Movie prime

ଏବେ ଯାହାକୁ ଚାହୁଁଛନ୍ତି ତାକୁ ପାରିବେ ପଟେଇ ବାସ କେବଳ ଏହି ଗୋଟିଏ ସହଜ ଉପାୟରେ

 
Jhia
ଆପଣ ଯାହାଙ୍କୁ ଭଲ ପାଉଥିବେ ସେ ଯଦି ଆପଣଙ୍କୁ ଭଲ ପାଉ ନଥିବେ, ତେବେ ଆପଣ ଏପରି ଏକ ନାମ ରହିଛି ଯାହାକୁ ୨୧ ଥର କହିବେ।ଆପଣ ଯଦି ଦିନକୁ ଦିନ କହିବେ ସେ ମଧ୍ୟ ଦିନ କହିବେ,
Girl
ଆପଣ ଯଦି ରାତି କହିବେ ସେ ମଧ୍ୟ ରାତି କହିବେ।ଆପଣଙ୍କୁ ବହୁତ ଭଲ ପାଇବେ।ଏଥିପାଇଁ ଏପରି ଏକ ପଦ୍ଧତି ରହିଛି ଯାହାକୁ ଠିକ୍ ଭାବରେ କରିବେ।ଏହା କରିବା ପାଇଁ ମାତ୍ର ପାଞ୍ଚ ମିନିଟ ସମୟ ଲାଗିବ।
ଯେଉଁ ବ୍ୟକ୍ତି ଆପଣଙ୍କ ସହିତ କଥା ହେଉ ନଥିଲେ, ଦେଖୁ ନଥିଲେ ଏହି ପଦ୍ଧତି କରିବା ପରେ ସବୁକିଛି ଦୂର ହୋଇଯିବ।ଆଉ ସେମାନେ ଆପଣଙ୍କୁ ବହୁତ ଭଲ ପାଇବେ।ଏହାକୁ କରିବାକୁ ହେଲେ ଆପଣଙ୍କୁ ଦୂର୍ବକ୍ଷତ ମନ୍ତ୍ର ପାଠ କରିବାକୁ ହେବ।
ଏହାପରେ ଆପଣଙ୍କୁ ଏକ ନାମ ନେବାକୁ ପଡ଼ିବ।ତାହା ହେଉଛି ୟା ଅଜିଯୋ।ଏହାକୁ ଆପଣ ୨୧ ଥର କହିବେ।ଏହାପରେ ଆପଣ ଯେଉଁ ମନ୍ତ୍ର ପଢ଼ିଥିବେ ସେହି ମନ୍ତ୍ର ଆଉ ଥରେ ପଢ଼ିବେ।
ଏହାପରେ ସେହି ବ୍ୟକ୍ତିଙ୍କ ନାମ ନେବେ।କେବଳ ଏତିକି ହିଁ ଆପଣଙ୍କୁ କରିବାକୁ ପଡ଼ିବ।ଏହାପରେ ତିନି ଥର ଫୁଙ୍କିବେ।ଆପଣ ୧୧ ଦିନ ଯାଏଁ ଏହି ମନ୍ତ୍ର ପଢ଼ିବେ।
ଏହି ପଦ୍ଧତି ଆପଣମାନେ ଯେଉଁ ସମୟରେ କରି ପାରିବେ।ଏହାପରେ ଆପଣ ଙ୍କୁ ୨୧ ଥର ୟା ଅଜିଯୋ ନାମ ନେବେ।ଆପଣମାନେ ପୁଣିଥରେ ଦୂର୍ବକ୍ଷତ ମନ୍ତ୍ର ଜପ କରିବାକୁ ପଡ଼ିବ।ତାପରେ ସେହି ବ୍ୟକ୍ତି ଙ୍କ ନାମ ନେବେ।
ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ।କିନ୍ତୁ ଏହା କରିବା ପୂର୍ବରୁ ଆପଣ ଏହି ପଦ୍ଧତି ଉପରେ ଭରସା କରିବାକୁ ପଡ଼ିବ।ଏପରି କରିଲେ ହିଁ ଏହା କାମ କରିବ।ଏପରି କରିଲେ ସେହି ବ୍ୟକ୍ତି ଆପଣଙ୍କ ର ସବୁ କଥା ମାନିବେ।
କିନ୍ତୁ ଆପଣ ୧୧ ଦିନ ଯାଏଁ ଏହାକୁ କରିବେ।ଏହି ବିଷୟରେ ଆପଣ କେବେ କାହାକୁ କହିବେ ନାହିଁ।ଆପଣ ଏହାକୁ ଲୁଚାଇ କରିବେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.