Movie prime

ଏହି କାରଣ ପାଇଁ ବଳି ପଡ଼ିଗଲା ଯୁଗ ଯୁଗ ଧରି ଅମର ହୋଇଥିବା ରାଧା କୃଷ୍ଣଙ୍କ ପ୍ରେମ ଜାଣନ୍ତୁ ଏହି କାହାଣୀ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦ୍ଵାପର ଯୁଗରେ ଯେବେ ବିଷ୍ଣୁ କୃଷ୍ଣଙ୍କର ଅବତାର ଗ୍ରହଣ କଲେ ସେତେବେଳେ ଦେବୀ ଲକ୍ଷ୍ମୀ ରୁକ୍ମଣୀଙ୍କ ରୂପରେ ଧରାବତରଣ କଲେ। ଏଠାରେ ସେ ବିଦର୍ଭ ଦେଶର ରାଜାଙ୍କ ପୁତ୍ରୀ ରୂପରେ ଜନ୍ମ ନେଇଥିଲେ। ଏହି ସମୟରେ ପୁତନା ନାମକ ରାକ୍ଷସୀ ରୁକ୍ମଣୀଙ୍କୁ ମାରିବା ନିମନ୍ତେ ରାଜମହଲରେ ପ୍ରବେଶ କଲା।
Special report
ଏ ସେହି ପୁତନା ଯାହାକୁ କଂସର ଆଦେଶରେ ଶ୍ରୀକୃଷ୍ଣଙ୍କୁ ମଧ୍ୟ ନିଜର ବିଷାକ୍ତ ସ୍ତନ୍ୟପାନ ଦ୍ଵାରା ମାରିବାର ଚେଷ୍ଟା କରିଥିଲା। ପୁତନା ରୁକ୍ମଣୀଙ୍କୁ ମଧ୍ୟ ନିଜର ବିଷାକ୍ତ ସ୍ତନ୍ୟପାନ କରେଇବାର ବହୁତ ଚେଷ୍ଟା କଲା। କିନ୍ତୁ ରୁକ୍ମଣୀ ସ୍ତନ୍ୟପାନ କଲେ ନାହିଁ। 
ଏଥିମଧ୍ୟରେ ମହଲକୁ କିଛି ଲୋକ ରୁକ୍ମଣୀଙ୍କ ପ୍ରକୋଷ୍ଠରେ ପ୍ରବେଶ କଲେ। ନିଜକୁ ଅସଫଳ ଦେଖି ପୁତନା ରୁକ୍ମଣୀଙ୍କୁ ଉଠେଇ ନେଇ ପଳାୟନ କଲା। ପୁତନା ରୁକ୍ମଣିଙ୍କୁ ନେଇ ଆକାଶରେ ଉଡୁଥିଲା ତ ସେତେବେଳେ ରୁକ୍ମଣି ନିଜର ଓଜନ ବୃଦ୍ଧି କରିବା ଆରମ୍ଭ କଲେ। ରୁକ୍ମଣୀଙ୍କର ଓଜର ଏତେ ବଢିଗଲା ଯେ ପୁତନା ଦ୍ଵାରା ଭାର ଉଠେଇ ହେଲା ନାହିଁ ଓ
Special report
 ସେ ରୁକ୍ମଣୀଙ୍କୁ ତଳେ ଭୂମିରେ ପକେଇଦେଲା। ଏଠାରେ ଭୂମି ଉପରେ ପଡିବ ମାତ୍ରେ ରୁକ୍ମଣୀ ଗୋଟିଏ ପୋଖରୀରେ ପଦ୍ମ ଫୁଲ ଉପରେ ବିରାଜିତ ହେଲେ। ଏହି ପ୍ରକାର ବିଦର୍ଭ ରାଜ୍ୟର ରାଜକୁମାରୀ ଦେବୀ ରୁକ୍ମଣୀ ପୁତନା କାରଣରୁ ମଥୁରା ରାଜ୍ୟ ବରସାନାର ଏକ ପୋଖରୀରେ ଆସି ପଡିଲେ। 
