Movie prime

ମାତ୍ର ୧୦୦୦୦ ଟଙ୍କାରେ କେଦାରନାଥ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ଦେଖନ୍ତୁ କେମିତି କରିବେ

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଖବର ଦେଖିଲେ ଯେ କେହିବି ଅନେକ କଥା ଜାଣିପାରିବ । 
ଲୋକମାନେ ଅନେକ ପ୍ରକାରର ତୀର୍ଥ ସ୍ଥଳ ବିଷୟରେ ଜାଣିଥିବେ । ଆଉ ଅନେକ ଲୋକ ମଧ୍ୟ ତୀର୍ଥ ସ୍ଥାନକୁ ଯାଇଥାନ୍ତି । ଏବେ କେଦାରନାଥ ମହାଦେବଙ୍କ ମନ୍ଦିରକୁ ନେଇ ଚର୍ଚ୍ଚା ହେଉଛି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି କେଦାରନାଥ ଧାମ ବିଷୟରେ ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଭୁବନେଶ୍ୱର ରୁ କେଦାରନାଥ ଯାଉଥିବା କିଛି ବ୍ୟକ୍ତିଙ୍କ ବିଷୟରେ ଜାଣିପାରିବେ । ଆଉ ସବୁ ପ୍ରକାରର ଖବର ଜାଣିପାରିବେ । 
ପ୍ରଥମେ ଭୁବନେଶ୍ଵରରରୁ ହରିଦ୍ଵାର ପର୍ଯ୍ୟନ୍ତ ଟ୍ରେନ ଟିକେଟ କରି ସେମାନେ ଯାଇଥିଲେ । ଚାରିଜଣ ଲୋକ ଏକାଠି ହୋଇ କେଦାରନାଥ ଟୁରକୁ ଯାଇଥିଲେ । ଆଉ ସେମାନେ ଟ୍ରେନରେ ବସିବା ପାଇଁ ଟ୍ରେନ ଆସିବାକୁ ଅପେକ୍ଷା କରିଥିଲେ ।
ସେମାନେ ପ୍ରଥମେ ହରିଦ୍ଵାର ଯାଇଥିଲେ । ଆଉ ସେଠାରେ ସେମାନେ ପହଞ୍ଚି ଥିଲେ । ଏହାପରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଆଉ ସେମାନେ ସେଠାରେ ପହଞ୍ଚି ବହୁତ ମଜା କରିଥିଲେ । 
ଏହାପରେ ସେମାନେ ଋଷିକେଶ ଯିବାକୁ ବାହାରିଥିଲେ । ଆଉ ଋଷିକେଶ ଠାରୁ କେଦାରନାଥ ଯିବାକୁ ବସ୍ ଅଛି । କେଦାରନାଥ ଦର୍ଶନୀୟ ସ୍ଥାନରେ ଗଧମାନଙ୍କର ସଂଖ୍ୟା ଅଧିକ ।
ଆଉ ସେମାନେ ଧୀରେ ଧୀରେ କେଦାରନାଥ ଆଡ଼କୁ ଯାତ୍ରା କରିଲେ । ଆଉ ଏହି ଭିଡିଓ ଦେଖିଲେ ଆପଣମାନେ ସେମାନଙ୍କର ସମ୍ପୂର୍ଣ୍ଣ ଯାତ୍ରା, ଯେଉଁଥିରେ କେମିତି ଗଲେ କଣ କରିଲେ ଆଉ ସେଠାରେ କିପରି ରହିଲେ ସେହି ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ବହୁତ ପରିମାଣରେ ଭାଇରାଲ ହେଉଛି ।