Movie prime

ଲଙ୍କାପତି ରାବଣ ମୃତ ଶରୀର ଅଜିମଧ୍ୟ ଏଠାରେ ଅଛି ସୁରକ୍ଷିତ ଦେଖନ୍ତୁ କେଉଁଠି ଏହି ପବିତ୍ର ସ୍ଥାନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଭଗବାନ ଶ୍ରୀ ରାମ, ଲଙ୍କା ନରେଶ ରାବଣକୁ ବଦ୍ଧ କରି ଦେଇଥିଲେ। ହେଲେ ଆମେ ଆପଣଙ୍କୁ ଏହା ଜଣାଇ ଦେବାକୁ ଚାହୁଁଛୁ କି ରାବଣ ମରି ନାହିଁ।
Special Report
ବରଂ ରାବଣ ଆଜି ମଧ୍ୟ ଏହି ଧରପୃଷ୍ଟ ରେ ଆଜି ମଧ୍ଯ ଜୀବିତ ହୋଇ ରହିଛନ୍ତି। ହେଲେ ଆପଣ ନମାନିଲେ ମଧ୍ୟ ଆଜି ମଧ୍ୟ ରାବଣ ଜୀବିତ ଅବସ୍ଥାରେ ଅଛନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ବାସ୍ତବରେ ରାବଣ କେଉଁଠି ଅଛନ୍ତି।
ମାତା ସୀତା ଙ୍କ ପାଇଁ ରାବଣ ଓ ଶ୍ରୀରାମ ଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଯେଉଁଥିରେ କି ରାବଣ ମରି ଯାଇଥିଲେ। ଶ୍ରୀ ରାମ, ରାବଣ ଙ୍କ ଶବ କୁ ବିବିଷଣ ଙ୍କୁ ଦେଇ ଦେଇଥିଲେ ମାତ୍ର କେହି ଏହା ଜାଣି ନାହାଁନ୍ତି କି
Special Report
ବିବିଷଣ ପ୍ରକୃତରେ ରାବଣ ଙ୍କ ଅନ୍ତିମ ସଂସ୍କାର କରିଛନ୍ତି କି ନାହିଁ। କାହିଁକି ନା କାହାକୁ ବି ରାବଣ ଙ୍କ ଅନ୍ତିମ ସଂସ୍କାର ର ର ପ୍ରମାଣ ମିଳି ପାରି ନାହିଁ। ଏଥିପାଇଁ ସମସ୍ତେ ଜାଣିବାକୁ ଚାହାଁନ୍ତି କି ରାବଣର ଅନ୍ତିମ ସଂସ୍କାର ହୋଇଛି କି ନାହିଁ।
Special Report
ରାବଣର ଶବ ମଧ୍ୟ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ରହିଛି। ଶ୍ରୀଲଙ୍କାର ଜଙ୍ଗଲ ମଧ୍ୟରେ ଏକ ବିଶାଳକାୟ ପାହାଡ଼ ରହିଛି। ଆଉ ସେହି ପାହାଡ଼ ମଧ୍ୟରେ ରାବଣର ଗୁମ୍ଫା ମଧ୍ୟ ରହିଛି। ଏହି ଗୁମ୍ଫା ଖୁବ ଉଚ୍ଚତା ରେ ମଧ୍ୟ ରହିଛି।
କୁହା ଯାଉଛି କି ଏହି ଗୁମ୍ଫା ମଧ୍ୟରେ ରାବଣର ଶବ କୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ରଖା ଯାଇ ଅଛି। ରାବଣ ଜୀବିତ ଥିବା ଅବସ୍ଥାରେ ଏହି ଗୁମ୍ଫା ମଧ୍ୟରେ ହିଁ ପୁଜା ପାଠ ଠାରୁ ଆରମ୍ଭ କରି ସମସ୍ତ କାମ କରୁଥିଲା।
Special Report
ଏହି ଗୁମ୍ଫା ର ଉଚ୍ଚତା ହେଉଛି ୮୦୦୦ ଫୁଟ। ଯେଉଁଥିରେ ରାବଣର ଶବ ରଖା ଯାଇଛି ତାହାର ଲମ୍ବ ମଧ୍ୟ ହେଉଛି ୧୮ ଫୁଟ , ଏହାର ଚଉଡା ମଧ୍ୟ ୧୮ ଫୁଟ। ଏହା ତଳେ ମଧ୍ଯ ରାବଣର ସମସ୍ତ ଖଜଣା ଅଛି ବୋଲି କୁହା ଯାଇଛି ।
ଏହାର ରକ୍ଷା ମଧ୍ଯ ଏକ ଭୟଙ୍କର ନାଗ ଓ ଅନେକ ହିଂସ୍ର ପଶୁ ମାନେ କରି ଥାଆନ୍ତି। ଏହି ଗୁମ୍ଫାରେ ଭୟଙ୍କର ଜୀବଜନ୍ତୁ ଅଛନ୍ତି ବୋଲି ଆଜି ପର୍ଯ୍ୟନ୍ତ ସେହି ଗୁମ୍ଫା ରେ କେହି ପହଞ୍ଚି ପାରି ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.