Movie prime

ମା ମହା ଲକ୍ଷ୍ମୀଙ୍କ ଏହି ୨୫ ଟି ନୀତି ବାଣୀ ନିହାତି ଭାବେ ଜାଣି ନିଅନ୍ତୁ କେବେ ଧନର ଅଭାବ ହେବନାହିଁ ଦେଖନ୍ତୁ କଣ କରିବେ କଣ ନାହିଁ - Jay Maa Laxmi

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଜୀବନରେ ଏଭଳି କିଛି ନୀତିବାଣୀ ବିଷୟରେ ଜାଣିବା ଉଚିତ୍ ଯାହା ଆପଣଙ୍କ କାମରେ ଲାଗିବ । ଏହି ନୀତିବାଣୀ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Special Report
୧) ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁ ନାହିଁ ତେବେ ପକେଟରେ ବା ପଇସା ରଖିବା ସ୍ଥାନରେ ବେଲ ପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ ।
୨) କେବେବି ବିଛଣା ତଳେ ପଇସା ରଖନ୍ତୁ ନାହିଁ ଏହା ଲକ୍ଷ୍ମୀ ଛଡ଼ାର କାରଣ ଅଟେ । 
୩) ଯଦି ଆପଣ ବାର ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ତାହେଲେ ଘରୁ ବାହାରକୁ ଯିବା ବେଳେ ଆପଣ ଦୁଇ କେରା ସାଙ୍ଗରେ ନେଇକି ଯାଆନ୍ତୁ ।
Special Report
୪) ଖଟ ବା ପଲଙ୍କ ତଳେ ପଇସା ବାକ୍ସ ରଖନ୍ତୁ ନାହିଁ । ଏହା ଅମଙ୍ଗଳ ଅଟେ ।
୫) ଘରୁ ବାହାରକୁ ଗଲା ବେଳେ ମଥାରେ ଟିକେ ଚନ୍ଦନ ଲଗାଇ ଯାଆନ୍ତୁ । ଆପଣଙ୍କର କାମ ଜୟ ହେବ। 
୬) ଛୋଟ ପିଲାଙ୍କ ବିଛଣା ତଳେ ଲୁହା ଏବଂ କଳା ଟିକା ରଖନ୍ତୁ ଏହା ଦ୍ଵାରା ପିଲା ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିବ ନାହିଁ ।
୭) ଖଟ ପଲଙ୍କରେ ଲୁଗା ଶୁଖାଉଥିଲେ କେବେବି ସାୟା, ବ୍ଲାଉଜ ଆଉ ଅନ୍ତଃ ବସ୍ତ୍ରକୁ ଶୁଖାଇବେ ନାହିଁ ।
Special Report
୮) ଘରେ ଆପଣ ଠାକୁର ପୂଜା କରୁଛନ୍ତି ଯଦି ଆପଣ ଯୁଡ଼ିଏ ଶଙ୍ଖ ଠାକୁରଙ୍କ ପାଖରେ ରଖି ପୂଜା କରନ୍ତି ତାହେଲେ ଘରର ବହୁତ ଶୁଭ ହୁଏ ।
୯) ଘର ବନାଇବା ବେଳେ ଚେଷ୍ଟା କରନ୍ତୁ ଘରର କବାଟ ସବୁବେଳେ ବାମ ପାର୍ଶ୍ୱକୁ ଖୋଲିବା ଆବଶ୍ୟକ ।
୧୦) ସର୍ବଦା ଘରର ପୂର୍ବ - ଦକ୍ଷିଣ କୋଣରେ କିମ୍ବା ପୂର୍ବ - ଉତ୍ତର କୋଣରେ ରୋଷେଇ ଘର ବନାଇବା ଉଚିତ୍ । 
Special Report
୧୧) ଘରର ପୂର୍ବ - ଦକ୍ଷିଣ କୋଣଟିକୁ ଅଗ୍ନି କୋଣ କୁହାଯାଏ । ରୋଷେଇ କରିଲେ ଭଲ ହୁଏ । 
୧୨) ଠାକୁର ଘର ସର୍ବଦା ଘର ଭିତରକୁ ଯିବା ବେଳେ ପ୍ରଥମେ ଆସିବା ଆବଶ୍ୟକ । ଏବଂ ଠାକୁର ସର୍ବଦା ପୂର୍ବ ଦିଗକୁ ମୁହଁ ହେବା ଆବଶ୍ୟକ । 
୧୩) ସନ୍ଧ୍ୟା ବେଳେ ଘରର ଦୁଆର ମୁହଁରେ ବସନ୍ତୁ ନାହିଁ । ମାଆ ଲକ୍ଷ୍ମୀଙ୍କର ଗମନାଗମନ ବନ୍ଦ ହୋଇଯିବ ।
୧୪) ଗୋଟିଏ ସିଧା ଲାଇନରେ ଘରର ତିନୋଟି କବାଟ କରିବା ଅନୁଚିତ୍ ।
ଏହିସବୁ ନୀତି ନିୟମ ମାନି ଚଳିଲେ ଆପଣମାନେ ଜୀବନରେ ଉନ୍ନତି କରିବେ । ଏହା ଆପଣଙ୍କୁ ଅନେକ ପ୍ରକାରର ସାହାଯ୍ୟ କରିବ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।