Movie prime

ବାଛନ୍ତୁ ଗୋଟିଏ ବହି ଜାଣନ୍ତୁ ଆଗାମୀ ଜୀବନରେ କେମିତି ରହିବ ଆପଣଙ୍କ ଭବିଶ୍ୱତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଛି ନିଅନ୍ତୁ ନିଜ ମନ ପସନ୍ଦ ଅନୁଯାୟୀ ଯେ କୌଣସି ଗୋଟିଏ ବହି। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୨ଟି ବହି ର ଚିତ୍ର। ସେମାନଙ୍କ ମଧ୍ୟରୁ ଆପଣ ନିଜର ଇଚ୍ଛା ଅନୁଯାୟୀ କୌଣସି ଗୋଟେ ବାଛନ୍ତୁ।
Special Report
ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ବା ଆଗକୁ ସମୟ କିପରି ରହିବ ତାହା ଜାଣିବା ପାଇଁ ବାଛି ନିଅନ୍ତୁ ଯେ କୌଣସି ଗୋଟିଏ ବହି। ଯଦି ଆପଣ ବାଛି ନେଲେ ଏବେ ଆସନ୍ତୁ ଜାଣିବା ଭାଗ୍ୟ ଭବିଷ୍ୟ ବିଷୟରେ ବିସ୍ତାର ଭାବେ।
୧- ଯଦି ଆପଣ ପ୍ରଥମ ବହି କୁ ବାଛିଛନ୍ତି ତେବେ ଆପଣଙ୍କ କାର୍ଯ୍ୟ ଏବେ ଶୁଭପ୍ରଦ ରହିବ। ମନ୍ଦ ଦଶା ଖୁବ କମ ସମୟ ମଧ୍ୟରେ ଦୂର ହେବ। ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ରକାନ୍ତି ମନି ଗୋଟିଏ ରୋପ୍ୟ ମୁଦ୍ରିକାରେ ଶାରା ଜୀବନ ଧାରଣ କରନ୍ତୁ। ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ।
Special Report
ବର୍ତ୍ତମାନ ଯେଉଁ କଥା ପାଇଁ ଆପଣ ବ୍ୟସ୍ତତା ଭୋଗୁଛନ୍ତି ତାହାର ଜଲ୍ଦି ସମାଧାନ ହେବ। ଏବେ ଆପଣଙ୍କୁ କିଛି ଗୁପ୍ତ ଧନ ମିଳିବାର ମନରେ ଭାବନା ଆଣୁଛନ୍ତି। କିନ୍ତୁ ସେ ସବୁ କଥାକୁ ଆପଣ ଏବେ ମିଥ୍ୟା ଭାବିବେ। ନିଜେ କଷ୍ଟ କରି ଅର୍ଜନ କରିଥିବା ଟଙ୍କା କୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। 
୨- ଆପଣଙ୍କୁ ଦ୍ଵିତୀୟ ବହି ଟି ଅଧିକ ଭଲ ଲାଗିଥିଲେ ଏବେ ଆପଣ କୌଣସି ଚିନ୍ତାରେ ବ୍ୟସ୍ତରେ ଅଛନ୍ତି। ସନ୍ତାନଙ୍କୁ ନେଇ କଷ୍ଟ ଭୋଗୁଛନ୍ତି। ମନରେ ନାନା ଉଦବେଗ ଜାତ ହେଉଛି। ଯାହା ଭାବୁଛନ୍ତି ତାହା କାର୍ଯ୍ୟକାରୀ କରିପାରୁ ନାହାନ୍ତି। ଅନ୍ୟ ଙ୍କ ପାଇଁ ଚିନ୍ତା ଅଧିକ କରୁଛନ୍ତି। ବନ୍ଧୁ ପରିଜନ ମାନେ ବର୍ତ୍ତମାନ ଦୂରେଇ ଯାଇଛନ୍ତି।
ଶତ୍ରୁ ପ୍ରବଳ ଅଛନ୍ତି ଏବଂ ରାଜ କାର୍ଯ୍ୟ ରେ ବିଫଳ ହେଉଛନ୍ତି। ସବୁ ଲାଭ କାମରେ କ୍ଷତି ହେଉଛି। ଯେତେ ପରିମାଣରେ ଖର୍ଚ୍ଚ କରିଲେ ବି କ୍ଷତି ସହୁଛନ୍ତି। ପରିବାର ଲୋକେ ଆପଣଙ୍କର କ୍ଷତି କରାଉଛନ୍ତି। ଆପଣ ଜିଦଖୋର ଥିବାରୁ ସ୍ତ୍ରୀ ଙ୍କ କଥା ଶୁଣୁ ନାହାନ୍ତି। ଆପଣଙ୍କର ଶୁଭ ସମୟ ଯେଉଁ ଦିନ ଆରମ୍ଭ ହେବ ସେଦିନ ମଙ୍ଗଳବାର ହୋଇଥିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.