ଏଠାରେ ତାଙ୍କୁ ରିଜବାନ ଓ କୃତି ଦେବୀ ନାମକ ଏକ ଦମ୍ପତ୍ତି ପଦ୍ମା ଫୁଲ ଉପରେ ବିରାଜିତ ଦେଖିଲେ। ଏହି ଦୁହେଁ ତାଙ୍କୁ ନିଜ ସହିତ ନେଇଆସିଲେ ଓ ତାହାର ପାଳନ ପୋଷଣ କରିବାରେ ଲାଗିଲେ। ଏମାନେ ଏହି ଶିଶୁ କନ୍ୟାର ନାମ ରାଧା ରଖିଲେ। ଏହାପରେ ରାଧା ଯେବେ ବଡ ହେଲେ ତ ତାଙ୍କର ସାକ୍ଷାତ ଗୋକୁଳର କୃଷ୍ଣଙ୍କ ସହିତ ହେଲା।
Special report
ଏଠାରେ ରାଧା ଓ କୃଷ୍ଣଙ୍କର ପରସ୍ପର ପ୍ରତି ଅତୁଟ ପ୍ରେମ କରିବାରେ ଲାଗିଲେ। କିନ୍ତୁ ଏକ ସମୟ ଏଭଳି ମଧ୍ୟ ଆସିଲା ଯେବେ କୃଷ୍ଣଙ୍କୁ ବିବଶ ହୋଇ ଗୋକୁଳ ଓ ରାଧା ଦୁହିଁଙ୍କୁ ଛାଡି ଦ୍ବାରକାପୁରୀ ଯିବାକୁ ହେଲା। ଏଥିମଧ୍ୟରେ କୃଷ୍ଣ ଭାବିଲେ ଯେ ଯେବେ ସେ ପ୍ରତ୍ୟାବର୍ତ୍ତନ କରିବେ ତ ରାଧାଙ୍କୁ ବିବାହ କରିବେ। 
କିନ୍ତୁ ତାଙ୍କର ଯିବାର କିଛି ସମୟ ପରେ ବିଦର୍ଭ ରାଜ୍ୟର ରାଜା ବିଦର୍ଭ ରାଜେଶ୍ଵରଙ୍କୁ ସୂଚନା ହେଲା ଯେ ରାଧା ହିଁ ତାଙ୍କର ପୁତ୍ରୀ ରୁକ୍ମଣୀ ଅଟେ। ଏମିତିରେ ସେ ବରସାନା ଆସିଲେ ଓ ନିଜର ଝିଅକୁ ନେଇ ଚାଲିଗଲେ। ଯେହେତୁ ବିଦର୍ଭ ରାଜ୍ୟ ଓ କୃଷ୍ଣଙ୍କର ପରସ୍ପର ମଧ୍ୟରେ ଶତ୍ରୁତା ଥିଲା
 ଏଥିନିମନ୍ତେ ରୁକ୍ମଣୀଙ୍କ ପିତା ତାଙ୍କର ବିବାହ ଅନ୍ୟ କାହା ସହିତ କରିବାକୁ ଇଚ୍ଛା କରିଥିଲେ। ଏହି କାରଣ ଥିଲା ଯେ କୃଷ୍ଣଙ୍କୁ ରୁକ୍ମଣୀ ହରଣ କରିବାକୁ ପଡିଲା। ଏହାପରେ କୃଷ୍ଣ ଓ ରୁକ୍ମଣୀ ପରସ୍ପର ବିବାହ ବନ୍ଧନ ରେ ଆବଦ୍ଧ ହେଲେ। ତେବେ ବନ୍ଧୁଗଣ ରାଧା ଓ ରୁକ୍ମଣୀ ଦୁହେଁ ଜଣେ ଅଟନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.