Movie prime

ମା ବିରଜାଙ୍କ ଏହି ଅଲୌକିକ ଘଟଣା ସମ୍ପର୍କରେ ଜାଣି ନଥିବେ ଅନେକ ଓଡ଼ିଶାବାସୀ ଆଜି ଜାଣି ନିଅନ୍ତୁ ମାଙ୍କ ଏହି ଚମତ୍କାରୀ ରହସ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଳିକା ବଚନରେ ଭୟର ଅର୍ଥ ହେଉଛି କୌଣସି ଏକ ବିପଦ ଆସିଲେ ତାଠୁ ଦୂରେଇ ରହିବା ହେଉଛି ଭୟ। ଦ୍ରପ ହେଉଛି ଡାକ ଭୟର ଡାକ। ସାରା ପୃଥିବୀରେ କୋରନାର ଆରମ୍ଭ ହେବାରୁ ଭୟର ଡାକ ହେଇଥିଲା।
Special report
ପୃଥିବୀରେ ପରିବର୍ତ୍ତନର ସମୟ ଆସିଛି ଯେଉଁଥିରେ କି ଯୁଦ୍ଧରେ ଅତ୍ୟଧିକ ଲୋକ ମରିବେ। ଯାହାଫଳରେ ଅନେକ କ୍ଷୟକ୍ଷତି ହେଇଯିବ। କୋରନା କେବଳ ଲୋକ ମାନଙ୍କୁ ମାରୁଥିଲା କିନ୍ତୁ ନିଜେ ମରୁନଥିଲା।
କିନ୍ତୁ ଯୁଦ୍ଧରେ ଅତ୍ୟଧିକ ଲୋକ ମରିବା ସହିତ ଅନେକ ଜିନିଷ କ୍ଷୟକ୍ଷତି ହେବ। ଯେତେବେଳେ ଋଷିଆ ଯୁଦ୍ଧ ହେଲା ସେତେବେଳେ ନେତା ମାନେ ରହିକି ତାକୁ ପରିଚାଳନ କରୁଛନ୍ତି। ଯୁଦ୍ଧରେ ୟୁରୋପ ରାଷ୍ଟ୍ର ଆମେରିକା ଆଦି ସମସ୍ତେ ସାମିଲ ହେଇଥିଲେ।
Special report
ଯାହାଫଳରେ ପୃଥିବୀରେ ଯେଉଁ ଦେଶ ଅଛି ଏହା ଦୁଇ ଭାଗରେ ବିଭକ୍ତ ହେବ। କୌଣସି ଦେବଦେବୀ ଯେତେବେଳେ ପୃଥିବୀକୁ ଆସିନଥିଲେ ସେତେବେଳେ ନିଆଁରୁ ଆବିର୍ଭାବ ହୋଇଥିଲେ ଏହି ବିରଜା ଠାକୁର।
ବିରାଜ ମନ୍ଦିରକୁ ନାଭି କ୍ଷେତ୍ର ମଧ୍ୟ କୁହାଯାଏ। ନାଭି ବାୟୁର ଗଙ୍ଗା, ବୈତରଣୀ, ଯମୁନା, ସରସ୍ଵତୀ ସହିତ ସମନ୍ଵୟ ଅଛି। ବିରାଜ ହେଉଛି କ୍ଷେତ୍ର ଆଉ ଉତ୍କଳର ନାଭି ଦେଶ ହେଉଛି ବିରାଜ ମନ୍ଦିର।
Special Report
ପୃଥିବୀର କୌଣସି ଦେବଦେବୀ ଯେତେବେଳେ ଆସିନଥିଲେ ସେହି ସମୟରେ ବିରଜାଙ୍କୁ ଆଦିମାତା ବୋଲି କୁହାଯାଏ। ସଂସାରରେ ଆଉ କାହାକୁ ଆଦି ମାତା ବୋକୁ କୁହାଯାଏ ନାହିଁ। ବିରାଜ ବ୍ରହ୍ମାଙ୍କ ଅଗ୍ନି କୁଣ୍ଡରୁ ଆବିର୍ଭାବ ହୋଇଥିଲେ।
ଯଜ୍ଞବରାହା, ବିଶ୍ଵାବସୁ ଏହି ଦୁଇଜଣ ଦେବତା ମଧ୍ୟ ଅଗ୍ନି କୁଣ୍ଡରୁ ପ୍ରକଟ ହୋଇଥିଲେ। ବିରାଜ ହେଇଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ଜନନୀ ତାଙ୍କ ଉପରେ ସଂସାରରେ ଆଉ କିଛିନାହିଁ। ନାଭିକ୍ଷତ୍ରେ ଗଦାକ୍ଷତ୍ରେ,ଶଙ୍ଖକ୍ଷତ୍ରେ ବିଭିନ୍ନ ନାମରେ ନାମିତ ହେଇଛନ୍ତି ବିରଜା।
ବିରାଜ ହେଉଛନ୍ତି ଆଦିଶକ୍ତି, ମହାଶକ୍ତି ତାଙ୍କ ଇଙ୍ଗିତରେ ସବୁ ସୃଷ୍ଟି ହେଉଛି। ବିରାଜ ହେଉଛନ୍ତି ପ୍ରାଣକର୍ତ୍ତା। ବିରାଜ ମନ୍ଦିରର ନନା ଧନଞ୍ଜୟ ପାଣି କହିଛନ୍ତି ଏହି ସବୁକଥା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.