Movie prime

ଅରଖ ଫୁଲରେ କରନ୍ତୁ କେବଳ ଏହି ଗୋଟିଏ ଉପାୟ ଆଉ ଦେଖନ୍ତୁ କେମିତି ଜୀବନରେ ହେବାକୁ ଲାଗୁଛି ଚମତ୍କାର ଉପରେ ଚମତ୍କାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅରଖ ଗଛରେ ଭଗବାନ ଗଣେଶଙ୍କର ବାସ ହୋଇଥାଏ। ଆୟୁର୍ବେଦିକ ଅନୁସାରେ ଏହି ଗଛକୁ ବହୁତ ଉତ୍ତମ ଗଛ ମାନାଯାଏ। ଏହି ଗଛରେ କିଛି ତାନ୍ତ୍ରିକ ଗୁଣ ମଧ୍ୟ ରହିଛି। ଏହି ଗଛର ଚେରକୁ ସଠିକ ଭାବେ ବ୍ୟବହାର କରାଯାଏ।
Special Report
ଏହା କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଯିବ ଓ ସମସ୍ତ ଚିନ୍ତରୁ ମୁକ୍ତି ମିଳିବ। ଧନ ଆସିବାର ମଧ୍ୟ ମାର୍ଗ ଖୋଲିଯିବ। ଯଦି ଆପଣଙ୍କ ଘରେ ସବୁ ସମୟରେ କଳହ ସୃଷ୍ଟି ହେଉଛି ବା କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ପଡୁଛି। 
ଯେଉଁଠାରେ ଏହି ଅରଖ ଗଛ ଦେଖିବେ ତାକୁ ଉପାଡି ଆଣନ୍ତୁ ଓ ଏହି ଗଛର ଚେରକୁ ଏକ ଲାଲ କପଡାରେ ବାନ୍ଧି ଘରର ବାହାରେ ବାନ୍ଧି ଦିଅନ୍ତୁ। ଏହା କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ ଓ ସବୁ କଳହରୁ ମୁକ୍ତି ମିଳିବ।
Special Report
ଯଦି ଆପଣଙ୍କୁ କୌଣସି ନୂତନ ବ୍ୟବସାୟ କରିବାକୁ ଯାଉଛନ୍ତି ବା ଧନ ଉପାର୍ଜନ କରୁଛନ୍ତି କିନ୍ତୁ ସଫଳ ହେଉନାହାଁନ୍ତି। ବୁଧବାର ଦିନ ଅରଖ ଗଛକୁ ଆଣି ଏକ ହଳଦିଆ କୁଣ୍ଡରେ ପୋତି ଘରେ ରଖନ୍ତୁ। ଏହି ପରି ୧୧ଟି ବୁଧବାର କରିବାକୁ ହେବ। 
ଏହା କରିବା ଦ୍ଵାରା ଆର୍ଥିକ ସମସ୍ଯା ରହିବ ନାହିଁ। କୌଣସିବି କାର୍ଯ୍ୟ କରିବେ ସେଥିରେ ସଫଳ ହେବେ। ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ଧନର ଅଭାବ ରହିବ ନାହିଁ। ନୂତନ ବ୍ୟାପାରରେ ଉନ୍ନତି କରିବେ।
Special report
ଏବଂ ପାଇଷକୁ ଯଦି ଆପଣ କେଉଁଠାରେ ଲଗାଉଛନ୍ତି ତାର ଦୁଇଗୁଣା ଫଳ ପ୍ରାପ୍ତି ହେବ। ସୋମବାର ଦିନ କୌଣସି ଶିବ ମନ୍ଦିର ଯାଇ ଅରଖ ଫୁଲକୁ ଶିବଙ୍କୁ ସମର୍ପଣ କରି ଏକ ଲୋଟା ଜଳ ଢାଳନ୍ତୁ। ଏହା କରିବା ଦ୍ଵାରା ଭଗବାନ ଶିବ ବହୁତ ସନ୍ତୁଷ୍ଟ ହୋଇଥାନ୍ତି। 
ଆଉ ସବୁ ମନସ୍କାମନା ପୂର୍ଣ କରିଥାନ୍ତି। ନବଗ୍ରହ ଆପଣଙ୍କ ସାଥ ଦେଇଥାନ୍ତି। ସବୁ ସମସ୍ଯା ଦୂର ହୋଇଥାଏ। ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ। ସବୁ ଦୁଃଖ କଷ୍ଟ ଦୂର ହୋଇଯିବ।
ଯଦି କୌଣସି ବ୍ୟକ୍ତି ରୋଗରେ ବହୁତ ଦିନଯାଏଁ ପଡି ରହିଛନ୍ତି ତ ଏହି ଅରଖ ଗଛର ଗୋଟିଏ ଡାଳ ନେଇ ସେହି ବ୍ୟକ୍ତିଙ୍କ ମୁଣ୍ଡ ଚାରିପାଖରେ ସାତଥର ବୁଲାଇ କୌଣସି ପାଖ ନଇରେ ପକାଇ ଦିଅନ୍ତୁ। ଏହା କରିବା ଦ୍ଵାରା ସମସ୍ତ ରୋଗରୁ ମୁକ୍ତି ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.