Movie prime

ଆସିଗଲା କଳିଯୁଗର ଶେଷ ସମୟ ଦେଖନ୍ତୁ ହୀରାକୁଦରେ ଖେଳୁଛି ଜଳପରୀ! ଶୀଘ୍ର ହେବ ବିନାଶ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଳପରି ଏହା ଏପରି ଏକ ଶବ୍ଦ ଯାହା ଶୁଣିଲା ପରେ ସମସ୍ତଙ୍କ ମନରେ ଉଛୁକତା ଆସିଥାଏ ଏହି ଜଳପରୀକୁ ଆପଣମାନେ କେବେ ନା କେବେ ସିନେମାରେ କିମ୍ବା କାର୍ଟୁନରେ ଦେଖିଥିବେ ଅଥବା କୌଣସି କାହାଣୀରେ ଶୁଣିଥିବେ।
Special report
ଜଳପରୀର ଅସ୍ତିତ୍ୱକୁ ନେଇ ବହୁତ କିଛି ମତ ଶୁଣିବାକୁ ମିଳିଥାଏ। କେତେକ ଲୋକ ମାନିଥାଆନ୍ତି ଜଳପରୀ ଦୁନିଆରେ ଅଛନ୍ତି, ଆଉ କେତେକ ମାନିଥାଆନ୍ତି ଜଳପରୀ ଦୁନିଆରେ ନାହାଁନ୍ତି। 
ଏହା ସବୁ କେବଳ କଳ୍ପନା ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଳପରୀ ଥିବା ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଓଡ଼ିଶାର ହୀରାକୁଦକୁ ଭାସି ଆସିଛି ଜଳପରି ସତ ହେଲା ମାଳିକା ବର୍ଣ୍ଣିତ ଭବିଷ୍ୟବାଣୀ ହୀରାକୁଦ ଜଳରେ ଛଟପଟ ହୋଇ ବୁଲୁଛି
Special report
 ଜଳପରି ଜଳପରୀକୁ ନେଇ ଭୟଭୀତ ହେଲେଣି ସ୍ଥାନୀୟ ଲୋକେ। ବନ୍ଧୁଗଣ କଳିଯୁଗର ଆୟୁଷ ବୋଧେ ସରି ସାରି ଯାଉଛି ଆଉ ସତ ପ୍ରମାଣିତ କରି ହୀରାକୁଦ ଜଳ ଭଣ୍ଡାରରେ ଏବେ ଏକ ଜଳପରି ଦେଖା ଦେଇଛି। 
ଖାଲି ଦେଖାଦେଇ ନାହିଁ ଏହି ଜଳପରୀ କାହାକୁ ଖୋଜିବା ପରେ ପାଣି ଭିତରେ ଘୁରି ବୁଲୁଚି। ଯାହାକୁ ଦେଖି ସ୍ଥାନୀୟ ବାସୀ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି।
Special report
କଳିଯୁଗ ଶେଷ ହେବାର ସଙ୍କେତ ମିଳି ସାରିଛି ବୋଲି ଅନେକ ଲୋକ ଆଲୋଚନା କରୁଛନ୍ତି। କାରଣ ଜଳପରୀକୁ ଆଗରୁ କେହି କେବେ ଦେଖି ନଥିଲେ ମଧ୍ୟ ଆଗକୁ ଦିନେନା ଦିନେ ଜଳପରୀ ଦେଖାଯିବ ବୋଲି ମାଳିକାରେ ବର୍ଣ୍ଣିତ ରହିଛି। 
ତେବେ ଏବେ ସତ୍ୟ ହୋଇଛି ମାଳିକାର କାହାଣୀ ଆଉ ସତ ହେଲା ମାଳିକାର ଭବିଷ୍ୟ ବାଣୀ ଆଉ ଏବେ ଓଡିଶା ସମେତ ସାରା ମାନବ ଜାତି ପାଇଁ ମହା ବିପଦ ମାଡ଼ି ଆସୁଛି ବୋଲି ଜଣାପଡ଼ିଛି।
ତେବେ ସେହି ଜଳପରୀ ଓଡିଶା ମାଟିରେ ଯେତିକି ସମୟ ରହିବ ଓଡିଶା ପାଇଁ ସେତିକି ବିପଦ ହେବ ବୋଲି ଜଣା ପଡ଼ିଛି। ତେଣୁ ସେହି ଜଳପରୀ ଓଡିଶା ଛାଡ଼ି ଚାଲିଯାଉ ବୋଲି ଓଡିଶା ବାସୀ ପ୍ରାର୍ଥନା କରୁଛନ୍ତି।