Movie prime

ଜୀବନ ଶେଷ ହେବା ଆଗରୁ ମିଳେ ଏମିତି କିଛି ସଂକେତ ତାହା ଆପଣଙ୍କ ସହ ହେବାକୁ ଲାଗିଲେ ଜାଣିଯିବେ ଆଉ କିଛି ସମୟ ପରେ.....

 
Special report
ଆପଣମାନେ ତ ନିଶ୍ଚୟ ଜାଣିଥିବେ ଯେ ଯିଏ ଏହି ଧରା ପୃଷ୍ଠରେ ଜନ୍ମ ନେଇଥାଏ ତାର ଦିନେ ନା ଦିନେ ମୃ&ତ୍ୟୁ ହୋଇଥାଏ।ଶାସ୍ତ୍ର ରେ ଏହାର ସଂକେତ ବିଷୟରେ ମଧ୍ୟ ଲେଖା ଯାଇଛି।
Special report
ଯାହା ଦ୍ଵାରା ଆପଣ ମାନଙ୍କ ମୃ-ତ୍ୟୁ ପାଖେଇ ଆସୁଛି ବୋଲି ଜାଣିପାରିବେ।ଏହି ସଂକେତ ବିଷୟରେ ଶ୍ରୀମଦ୍ ଭାଗବତ ଗୀତା ରେ ମଧ୍ୟ ଶ୍ରୀ କୃଷ୍ଣ କହିଛନ୍ତି।ମନୁଷ୍ୟ ଙ୍କ ଶରୀର ଅମର ହୋଇ ନଥାଏ।
ଯେଉଁ ମଣିଷ ଏହି ଭୌତିକ ସଂସାର ରେ ଶରୀର ସହିତ ଜନ୍ମ ନେଇଥାନ୍ତି ତାଙ୍କର ମୃ-ତ୍ୟୁ ଆଉ ମୃ-ତ୍ୟୁ ର କାରଣ ମଧ୍ୟ ନିଶ୍ଚିନ୍ତ ହୋଇ ଯାଇଥାଏ।ମନୁଷ୍ୟ ଜୀବନରେ ଯେତେବେଳେ ବିଚିତ୍ର ଘଟଣା ମାନ ଘଟିବାକୁ ଲାଗିବ
Special report
ସେତେବେଳେ ଜାଣି ଯିବେ ଯେ ଏହା ମୃ-ତ୍ୟୁ ର ସଂକେତ ଅଟେ। ପୁରାଣ ଅନୁସାରେ ମୃ-ତ୍ୟୁ ସମୟରେ ଶାନ୍ତ ଆଉ ଇଚ୍ଛା ରୁ ଯଦି ମୁକ୍ତି ମିଳିଥାଏ ତାହେଲେ ବିନା କଷ୍ଟରେ ସେହି ବ୍ୟକ୍ତି ମୃ-ତ୍ୟୁ ବରଣ କରିଥାଏ।
ଏଭଳି ବ୍ୟକ୍ତି ଙ୍କ ଆତ୍ମା ପରଲୋକ ରେ ସୁଖ ର ଅନୁଭୁତି ପ୍ରାପ୍ତ ହୋଇଥାଏ।ହିନ୍ଦୁ ଧର୍ମ ର ଅନେକ ଗ୍ରନ୍ଥରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି।
(୧)ପ୍ରଥମ ସଂକେତ ଟି ହେଉଛି ଯଦି କୌଣସି ବ୍ୟକ୍ତି ଙ୍କ ଶରୀର ନୀଳ ପଡ଼ିଥାଏ,ଅଥବା ଶରୀରରେ ନାଲି ଚିହ୍ନ ପଡ଼ିଯାଏ ତାହେଲେ ଜାଣିବେ ଯେ ସେହି ବ୍ୟକ୍ତି ଙ୍କ ମୃ-ତ୍ୟୁ ପାଖେଇ ଆସୁଛି।
Special report
(୨)ଦ୍ୱିତୀୟ ସଂକେତ ଟି ଗରୁଡ଼ ପୁରାଣ ରେ କୁହାଯାଇଛି।ଯଦି କୌଣସି ବ୍ୟକ୍ତି ଙ୍କ ମୃ-ତ୍ୟୁ ପାଖରେ ଆସିଥାଏ ତାହେଲେ ସେହି ବ୍ୟକ୍ତି ଙ୍କୁ ତାଙ୍କ ଛାଇ ଦେଖା ଯାଇ ନଥାଏ।ପାଣି ରେ ନିଜର ମୁହଁ ଦେଖା ଯିବ ନାହିଁ।
(୩)ତୃତୀୟ ସଂକେତ ଟି ହେଉଛି ଯଦି କୌଣସି ବ୍ୟକ୍ତି ଙ୍କ ମୁଣ୍ଡରେ ପାରା ଆସି ବସିବେ ତାହେଲେ ସେହି ବ୍ୟକ୍ତି ଙ୍କ ମୃ-ତ୍ୟୁ ପାଖରେ ଆସୁଛି ବୋଲି ଜାଣିବେ।
(୪)ଚତୁର୍ଥ ସଂକେତ ହେଉଛି ଯଦି କୌଣସି ବ୍ୟକ୍ତି ଙ୍କ ମୃ-ତ୍ୟୁ ପାଖରେ ଆସୁଛି ତାହେଲେ ସେମାନଙ୍କୁ ପୂର୍ବଜ ମାନେ ଅଥବା ଅନ୍ୟ ମୃ-ତ୍ୟୁ ବ୍ୟକ୍ତି ଙ୍କ ଛାଇ ଦେଖାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.