Movie prime

ସାଙ୍ଗେ ସଙ୍ଗେ ଆସିଲା ବଡ ଖବର ଦେଖନ୍ତୁ ପବିତ୍ର ଦିନରେ ଘଟିଲା ବଡ ଅଘଟଣ ରଥ ଦଉଡିରେ ଚାଲିଗଲା ୬ ଜୀବନ - Live Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
Special Report
ଆଜି ହେଉଛି ପବିତ୍ର ରଥଯାତ୍ରା । ଆଉ ଆଜି ପୁରୀ ବଡଦାଣ୍ଡରେ ଅନେକ ଭକ୍ତ ଏକାଠି ହୋଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ପବିତ୍ର ରଥଯାତ୍ରାକୁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି ।
ରଥଯାତ୍ରାରେ ପୂର୍ବରୁ ଏଭଳି କିଛି ଘଟଣା ଘଟିଥିଲା ଯାହା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ପୁରୁଣା ଦିନ ବା ବର୍ଷ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ରଥ ଦଉଡ଼ିକୁ ଭକ୍ତ ଟାଣନ୍ତୁ କି ନ ଟାଣନ୍ତୁ ।
Special Report
କିନ୍ତୁ ସମସ୍ତେ ତାକୁ ଛୁଇଁବା ପାଇଁ ଚାହିଁ ଥାଆନ୍ତି । ହଜାରେ ହଜାରେ ଭକ୍ତ ଚାହିଁ ଥାଆନ୍ତି ରଥ ଦଉଡି଼ ନ ଟାଣିଲେ ନାହିଁ ଏହାକୁ ଟିକେ ଛୁଇବା ପାଇଁ । ଅତୀତରେ ବି ସେଭଳି କିଛି ହୋଇଥିଲା । ଆଉ ଭକ୍ତମାନେ ରଥ ଦଉଡ଼ି ଛୁଇଁବା ପାଇଁ ଭିଡ ଲଗାଇଥିଲେ ।
ଆଉ ତାଙ୍କୁ ଆୟତ୍ତ କରିବା କାହା ପକ୍ଷରେ ସମ୍ଭବ ନଥିଲା । ଯେଉଁଥିପାଇଁ ୧୮୪୧ ମସିହାରେ ରଥ ଦଉଡ଼ିରେ ଗୋଡେଇ ହୋଇ ୬ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ଆଉ ଜଣେ ନିଜେ ରଥ ଚକ ତଳେ ପଡି ପ୍ରାଣ ତ୍ୟାଗ କରିଥିଲେ ।
Special Report
ଏହି ୧୮୪୧ ମସିହାର ରଥଯାତ୍ରାରେ ୭ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ସେତେବେଳେ ଏହି ଖବରକୁ ନେଇ ଅନେକ କଥା ଆସିଥିଲା । ଆଉ ସେତେବେଳେ ଅନାବୃଷ୍ଟି ହେତୁ ଦୂର ଯାତ୍ରୀଙ୍କ ସଂଖ୍ୟା କମ୍ ଥିଲା । 
Special Report
ସେହି ସମୟରେ ରଥର ଚକ ତଳକୁ ଆସି ଯାଇଥିଲେ ଅନେକ ଲୋକ ଆଉ ସେଥିରୁ ୬ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ପାଖାପାଖି ୧୨ ଜଣ ଲୋକଙ୍କ ଉପରେ ରଥ ଚଢ଼ି ଯାଇଥିଲା ଆଉ ସେଥିରେ ୬ ଜଣଙ୍କର ମୃ-ତ୍ୟୁ ହୋଇଥିଲା ।
ଏହି ଘଟଣା ସେତେବେଳେ ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟ କରିବା ସହ ଅନେକ ଭାବନା ମନ ଭିତରେ ଆଣି ଦେଇଥିଲା । ରଥଯାତ୍ରାର ସବୁ ବର୍ଷରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସୁଛି । ଇତିହାସ ପୃଷ୍ଠାର ଏହି ଘଟଣା ଆଖିକୁ ଲୁହ ନେଇ ଆସେ । ସତରେ ଏହା ହେଉଛି ହୃଦୟ ବିଦାରକ ଘଟଣା ।