ ପୁରୀ ଯିବାକୁ ବାହାରିଲେ।ଜଗା କୁ ଦର୍ଶନ କରି ବହୁତ ଜଲଦି ସେ ଘର କୁ ଫେରି ଆସିବେ ବୋଲି ନିଜ ଭଉଣୀ ଙ୍କୁ କହି ଯାଇ ଥିଲେ।
ହେଲେ ତାଙ୍କର ସେହି କଥା କଥା ରେ ରହି ଗଲା।ସେହି ଭଉଣୀ ର ଭାଇ ଆଉ ଘର କୁ ଫେରିଲା ନାହିଁ।ସେ ପୁରୀ ଟ୍ରେନ ରେ ବସି ଯାଉଥିଲା ବେଳେ ବାଟ ରେ ତାଙ୍କର ଦୁ-ର୍ଘ-ଟ-ଣା ଘଟିଥିଲା।ଟ୍ରେନ ରେ ନ ଆସିବା କାରଣ ରୁ ସାଙ୍ଗ ମାନେ ଅନେକ ଥର ତାଙ୍କୁ ଫୋନ୍ କଲେ।
Special report
କିଛି ସମୟ ପରେ ଗୋଟେ ଲୋକ ଫୋନ୍ କରି ଜଣାଇ ଥିଲେ ଯେ ଉକ୍ତ ଯୁବକ ଜଣକ ଆଉ ନାହାଁନ୍ତି।ତାଙ୍କ ମୃ-ତ ଦେହ ସେଠାରେ ପଡିଚି।ଏହା ପରେ ଯୁବକ ଙ୍କ ପରିବାର ଲୋକ ଙ୍କୁ ଏ ବିଷୟରେ ଖବର ଦିଆ ଯାଇଥିଲା।
ପରିବାର ଲୋକେ ପୋଲିସ ନେଇ ସେ ସ୍ଥାନ କୁ ଯାଇଥିଲେ।ସେଠାରେ ଦେଖିଲା ବେଳ କୁ ଯୁବକ ଙ୍କ ମୃ-ତ ଦେହ ପଡ଼ି ରହିଛି।ଏହା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ଏହା କୁ ଦେଖି ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।
ସେହି ଯୁବକ ଜଣକ ନିଜ ପରିବାର ର ଗୋଟିଏ ବୋଲି ପୁଅ ଥିଲେ।ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ।ତାଙ୍କ ଭଉଣୀ ଙ୍କୁ ଗଲା ବେଳେ କହି ଯାଇଥିଲେ କି ମୁଁ ଜଲଦି ଫେରି ଆସିବି ତୁ ବ୍ୟସ୍ତ ହବୁ ନାହିଁ।ଜଗା ଦର୍ଶନ କରିବାକୁ ଯାଇ ସେହି ଜଗା ତାକୁ ସବୁଦିନ ପାଇଁ ନେଇ ଗଲେ ବୋଲି ଲୋକ ମାନେ କହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.