Movie prime

ଦୁ-ର୍ଘଟଣା ଉପରେ ଦୁର୍ଘଟଣା କଣ କହୁଛି ମାଳିକା ବଚ୍ଚନ ଥରେ ଜାଣି ନିଅନ୍ତୁ ନହେଲେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ମାଳିକାରେ କଣ ସବୁ ଲେଖା ହୋଇଛି ସେହି ବିଷୟରେ ଆପଣମାନେ ଜାଣିପାରିବେ । ମାଳିକା ବଚନ ସତ ହୋଇଥାଏ । ମାଳିକାରେ ଯାହା ଲେଖା ହୁଏ ତାହା ସତ ହୋଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣ ମାଳିକାରେ କଣ ଲେଖା ହୋଇଛି ସେହି କଥା ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଅନେକ ଖବର ।
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ମାଳିକା ବିଶେଷଜ୍ଞ ଏହି ଭିଡିଓରେ ଅନେକ କଥା କହିଛନ୍ତି । ଆପଣମାନେ ସମସ୍ତେ ତ ଟ୍ରେନ ଦୁର୍ଘଟଣା ବିଷୟରେ ଜାଣିଥିବେ । ଶନି, ରାହୁ ଏବଂ କେତୁ ହେଉଛି ପାପ ଗ୍ରହ । ମୀନ ରାଶି ହେଉଛି ବୃହସ୍ପତିଙ୍କ ରାଶି । 
ଏହି ୧୨ ଟି ରାଶିରେ ଗୋଟିଏ ପୃଥିବୀ । ସାରା ପୃଥିବୀ ହେଉଛି ଗୋଟିଏ କୂର୍ମ । ଏହି ରାଶିରେ ଏହି ନକ୍ଷତ୍ର ଅଛି । ବିଷୁବ ରେଖା ହେଉଛି ଆମ ପୃଥିବୀର ମୁଖ୍ୟ ଗାର । ଦ୍ରାଘିମା ଅନୁସାରେ ସୂର୍ଯ୍ୟୋଦୟ ହୋଇଥାଏ ।
ଗୋଟିଏ ଦ୍ରାଘିମା ରୁ ଆଉ ଏକ ଦ୍ରାଘିମାର ଦୂରତା ହେଉଛି ୬୦୦ ମାଇଲ । ଆମର ନିଶ୍ବାସ ହେଉଛି ୨୧୬୦୦ । ୨୧୬୦୦ ମାଇଲ ପୃଥିବୀ ତାର ନିଜ କକ୍ଷରେ ବୁଲୁଛି । ଶରୀର ଜ୍ଞାନରୁ ଏହି ପୃଥିବୀ ନକ୍ଷତ୍ର ସବୁକିଛି ଚାଲିଛି । ଏହି ଭିଡିଓରେ ଆହୁରି ଜ୍ଞାନ ଦିଆଯାଇଛି । 
ପୃଥିବୀ ତାର ନିଜ କକ୍ଷରେ ଥରେ ବୁଲି ଆସିବାକୁ ୩୬୦ ମାଇଲ ଲାଗିଥାଏ । ପୁରାତନ ବହିରେ ଏହିସବୁ କଥା ଲେଖା ହୋଇଛି ବୋଲି ଏହି ସାଧୁ ଜଣକ କହିଛନ୍ତି । ଆଉ ଏହାସହ ସାଧୁ ଜଣକ ଏହି ଦ୍ରାଘିମା ଏବଂ ସବୁ ପ୍ରକାରର କଥାକୁ ନେଇ ଅନେକ କଥା କହିଛନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କଥା ଜାଣିପାରିବେ । ଏହି ପୁରାତନ ମନ୍ଦିର ଗୁଡିକ ହେଉ ବା ସବୁ ମନ୍ଦିର ଦ୍ରାଘିମା ଅନୁଯାୟୀ ତିଆରି ହୋଇଛି । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।