Movie prime

କ୍ୟାମେରାରେ ରେକର୍ଡ ହେଲା ମା କାଳୀଙ୍କ ଭୟଙ୍କର ଦୃଶ୍ୟ ଦେଖନ୍ତୁ ଏହି ବିରଳ ଦୃଶ୍ୟ ଏହାକୁ ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ୟ୍ଯ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ ।
Special report
ଲୋକମାନେ ସବୁବେଳେ ସବୁ ପ୍ରକାରର, ସବୁ ଅଞ୍ଚଳର ଏବଂ ବିଭିନ୍ନ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ପାଇଥାନ୍ତି । ଆଉ ଏବେ ଏହି ଭିଡିଓ ଦ୍ଵାରା ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣି ଅନେକ କିଛି ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ମାଆଙ୍କ ଅର୍ଥାତ୍ ଦେବୀ ମାଙ୍କ ବିଷୟରେ ଅନେକ କଥା ଜାଣିଥିବେ । ଆଉ ନବରାତ୍ରୀ ଦିନ ମାଙ୍କୁ ଦର୍ଶନ କରିବା ପାଇଁ ଅନେକ ଲୋକ ଆସିଥାନ୍ତି । ଭକ୍ତମାନଙ୍କର ଭିଡ ଜମିଥାଏ । ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ଆସି ଥାଆନ୍ତି ଆଉ ଲୋକମାନେ ମାଙ୍କ ଦର୍ଶନ ପାଇ ଖୁସି ହୋଇଥାନ୍ତି ।
Special report
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଖବର ହେଉଛି କି କ୍ୟାମେରାରେ ମାଙ୍କ ଭୟଙ୍କର ରୂପ ରେକର୍ଡ ହୋଇଛି ।
ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ମାଆ ଜଣେ ବ୍ୟକ୍ତିଙ୍କ ଶରୀରରେ ଆସିଛନ୍ତି ଆଉ ଏଭଳି ଘଟଣା ବି ଆପଣମାନେ ଆଗରୁ ଶୁଣିଥିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଏହି ଭିଡ଼ିଓକୁ ନେଇ ଏବେ ଲୋକମାନେ ଦେଖୁଛନ୍ତି ।
Special report
ମାଆଙ୍କର ଭୟଙ୍କର ରୂପ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ସବୁକିଛି ରେକର୍ଡ କରାଯାଇଛି । ଆଉ ଭକ୍ତମାନଙ୍କର ଭିଡ ବି ଦେଖିବାକୁ ମିଳୁଛି । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ମାଆ ଜଣେ ବ୍ୟକ୍ତିଙ୍କ ଶରୀରରେ ଆସିଛନ୍ତି ଆଉ ସେ ଅନେକ ପ୍ରକାରର ନୃତ୍ୟ କରୁଛନ୍ତି । ମାଆଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମି ଥିଲା । ସେଠାରେ ବଳି ମଧ୍ୟ ପଡୁଥିଲା । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ଜାଣିପାରିବେ ।
ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଭିଡିଓ ଲୋକମାନଙ୍କ ମନରେ ଅନେକ କଥା ସୃଷ୍ଟି କରିଛି ଆଉ ଅନେକ କଥା ଲୋକମାନଙ୍କୁ ବିଶ୍ବାସ ମଧ୍ୟ କରାଇଛି । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।