Movie prime

ଲଣ୍ଡନରୁ ଆସିବ ପ୍ରଭୁ ଜଗନ୍ନାଥଙ୍କ କୋହିନୂର ହୀରା ! ଦେଖନ୍ତୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଅନେକ କଥା ଜାଣିଥିବେ ।
Special report
ଇଂରେଜମାନେ ଯେତେବେଳେ ଆମ ଭାରତକୁ ଆସିଥିଲେ ସେତେବେଳେ ସେ ଆମ ଭାରତରୁ ଅନେକ ଜିନିଷ ଚୋରି କରି ନେଇ ଯାଇଥିଲେ । କୋହିନୁର୍ ହୀରା ବିଷୟରେ ତ ଆପଣମାନେ ଅନେକ ଖବର ଜାଣିଥିବେ ।
ଏହି କୋହିନୂର ହୀରା ଏବେ ଇଂଲଣ୍ଡରେ ଅଛି । ଏବେ ଖବର ଆସିଛି କି ପ୍ରଭୁ ଜଗନ୍ନାଥଙ୍କ ପାଖକୁ କୋହିନୂର୍ ହୀରା ଫେରି ଆସିବ । ଭାରତକୁ କୋହିନୁର ହୀରା ଫେରାଇବା ପାଇଁ ଏବେ ଖୋଦ୍ ଇଂଲଣ୍ଡ ଦାବି କରୁଛି ।
Special report
ଭାରତରୁ ଇଂରେଜମାନେ ଯେଉଁସବୁ ସମ୍ପତ୍ତି ନେଇଥିଲେ ତାହା ଫେରିବ । ଆମ ଓଡ଼ିଶା ନୁହେଁ ଏହା ଆମ ଭାରତ ପାଇଁ ଏକ ଖୁସି ଖବର । ଏହି କୋହିନୂର୍ ହୀରା ପଞ୍ଜାବର ରାଜା ରଣଜିତ୍ ସିଂ ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେବା ପାଇଁ ଲେଖି ଦେଇ ଯାଇଥିଲେ ।
Special report
ଏହି କୋହିନୂର୍ ହୀରାକୁ ସେତେବେଳେ ଇଂରେଜମାନେ ଶାସନ କରୁଥିଲେ ଆଉ ଛଳରେ ଏହି ହୀରା ନେଇ ଯାଇଥିଲେ । ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ ହୀରା । ଏବେ ଏହା ଆମ ପ୍ରଭୁଙ୍କ ପାଖକୁ ଫେରି ଆସିବ । ଏହି ମୂଲ୍ୟବାନ ହୀରା ଏବେ ମହାପ୍ରଭୁଙ୍କ ମଥାରେ ଶୋଭା ପାଇବ ।
ଏହି କୋହିନୂର୍ ହୀରା ଏତେ ଦାମୀ ଯେ ଗୋଟେ ଦେଶ ବିକ୍ରି କରିଲେ ମଧ୍ଯ ସେତିକି ଟଙ୍କା ହେବ ନାହିଁ । ଆଉ ଏହି ହୀରା ସବୁ ହୀରା ଭିତରୁ ବହୁତ ମୂଲ୍ୟବାନ ଅଟେ । ଇଂଲଣ୍ଡର ରାଣୀମାନେ ତାଙ୍କ ମୁକୁଟରେ ଏହି କୋହିନୂର୍ ହୀରାକୁ ପରିଧାନ କରିଥାନ୍ତି ।
Special report
ଯାହାକୁ ନେଇ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କ ମୃ-ତ୍ୟୁ ପରେ ଏହି କୋହିନୂର୍ ହୀରା ଭାରତ ଫେରିବ ବୋଲି ସୂଚନା ମିଳିଛି । ବିଶ୍ବର ଏହି ହୀରା ଏବେ ମହାପ୍ରଭୁଙ୍କ ପାଖକୁ ଆସିବାକୁ ଯାଉଛି । ଏହି ହୀରା ଭାରତର ବୋଲି ଅନେକ ଦାବି କରାଯାଇଥିଲା ।
ଆଉ ଏଥିରେ ସଫଳ ବି ହୋଇଥିଲେ । ଏହାସହ ବ୍ରିଟେନରେ ଅନେକ ଜିନିଷ ଅଛି ଯାହା ଭାରତର ଆଉ ସେସବୁକୁ ଭାରତକୁ ଫେରାଇ ଆଣିବା ପାଇଁ ଅନେକ କଥା ଚାଲିଛି । ଏବେ ଏହି କୋହିନୂର୍ ହୀରା ଭାରତକୁ ଆସିବ ବୋଲି ସୂଚନା ମିଳିଛି ।