Movie prime

କଳିଯୁଗରେ ନାରୀ ମାନଙ୍କ ଚରିତ୍ର କିଛି ହେବ ଏମିତି ଦେଖନ୍ତୁ ମିଳିଲା ପ୍ରମାଣ - Devotional

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବିଷୟରେ ନିଶ୍ଚୟ ଜାଣିଥିବେ। ଅଚ୍ୟୁତାନନ୍ଦ ମହାପୁରୁଷ ୬୦୦ ବର୍ଷ ତଳେ ଲେଖିଥିଲେ ନାରୀର ଚରିତ୍ର ବଦଳିଯିବ। ବନ୍ଧୁଗଣ ୬୦୦ ବର୍ଷ ତଳେ ଅଚ୍ୟୁତା ନନ୍ଦ ମହାପୁରୁଷ କହିଥିଲେ,
Special report
ଏମିତି ଏକ ସମୟ ଆସିବ ନାରୀମାନେ ନିଜ କେସ ଖୋଲି ବଜାରରେ ବୁଲିବେ। ନାରୀମାନେ ପୋଷାକ ପିନ୍ଧିବେ ନାଭି ଦେଖାଇ ଓ ଉତ୍ତର ଦେବେ ଗୁରୁଜନଙ୍କ ମୁହଁରେ। ମହାପୁରୁଷ ଅଚ୍ୟୁତା ନନ୍ଦ ଯାହା ଲେଖିଥିଲେ ତାହା ଗୋଟେ ପରେ ଗୋଟେ ସତ୍ୟ ହେଉଛି। 
ଦ୍ଵାପର ଯୁଗରେ ଦ୍ରୌପତିଙ୍କ ବସ୍ତ୍ର ହରଣ ହେବାରୁ ମହାଭାରତ ହୋଇଥିଲା ହେଲେ ଆଜି ଯଦି ଗୋଟେ ନାରୀକୁ ଭଲ ବସ୍ତ୍ର ପିନ୍ଧିବାକୁ କହିବ ତା ହେଲେ ମହାଭାରତ ହେବ।
ଏମିତି ସମୟ ଆସିବ ଏହି ସଂସାର ଛିନିଛତ୍ର ହେବା ସହିତ ମଦୁଆ ମାତାଲ୍ ମାନଙ୍କ ସଂଖ୍ୟା ପ୍ରବଳ ବଢିବ। ସରକାର କହିଥିଲେ ରାସ୍ତା କଡ଼ରେ ମଦ ଦୋକାନ ହୋଇପାରିବ ନାହିଁ। କିନ୍ତୁ ଯେଉଁଠି ମଦ ଦୋକାନ ହେବ ସେଇଠିକୁ ରାସ୍ତା ଲମ୍ବି ଯିବା ସାଧାରଣ କଥା ହେଇଗଲାଣି। 
Special report
ଏମିତି ସମୟ ଆସିବ ପିଲା ଜନ୍ମ ହେବା ପରଠାରୁ ମିଛ କହିବ। ଏବଂ ୬୦୦ ବର୍ଷ ପୂର୍ବେ ମହାପୁରୁଷ ଲେଖିଥିଲେ ବାଟ ସବୁ ଅବାଟ ହୋଇଯିବ। ମାଳିକାରେ ଲେଖା ହୋଇଛି, କଳିଯୁଗରେ ସୁନ୍ଦର ଯୁବକ ଦେଖିଲେ ନାରୀ ସ୍ଵାମୀ ଛାଡି ଯିବେ ପଳାଇ।
ଏହି ଘଟଣା ଅନେକ ସ୍ଥାନରେ ଘଟୁଛି ଓ ଆହୁରି ମଧ୍ୟ ଘଟିବ ବନ୍ଧୁଗଣ।ଆଉ ପୁରୁଷ ମାନେ ବେଶ୍ୟାଶକ୍ତ ହେବେ। ଲଜ୍ୟାକୁ ନାରୀ ମାନେ ଭୟ କରିବେ ନାହିଁ। ଆଗରୁ ବସ୍ତ୍ର ପିନ୍ଧା ଯାଉଥିଲା କବାଟ ବନ୍ଦ କରି ଏବେ କିନ୍ତୁ ବସ୍ତ୍ର ପିନ୍ଧା ଯାଉଛି କ୍ୟାମେରା ଆଗରେ। 
ଯାହାକୁ ମୋବାଇଲ୍ ରେ ରେକଡ୍ କରି ଛଡ଼ା ଯାଉଛି ସୋସିଆଲ ମିଡିଆରେ। ଲାଇକ ଆଉ ସେୟାର ପାଇଁ ନାରୀ ମାନେ ଏତେ ତଳକୁ ଖସି ଯିବେ ତାହା କେବେ କଳ୍ପନା କରାଯାଇ ନଥିଲା।ଏବଂ ଆଗକୁ ଘରେ ଘରେ ନାରୀ ହେବେ ଉଲଗ୍ନ।
ଏମିତି କରିବା ଆଗରୁ ଛୋଟ ଛୁଆ ମାନେ ମୋବାଇଲ୍ ଧରୁଛନ୍ତି ବୋଲି ମହିଳା ମାନେ ଜାଣିବା ନିହାତି ଆବଶ୍ୟକ ଅଛି। ଯେଉଁ ମାନେ ପଇସା କମେଇବା ପାଇଁ ଏଭଳି ରାସ୍ତା ଅବଲମ୍ବନ କରୁଛନ୍ତି ସେମାନେ ଏମିତି କୌଣସି ରାସ୍ତା ବାଛନ୍ତୁ ନାହିଁ। ଯେଉଁଠି ଲୋକଲଜ୍ୟା ହେବାକୁ ପଡିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.