Movie prime

କୈଳାସ ପର୍ବତରେ ମିଳିଲା ମହାଦେବ ଙ୍କ ପ୍ରମାଣ ଦେଖନ୍ତୁ Nasa ଦ୍ଵାରା ଲଗା ଯାଇଥିବା ସାଟାଲାଇଟ ରୁ ମିଳିଲା ବିରଳ ସନ୍ଧାନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ଆସିଛି କୈଳାଶ ପର୍ବତକୁ ନେଇ । ଏହି ପର୍ବତ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ଜାଣିପାରିବେ । ଏହି ଖବର ନାସା ଆମ ପାଖରେ ପହଞ୍ଚାଇଛି । କୈଳାଶ ପର୍ବତ ବିଷୟରେ ତ ସମସ୍ତେ ଜାଣିଥିବେ । ଏହି କୈଳାଶ ପର୍ବତରେ ଭଗବାନ ଶିବ ତାଙ୍କ ପରିବାର ସହିତ ରୁହନ୍ତି । 
ଏହା ଏକ ଚମତ୍କାରି ପର୍ବତ ଅଟେ । ଏହି ପର୍ବତକୁ ନେଇ ନାସା ରିସର୍ଚ୍ଚ କରିଛି । ୨୦୧୫ ମସିହାରେ ନାସା ଏହି ପର୍ବତ ବିଷୟରେ ଅନେକ ରିସର୍ଚ୍ଚ କରିଛି । ଏହି ପର୍ବତକୁ କେହି ଚଢ଼ି ପାରିବେ ନାହିଁ କି ସେଠାକୁ କୌଣସି ରକେଟ ବା କୌଣସି ଜିନିଷ ଯାଇପାରିବ ନାହିଁ ।
Special Report
ନାସା ଏବଂ ଗୁଗଲ ଯେଉଁ ତଥ୍ୟ ପାଇଲେ ଏହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କୈଳାଶ ପର୍ବତରେ ଭଗବାନ ଶିବ ଧ୍ୟାନ ମୁଦ୍ରାରେ ବସିଥିବାର ନାସାର ବୈଜ୍ଞାନିକମାନେ କହୁଛନ୍ତି । ଏହି ରହସ୍ୟର ସତ୍ୟ କଣ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ । 
୧୯୬୨ ମସିହା ପୂର୍ବରୁ କୈଳାଶ ପର୍ବତ ଭାରତର ଅଂଶ ଥିଲା । କିନ୍ତୁ ଏବେ ଏହା ଚୀନର ଅଟେ । ବୈଜ୍ଞାନିକମାନେ କହୁଛନ୍ତି ଏହି କୈଳାଶ ପର୍ବତରେ ଅନେକ ରହସ୍ୟମୟ ଦୁନିଆ ରହିଛି । ସେହି ପର୍ବତରେ ଜଣେ ଆଦି ମାନବ ରହୁଛନ୍ତି । ଚୀନର କିଛି କର୍ଣଲ ଋଷର ବୈଜ୍ଞାନିକମାନଙ୍କ ସହ ମିଶି ଏହି
 ପର୍ବତ ଉପରକୁ ଚଢ଼ିବା ପାଇଁ ଶେଷ ଥର ପ୍ରୟାସ କରିଥିଲେ । ଆଉ ସେ ତାଙ୍କ ଅନୁଭୂତି କହିଥିଲେ । ସେ କହିଥିଲେ ଯେତେବେଳେ ସେମାନେ କୈଳାଶ ପର୍ବତ ଉପରକୁ ଚଢ଼ିବା ପାଇଁ ଠିକ୍ ରାସ୍ତା ବାଛିଥିଲେ ସେତେବେଳେ ଏହା ବରଫରେ ପୁଣି ପୂର୍ଣ୍ଡ ହୋଇ ଯାଇଥିଲା । 
ଏହା ସତ୍ୟ କି ନାହିଁ ବୈଜ୍ଞାନିକମାନେ ରିସର୍ଚ୍ଚ କରିଲେ ଜଣାପଡ଼ିବ । କୈଳାଶ ପର୍ବତରୁ ଚାରୋଟି ନଦୀ ବାହାରିଛି । ସେଠାରେ ସମୟ ବହୁତ ଅଧିକ ଅତିବାହିତ ହୋଇଥାଏ । ଏଠାରେ ସମୟ ବିତାଇଲେ ନଖ ଏବଂ ଚୁଟି ଜଲଦି ବଢ଼ି ଯାଇଥାଏ । ଆଉ ସେଠାକୁ ଗଲେ ବୟସ ବଢି ଯାଇଥାଏ ।
ଏହି ପର୍ବତରେ ଏକ ପାଣି ଅଛି ଯାହା ସବୁବେଳେ ସ୍ଥିର ରହିଥାଏ । କୈଳାଶ ପର୍ବତର ଉଚ୍ଚତା ୬୬୩୮ ମିଟର ଅଟେ । କଥା ଆସିଛି କି ମେଲାରେପି ନାମକ ଜଣେ ବ୍ୟକ୍ତି ଏହି ପର୍ବତ ଉପରକୁ ଚଢିଥିଲେ । କିନ୍ତୁ ଏନେଇ ସେ କିଛି କହି ନାହାଁନ୍ତି ।