Movie prime

ବିବାହ ବନ୍ଧନରେ ବାନ୍ଧି ହେବେ ଯୁବା ସନ୍ୟାସୀ ଜୟା କିଶୋରୀ ! ଦେଖନ୍ତୁ କଣ ସତ ପୁଣି ଉଠିଲା ଚର୍ଚ୍ଚା

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏମିତି କିଛି ଖବର ସୋସିଆଲ ମିଡିଆରେ ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଭଗବାନଙ୍କ ଉପରେ ଜଣେ ଯୁବତୀ ଜ୍ଞାନ ଦେଇଥାନ୍ତି । ଆଉ ଲୋକମାନଙ୍କୁ ଅନେକ କଥା ବୁଖାଇଥାନ୍ତି । 
ଏହି ଯୁବତୀ ଜଣକ ହେଉଛନ୍ତି ଜୟା ଶର୍ମା । ଆଉ ଏବେ ଜୟା ଶର୍ମା ଜୟା କେଶରୀ ହୋଇଛନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜୟା ଶର୍ମା ଜୟା କେଶରୀ କାହିଁକି ହେଲେ । ଏହା ପଛର ରହସ୍ୟ ସେ କହିଲେ ।
ସମସ୍ତଙ୍କର କିଛି ନା କିଛି ଲକ୍ଷ୍ୟ ଥାଏ । ଆଉ ପରିସ୍ଥିତିରେ ପଡ଼ି କିଛି ଲୋକ ତାଙ୍କ ଲକ୍ଷ୍ୟ ବଦଳାଇ ଦେଇଥାନ୍ତି । ଆଉ କିଛି ଲୋକ କମ୍ ବୟସରେ ଅଧିକ ପ୍ରସିଦ୍ଧ ମଧ୍ୟ ଲାଭ କରିଛନ୍ତି । ୨୧ ବର୍ଷ ବୟସରେ ସନ୍ନ୍ୟାସୀନୀ ହୋଇ ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି ଧର୍ମର ବାର୍ତ୍ତା । 
ଏହି ସନ୍ନ୍ୟାସୀନୀ ଜଣକ ମଧ୍ୟ ମୋଟିଭେସେନାଲ ସ୍ପିକର ଅଟନ୍ତି । ସେ ୧୯୯୬ ମସିହାରେ କୋଲକାତାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଘରେ ସବୁବେଳେ ପୂଜାପାଠର ମହୋଲ ରହିଥାଏ ।
ସେଥିପାଇଁ ସେ ଛୋଟବେଳୁ ସଂସ୍କୃତରେ ଲିଙ୍ଗାଷ୍ଟକମ୍, ରମାଷ୍ଟକମ୍, ଶିବ ତାଣ୍ଡବ, ସ୍ତୁତି ଆଦି ଗାଁ କରୁଥିଲେ । ତାଙ୍କ ପାଟିରେ ଅନେକ ମନ୍ତ୍ର ବି ଥିଲା । ସେ ୬ ବର୍ଷ ବୟସରୁ ହିଁ ଭଜନ ଗାଇବା ଆରମ୍ଭ କରିଛନ୍ତି । ସେ ଆଧ୍ୟାତ୍ମିକତା ଦିଗରେ ଧୀରେ ଧୀରେ ଗଲେ । 
ଆଧ୍ୟାତ୍ମିକ ଦିଗରେ ନେବା ତାଙ୍କର ପ୍ରଥମ କାର୍ଯ୍ୟ ଥିଲା । ତାଙ୍କ ଗୁରୁଙ୍କୁ ଦେଖି ସେ ଏଭଳି ହେବେ ବୋଲି ଭାବିଥିଲେ । ଆଉ ତାଙ୍କୁ ଏହି ଶିକ୍ଷା ନେବାକୁ ଦେଢ଼ ବର୍ଷ ଲାଗିଲା । ଏହାପରେ ତାଙ୍କ ନାଁ ଧୀରେ ଧୀରେ ଜୟା କେଶରୀ ହୋଇଗଲା 
ସେ କୌଣସି ସାଧୁ କି ସନ୍ଥ ନୁହନ୍ତି । ଆଉ ସେ ଘରୋଇ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି । ସେ ବିବାହ କରିବାକୁ ଚାହୁଁଛନ୍ତି । ସେ କୋଲକାତାରେ ବିବାହ କରି ତାଙ୍କ ବାପା ମାଆଙ୍କର ସେବା କରିବାକୁ ଚାହୁଁଛନ୍ତି । ସନ୍ୟାସୀନୀ ଜଣଙ୍କର ପ୍ରଥମ ପ୍ରେମ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ।