Movie prime

କେମିତି ଗଲା ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପ୍ରାଣବାୟୁ ଦେଖନ୍ତୁ ମହାଭାରତର ଅନ୍ତିମ ସତ ଏହି ଯୋ-ଦ୍ଧା ନେଇଥିଲେ ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ମହାଭାରତ ବିଷୟରେ ଆସୁଥିବା ଖବର ତ ଆପଣମାନେ ଜାଣିଥିବେ । ମହାଭାରତ କୌରବ ଆଉ ପାଣ୍ଡବ ମଧ୍ୟରେ ହୋଇଥିଲା । ଆଉ ଏହି ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରିଥିଲେ । ଏହି ଯୁଦ୍ଧ ଭୟଙ୍କର ରୁପ ମଧ୍ୟ ନେଇଥିଲା । ଏହି ଯୁଦ୍ଧରେ ଅନେକ ଲୋକ ପ୍ରାଣ ହରାଇଥିଲେ ।
Special report
ମହାଭାରତ ଯୁଦ୍ଧ ମଧ୍ୟରେ ଆପଣମାନେ ଜାଣିଥିବେ କି ଭଗବାନ ଶ୍ରୀକୃଷ୍ଣ ଆଘାତ ହୋଇଥିଲେ । କୌରବମାନଙ୍କ ପାଖରେ ଅନେକ ବଳଶାଳୀ ଯୋଦ୍ଧା ଥାଇ ମଧ୍ୟ ସେମାନେ ଏହି ଯୁଦ୍ଧ ହାରି ଯାଇଥିଲେ । ଦୁର୍ଯ୍ୟୋଧନ ତିନୋଟି ଭୁଲ କରିଥିଲେ ଆଉ ଏହି ଭୁଲ କାରଣରୁ ସେମାନେ ଏହି ଯୁଦ୍ଧ ହାରି ଯାଇଥିଲେ ।
ଏହି ଯୁଦ୍ଧ ହେବା ପୂର୍ବରୁ ଭଗବାନ କୃଷ୍ଣ ଅର୍ଜୁନ ଏବଂ ଦୁର୍ଯ୍ୟୋଧନଙ୍କୁ ଦୁଇଟି ବିକଳ୍ପ ଦେଇଥିଲେ । କେହି ଜଣେ ଭଗବାନ କୃଷ୍ଣଙ୍କୁ ବାଛିବେ ଏବଂ ଆଉ କେହି ତାଙ୍କ ନାରାୟଣୀ ସେନାଙ୍କୁ ବାଛିବେ ଯାହା କେବେବି ହାରି ନଥିଲେ । ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଥିଲେ ଆଉ ଦୁର୍ଯ୍ୟୋଧନ ନାରାୟଣୀ ସେନାଙ୍କୁ ବାଛିଥିଲେ । 
Special report
ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ୧୨ଟି ତୀର ଲାଗିଥିଲା । ଭଗବାନ କୃଷ୍ଣଙ୍କୁ ଏହି ତୀର ମାରିଥିଲେ କର୍ଣ୍ଣ । ମହାଭାରତ ଯୁଦ୍ଧର ୧୭ ଦିନ ଏହି ଯୁଦ୍ଧ ହୋଇଥିଲା । ଆଉ ଏହି ଯୁଦ୍ଧରେ ଭଗବାନ କୃଷ୍ଣ ଏବଂ ଯୋଦ୍ଧା କର୍ଣ୍ଣଙ୍କ ମଧ୍ୟରେ ହୋଇଥିଲା । ମୁଖ୍ୟ ଯୋଦ୍ଧା ଅଶ୍ୱସେନ ଅର୍ଜୁନଙ୍କୁ ମାରିବାକୁ ଚାହୁଁଥିଲେ ।
ତାଙ୍କର ପୂର୍ବରୁ ଶତ୍ରୁତା ଥିଲା । ଏହି ଯୁଦ୍ଧରେ ଯୋଦ୍ଧା ଅଶ୍ୱସେନ ଅର୍ଜୁନଙ୍କୁ ମାରିବାକୁ ଅଲଗା ଏକ ରୂପ ନେଇଥିଲେ ଆଉ ଏହା ଅର୍ଜୁନ ଜାଣିପାରିଲେ ନାହିଁ । ଆଉ ସେହି ଯୋଦ୍ଧା ଯେତେବେଳେ ଅର୍ଜୁନଙ୍କୁ ମାରିବା ପାଇଁ ତୀର ଛାଡିଲେ ସେତେବେଳେ ଭଗବାନ କୃଷ୍ଣ ତାଙ୍କୁ ଚିହ୍ନି ପାରିଲେ ଆଉ ସେ ଏହି ଯୋଦ୍ଧା ଜଣଙ୍କର ରଥକୁ ଗଡ଼ାଇ ଦେଲେ । 
Special report
ଆଉ ଅର୍ଜୁନଙ୍କ ମୁକୁଟରେ ଏହି ତୀର ବାଜି ଯାଇଥିଲା । ଏହାପରେ କର୍ଣ୍ଣ ଯେତେବେଳେ ଅର୍ଜୁନଙ୍କ ଉପରକୁ ତୀର ଛାଡିଥିଲେ ସେତେବେଳେ ଭଗବାନ କୃଷ୍ଣ ତାଙ୍କ ଢାଲ ହୋଇ ତାଙ୍କୁ ରକ୍ଷା କରିଥିଲେ । ଏହାପରେ ବାର ଘାତକ ବାଣ ଭଗବାନ ଶ୍ରୀକୃଷ୍ଣଙ୍କ ଦେହରେ ବାଜିଥିଲା ।
ସେ ସ୍ଵୟଂ ପୀଡା ସହି ଅର୍ଜୁନଙ୍କୁ ବଞ୍ଚାଇଥିଲେ । ଦୁର୍ଯ୍ୟୋଧନ କରିଥିବା ତିନିଟି ଭୁଲ ହେଉଛି, ସେ ନାରାୟଣଙ୍କୁ ବାଛିବା ବଦଳରେ ନାରାୟଣ ସେନାକୁ ବାଛିଥିଲେ ।
ତାଙ୍କ ମାଆ ଯେତେବେଳେ ତାଙ୍କୁ ଶକ୍ତି ସେବାକୁ କହିଥିଲେ ସେ ସେତେବେଳେ ପତ୍ର ପିନ୍ଧିଥିଲେ । ଆଉ ଶେଷ ଭୁଲ ହେଉଛି ସେ ଯୁଦ୍ଧରେ ପ୍ରଥମେ ଯିବା କଥା । ଅଧର୍ମ ବ୍ୟବହାର ଏବଂ କୂଳ ବଧୂଙ୍କ ବସ୍ତ୍ର ହରଣ ପାଇଁ ଦୁର୍ଯ୍ୟୋଧନ ପରାଜିତ ହୋଇଥିଲେ ।