Movie prime

ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ସ୍ଵୟଂ ଆସିଲେ ମ-ହାଦେବ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ଯୋଡ଼ା ଶ୍ରାବଣରେ ଭାସି ଆସିଲେ ମହାଦେବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିବାକୁ ପାଇବେ । ଶ୍ରାବଣ ମାସ ପହଁଚି ଗଲାଣି । ଆଜି ହେଉଛି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ।ଆଉ ଆଜି ସମସ୍ତ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଯାଇଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଆପଣମାନେ ପାଇପାରିବେ ।
Special Report
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ବର୍ଷ ଯୋଡ଼ା ଶ୍ରାବଣ ପଡ଼ିବାକୁ ଯାଉଛି । ଆଉ ଦୁଇମାସ ଶ୍ରାବଣ ମାସ ପାଳିତ ହେବ । ଖବର ଆସିଛି କି ସମୁଦ୍ରରେ ଭାସି ଆସିଲେ ପଥର ଶିବ ଲିଙ୍ଗ ।
ବିଶାଳ ଶିବ ଲିଙ୍ଗ ସମୁଦ୍ରର ଢେ଼ଉରେ ଭାସି ଆସୁଛନ୍ତି । ଏଭଳି ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ସମୁଦ୍ର ବେଳାଭୂମିରେ । କଳା ରଙ୍ଗର ମୁଗୁନି ପଥରରେ ଏହି ଶିବ ଲିଙ୍ଗ ତିଆରି ହୋଇଛି ବୋଲି ସୂଚନା ମିଳିଛି । 
Special Report
ଏହି ଶିବ ଲିଙ୍ଗ ପୁରା କଳା ମଚ ମଚ । ଆଉ ଏହାର ଓଜନ ବହୁତ ଅଧିକ ଯାହାକୁ ଟେକିବା ମୁସ୍କିଲ ଅଟେ । ଏତେ ଓଜନ ହୋଇ ମଧ୍ୟ ଏହି ଶିବ ଲିଙ୍ଗ କିପରି ଭାସି ଆସିଛି ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ହେଉଛି ଭଗବାନଙ୍କର ଲୀଳା ।
ଏହି ଶିବ ଲିଙ୍ଗକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ସମୁଦ୍ରରେ ଢେଉ ଏହି ଶିବ ଲିଙ୍ଗ ଦେହରେ ପିଟି ହେଉଛି ଏଭଳି ଲାଗୁଛି କି ଯେଭଳି ପ୍ରଭୁ ମହାଦେବ ଏହି ସମୁଦ୍ରରେ ସ୍ନାନ କରୁଛନ୍ତି । ତିଳେ ମାତ୍ର ବି ଏହି ଶିବ ଲିଙ୍ଗ ହଲୁ ନାହିଁ । ଆଉ ଏହା ଦୃଢ଼ ହୋଇ ସେହି ସ୍ଥାନରେ ରହିଛି । 
Special Report
ଆପଣମାନେ ସମସ୍ତେ ଜାଣିଥିବେ କି ସମୁଦ୍ରରେ କେବେ ବା ପାଣିରେ ପଥର ଭାସେ ନାହିଁ କିନ୍ତୁ ଏହି ସମୁଦ୍ରରେ ଶିବ ଲିଙ୍ଗ ଭାସି ଆସିଲା । ଆଉ ଏହି ଖବର ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ସୂଚନା ମୁତାବକ ନିଲାନ୍ଦ୍ରୀ ବିଜେ ଦେଖି କିଛି ଭକ୍ତ ସ୍ଵର୍ଗଦ୍ଵାର ସାମ୍ନାରେ ସମୁଦ୍ର ବେଳାଭୂମିରେ ବସିଥିଲେ ।
ଆଉ ସେମାନେ ସେଠାରେ ଶିବ ଲିଙ୍ଗ ସମୁଦ୍ର ବେଳାଭୂମିରେ ଅର୍ଥାତ୍ ଢେ଼ଉରେ ଥିବାର ଦେଖିଲେ । ଆଉ ଏହାକୁ ଦେଖିବା ପରେ ଖୋଳି ଥିଲେ । ସେମନେ ଜାଣି ପାରିଥିଲେ ଏହା ହେଉଛି ଶିବ ଲିଙ୍ଗ । ଆଉ ଏହାପରେ ରାତି ଅଧିକ ହୋଇ ଯାଇଥିବାରୁ ଏହି ଶିବ ଲିଙ୍ଗକୁ ସେହି ବାଲିରେ ରଖି ସେମାନେ ପଳାଇ ଆସିଥିଲେ ।