Movie prime

କେବଳ ଧାରଣ କରନ୍ତୁ ଏମିତି ଏହି କଇଁଛ ମୁଦି ଆଉ ଦେଖନ୍ତୁ ଜୀବନରେ କେମିତି ହେବାକୁ ଲାଗୁଛି ଚମତ୍କାର ଉପରେ ଚମତ୍କାର

 
Hu
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁରାଣ କଥା ଅନୁସାରେ କଇଁଛ ହେଉଛି ଭଗବାନ ଶ୍ରୀହଋଙ୍କ ଅବତାର ଅଟେ। ଏହି କଇଁଛ ଜଳଚର ଅଟେ। ମା ଲକ୍ଷ୍ମୀ ମଧ୍ୟ ଏହି ଜଳଚରରେ ରହିଥାନ୍ତି। କଇଁଛ ମୁଦି ଧାରଣ କରିବା ଦ୍ଵାରା ବ୍ୟକ୍ତିକୁ ଶାନ୍ତି, ଧର୍ଯ୍ୟ, ଶାଳୀନତା ବିନମ୍ରତା ପ୍ରାପ୍ତ ହୋଇଥାଏ।
ଏହି କଇଁଛର ମୁଦିକୁ ପିନ୍ଧିବା ଦ୍ଵାରା ନିଜ ଶରୀର ଓ ନିଜ ଘରେ ସକାରାତ୍ମକତା ବୃଦ୍ଧି ପାଇଥାଏ। ଯାହା ଦ୍ଵାରା ମଣିଷ ଧନ ଓ ଐଶ୍ଵର୍ଯ୍ୟର ପ୍ରାପ୍ତି ହୋଇଥାଏ। ଆପଣ ଜାଣିଥିବେ କି କଇଁଛ ମୁଦିକୁ ଶୁଭ କହିବାର ମୂଳ କାରଣ ହେଉଛି। ଏହା ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରି ଥିଲା। 
Tt
ତେଣୁ ଦେଖିବାକୁ ଗଲେ ମା ଲକ୍ଷ୍ମୀ ମଧ୍ୟ ଏହାକୁ ଖୁବ ଭଲ ପାନ୍ତି। କିଛି ଜାଗାରେ ଏହାକୁ ମା ଲକ୍ଷ୍ମୀଙ୍କ ପ୍ରିୟ ବୋଲି କୁହାଯାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହାର ଅନେକ ମହତ୍ଵ ଅଛି। ଏହାକୁ ଘରେ ରଖିବା ଦ୍ଵାରା ଆପଣଙ୍କ ସବୁ ପ୍ରକାର ଧନ ଜଡିତ ସମସ୍ଯା ଦୂର ହୋଇଯିବ କେବଳ ସେତିକି ନୁହେଁ
ଏହାକୁ ଆମେ ଘରେ ରଖିବା ଦ୍ଵାରା ଆହୁରି ଅନେକ ଦୋଷମାନ ମଧ୍ୟ କଟିଥାଏ। ଏହାକୁ କିଛି ଲୋକ ହାତରେ ମଧ୍ୟ ଧାରଣ କରିଥାନ୍ତି। ଆପଣ ଏହାକୁ କେଉଁ ଭି ଧାତୁର ଧାରଣ କରି ପାରିବେ କିନ୍ତୁ ଆପଣ ଏହାକୁ ଚାନ୍ଦି କିମ୍ବା ସୁନାରେ କରିକି ପିନ୍ଧିଲେ ଆପଣ ଜାଣି ପାରିବେ କି ଏହା ଭଲ ଅଟେ। 
ଏହା ଦେହରେ କିଛି ଲୋକମାନେ ଗ୍ରହ ପଥର ମଧ୍ୟ ଲଗାଇ ଦେଇଥାନ୍ତି। ଏହାକୁ ଆପଣ ଏହିଭଳି କରିକି ପିନ୍ଧି ପାରିବେ କିନ୍ତୁ ଆପଣ ଏହାର ମୁଣ୍ଡକୁ ନିଜ ଆଡକୁ ରଖିବେ। ଏହାକୁ କିଛି ଲୋକ ଅଜାଣତରେ ଓଲଟା ପିନ୍ଧିଥାନ୍ତି ଯାହା ଦ୍ଵାରା ସେମାନଙ୍କୁ ଓଲଟା ପରିଣାମ ମିଳିଥାଏ।
Vb
ଏହି ମୁଦି କି ଡାହାଣ ହାତରେ ହିଁ ପିନ୍ଧା ଯାଏ ଓ ଏହାକୁ ବିଷୀ ଆଙ୍ଗୁଠି କିମ୍ବା ତର୍ଜନୀ ଆଙ୍ଗୁଠିରେ ପିନ୍ଧା ଯାଏ। ଏହାକୁ କୁମ୍ଭ, ଧନୁ, ବିଛା, ସିଂହ, ତୁଳା ରାଶିର ଲୋକମାନେ ଏହି ଆଙ୍ଗୁଠିରେ ପିନ୍ଧି ପାରିବେ। ମେଷ, ମୀନ, କନ୍ୟା, କର୍କଟ ରାଶିର ଲୋକ ମାନେ ଏହାକୁ ମଝି ଆଙ୍ଗୁଠିରେ ପିନ୍ଧି ପାରିବେ। 
ବୃଷ, ମିଥୁନ ରାଶି ଏହାକୁ ରିଙ୍ଗ ଫିଙ୍ଗର କିମ୍ବା ଏହାକୁ ମୁଦି ପିନ୍ଧୁଥିବା ଆଙ୍ଗୁଠିରେ ହିଁ ପିନ୍ଧି ପାରିବେ। ତେବେ କନ୍ୟା, ମେଷ ରାଶିର ଲୋକଙ୍କ ପାଇଁ ଏହା ଖରାପ ହୋଇଥିବାରୁ ଆପଣ ଏହାକୁ ପୂଜା କରିକି ମଙ୍ଗଳବାର ଦିନ ଧାରଣ କରିବେ।
ଏହାକୁ ଆପଣ ପୂଜା କରିବା ସମୟରେ କ୍ଷୀରରେ ଧୋଇକି ଏହାକୁ ଗଙ୍ଗାଜଳ ଓ ଚନ୍ଦନରେ ଭଲ ଭାବେ ଧୁଅନ୍ତୁ ଓ ଏହାକୁ ପୂଜା କରନ୍ତୁ। ଏହା ପରେ ମା ଲକ୍ଷ୍ମୀଙ୍କ ଶ୍ରୀ ଚରଣରେ ଏହାକୁ ଲଗାଇ କି ଏହାକୁ ଆପଣ ଧାରଣ କରନ୍ତୁ। ଦେଖହିବେ ନିଶ୍ଚିତ ଭଲ ଲାଭ ପାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.