Movie prime

କଳିଯୁଗରେ ଦେଖାଦେଲେ ପ୍ରଭୁ ଗରୁଡ଼ ଦେଖନ୍ତୁ ଜନ୍ମ ହେଲେ ପ୍ରଭୁ ଜଗନ୍ନାଥ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ଆଜିର ଯୁବପିଢି। କାରଣ ଯାହାବି ହେଇଥାଉ ପଛେ ବାସ୍ତବ ଦୁନିଆ ଅପେକ୍ଷା ସେମାନେ ସୋସିଆଲ ମିଡ଼ିଆ ସହିତ ସମୟ ବିତାଇବାକୁ ଭଲ ପାଉଛନ୍ତି।
Special Report
ତେବେ ବନ୍ଧୁଗଣ ଅଧିକାଂଶ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ଦେଶ ବିଦେଶର ଖବର ଦେଖିବାକୁ ଭଲ ପାଇଥାନ୍ତି ତ ଅଧିକାଂଶ ଲୋକ ବଲିଉଡ ଏବଂ ଓଲିଉଡ ନ୍ୟୁଜ ଦେଖିବାକୁ ଭଲପାନ୍ତି।
ସେହି ଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ ପଶୁ ପକ୍ଷୀ ମାନଙ୍କର ଭାଇରାଲ ଭିଡିଓ ଦେଖିବାକୁ ଖୁବ ଭଲପାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ନୂଆ ବର୍ଷ ଆରମ୍ଭରୁ ଏକ ଅଦ୍ଭୁତ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି।
Special Report
ପ୍ରଭୁ ଜଗନ୍ନାଥଙ୍କ କଳ୍କୀ ଅବତାର ଧାରଣ ଆଗରୁ ତାଙ୍କର ଶଖା ଓ ଅନ୍ୟ ସହଞ୍ଚଚ ମାନେ ଜନ୍ମ ଗ୍ରହଣ କରିବେ। ଆଉ ଅନ୍ୟମାନେ ଜନ୍ମ ଗ୍ରହଣ କରି ସରିବା ପରେ ଯାଇ ପ୍ରଭୁ ଜଗନ୍ନାଥ ଜନ୍ମ ଗ୍ରହଣ କରିବେ। 
ତେବେ ବର୍ତ୍ତମାନ ବୋଧ ହୁଏ କଳିଯୁଗ ଶେଷ ସମୟ ଆସିଯାଇଛି ବୋଲି ଜଗନ୍ନାଥ କଳ୍କୀ ରୂପ ଧାରଣ କରିବାକୁ ଯାଉଛନ୍ତି। ଜଗନ୍ନାଥଙ୍କ ଆବିର୍ଭାବ ଆଗରୁ ତାଙ୍କର ବହନ ପକ୍ଷୀରାଜ ଗରୁଡ ଜନ୍ମ ନେଇ ସାରିଛନ୍ତି।
Special Report
ତେବେ ବନ୍ଧୁଗଣ କୁନି ପକ୍ଷୀ ଗୁଡ଼ିକୁ ଦେଖିବା ପରେ ସ୍ଥାନୀୟ ଅଂଚଳରେ ଏହି ଆଲୋଚନା ସୃଷ୍ଟି ହୋଇଛି। ତେବେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ତିରଖୁଆ ଗ୍ରାମରେ ନୂତନ ବର୍ଷ ଆରମ୍ଭରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। 
ଗ୍ରାମବାସୀ ମାନେ ଚାଷ ଜମିକୁ ଆସିଥିବା ବେଳେ ଏକ ଭଙ୍ଗା ତାଳ ଗଛ ତଳେ ତିନୋଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ। ଆଉ ଏମିତି ପକ୍ଷୀ ଆଗରୁ କେହି କେବେ ଦେଖିନଥିବା ବେଳେ ପ୍ରଥମ ଥର ଦେଖିବାକୁ ମିଳିଛି।
ତେବେ ଏହି ପକ୍ଷୀ ତିନୋଟି ଗରୁଡ ପକ୍ଷୀ ଭଳି ଦେଖା ଯାଉଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ଜଗନ୍ନାଥଙ୍କ ମହିମା ଭାବି ଜୟ ଜଗନ୍ନାଥ ନାରା ଦେଇଛନ୍ତି। ତେବେ ବନ୍ଧୁଗଣ ଆଉ କେତେକ ଲୋକ ଏହାକୁ ମାଳିକା ସହ ଯୋଡ଼ି ଦେଖୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.