Movie prime

ଭଗବାନ ଆପଣଙ୍କ ସହ ଅଛନ୍ତି କି ? ଜାଣନ୍ତୁ ଏହି କାରଣରୁ ହୋଇଯିବେ ସ୍ପଷ୍ଟ

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଭିଡିଓ ଆପଣମାନେ ପାଇପାରିବେ ।
ଏବେ ଏମିତି କିଛି ଭିଡିଓ ଦେଖିପାରିବା ଯାହା ଦେଖିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଭଗବାନ ଆପଣଙ୍କ ସହିତ ଅଛନ୍ତି ନା ନାହାନ୍ତି । ଏବେ ଏହି ଭିଡିଓ ଦ୍ଵାରା ଆପଣ ଜାଣିପାରିବେ ।
ସୁଖ ଆଉ ଦୁଃଖ ଜୀବନର ଅଂଶ । ଦୁଃଖରେ ରହିଲେ ଲୋକମାନେ ଭାବିଥାନ୍ତି କି ଭଗବାନ ଦୁଃଖ ଶୁଣୁ ନାହାନ୍ତି । ଭଗବାନ କାହାକୁ ଦୁଃଖ ଆଉ କାହାକୁ ସୁଖ ଦିଅନ୍ତି ।
ଯେତେବେଳେ ମଣିଷ ମନରେ ଅଧିକ ଦୁଃଖ ହୋଇଯାଏ ସେତେବେଳେ ମଣିଷ ଭାବେ ସେ ଭଗବାନଙ୍କୁ ଯେଉଁଭଳି ଭାବରେ ସୁଖଦୁଃଖରେ ପୂଜା କରେ ହୁଏତ ଭଗବାନ ତାଙ୍କୁ ସେତିକି ଭଲ ପାଉ ନାହାନ୍ତି । ଭଗବାନ ଆପଣଙ୍କୁ ଭଲ ପାଉଥିଲେ ଆପଣଙ୍କ କାର୍ଯ୍ୟ ସବୁବେଳେ ବିଫଳ ହେବେ ।ଏହା ପ୍ରଥମ ସଂକେତ ।
ଦ୍ଵିତୀୟ ସଂକେତ ହେଉଛି ଆପଣଙ୍କ ଠାରୁ ସମସ୍ତେ ଦୂରେଇ ଯାଆନ୍ତି । ଆଉ ଆପଣ ଏକା ହୋଇ ଯାଇଥାନ୍ତି ।ଆପଣଙ୍କ ସମସ୍ୟାର ସମାଧାନ ମିଳିନଥାଏ । ତୃତୀୟ ସଂକେତ ମଣିଷ ଜୀବନରେ ଦୁଃଖ ଚରମ ସୀମାରେ ରହିଥାଏ ।
ମଣିଷ ସେତେବେଳେ ଭାବୁଥାଏ ଏହା ଠାରୁ ଅଧିକ ଦୁଃଖ ଆଉ କଣ ହେବ । ସାଧୁସନ୍ଥ ମାନେ ତାଙ୍କ ପୂର୍ବବସ୍ଥାରେ ଅନେକ ଦୁଃଖ କଷ୍ଟକୁ ସାମ୍ନା କରିଥାନ୍ତି ।ଆପଣ ଯେତେ ବି କାମରେ ବିଫଳ ହୋଇଛନ୍ତି । ଆଉ ଯେତେ ଅସୁବିଧାରେ ପଡ଼ିଛନ୍ତି । ତାହାର କାରଣ ଖୋଜନ୍ତୁ । 
ମଣିଷ ସବୁ ପ୍ରକାରର କାମକୁ ଖୋଜିବାକୁ ଆରମ୍ଭ କରିଥାଏ । ମଣିଷ ସୁଖ ଦୁଃଖ ସବୁ ପରିସ୍ଥିତିକୁ ସମାନ ଭାବରେ ଦେଖିଥାଏ । ଆଉ ସବୁବେଳେ ସେ ସବୁ ପରିସ୍ଥିତିକୁ ସାମ୍ନା କରିଥାଏ । ସେ କେବେବି ହାରି ଯାଇନଥାଏ । ଭଗବାନ ମଣିଷର ବୁଦ୍ଧି ଆଉ ଧୈର୍ଯ୍ୟକୁ ପରୀକ୍ଷା କରନ୍ତି ।
ଆଉ ମଣିଷକୁ ଦୁଃଖ କଷ୍ଟ ଦେଇଥାନ୍ତି ।ଯାହାଫଳରେ ମଣିଷକୁ ଭାବିବାକୁ ବାଧ୍ୟ କରିଦିଅନ୍ତି କି ଭଗବାନ ତାଙ୍କୁ ଭଲ ପାଆନ୍ତି ନାହିଁ । କିନ୍ତୁ ଭଗବାନ ମଣିଷର ସ୍ଵଭାବ ଆଉ ଧୈର୍ଯ୍ୟକୁ ପରୀକ୍ଷା କରିଥାନ୍ତି । ଆଉ ସେହି ଅନୁସାରେ ତାଙ୍କୁ ଦୁଃଖକଷ୍ଟ ଦେଇଥାନ୍ତି ।ଭଗବାନ ସବୁ ପରିସ୍ଥିତିରେ ସାଥ ରହିଥାନ୍ତି ।