Movie prime

ଦେଖନ୍ତୁ ମା କରୁଛନ୍ତି ଚମତ୍କାର ଦେଖନ୍ତୁ କେମିତି ସ୍ପର୍ଶ ମାତ୍ରକେ ପଙ୍ଗୁ ମଣିଷ ହୋଇ ଉଠୁଛି ଠିଆ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବୃଦ୍ଧା ମହିଳାଙ୍କ ସ୍ପର୍ଶରେ ଘଟୁଛି ବଡ ଚମତ୍କାର। ପଙ୍ଗୁ ବି ଉଠି ଚାଲୁଅଛି ମୁକ ବି କଥା କହୁଛି। ସେହି ସ୍ପର୍ଶ ତିଳେ ପାଇବା ପାଇଁ ଲୋକଙ୍କ ଗହଳି ଜାମୁଛି। ବନ୍ଧୁଗଣ ଜନ୍ମରୁ କଥା କହିପାରୁ ନ ଥିବା ଲୋକ କଥା କହୁଛି।
Special report
ଯିଏ କେବେ ଚାଲିପାରୁ ନ ଥିଲା ସେ ଦୌଡିବାକୁ ଲାଗିଲା। ଏସବୁ ଯଦି ସମ୍ଭବ ହୁଏ ତେବେ ମେଡିକାଲ ସାଇନ୍ସ ଜରିଆରେ ସମ୍ଭବ ହୁଏ। ତେବେ ବନ୍ଧୁଗଣ ଜଣେ ବୃଦ୍ଧ ମହିଳା ଯାହାଙ୍କ ବୟସ ୬୦ ବର୍ଷ। 
ତାଙ୍କ ପାଖରେ ରହିଛି ଅଲୌକିକ ଶକ୍ତି। ମାତ୍ର ତାଙ୍କୁ ଦର୍ଶନ କରିବା ସାଧାରଣ କଥା ନୁହେଁ। ଭାଗ୍ୟବାନ ବ୍ୟକ୍ତି ହିଁ ମା ଙ୍କର ଦର୍ଶନ କରୁଛନ୍ତି। ତାଙ୍କର ରୂପ ଏତେ ଭୟଙ୍କର ଯେ ଯିଏ କେହି ବି ଦେଖିବ ଭୟରେ ଥଋ ଉଠିବ।
ତାଙ୍କ ହାତରେ ଏତେ ଶକ୍ତି ରହିଛି କି ଅସାଧ୍ୟ କାର୍ଯ୍ୟ ବି ସାଧ୍ୟ ହୋଇପାରୁଛି। ଯେଉଁ ରୋଗ ଭଲ କରିବାକୁ ଡାକ୍ତର ଫେଲ ମାରୁଛି ମେଡିକାଲ ସାଇନ୍ସ ଯେଉଁଠି ହାରିଯାଉଛି ସେଠାରେ ବୃଦ୍ଧା ମହିଳା ତାହାକୁ କରି ଦେଖାଉଛନ୍ତି।
Special report
ଚାଲୁପାରୁ ନ ଥିବା ବ୍ୟକ୍ତି ତା ଗୋଡରେ ଠିଆ ହେଉଛି ଓ ଚାଲୁଅଛି ମଧ୍ୟ। ଦୀର୍ଘ ୨୦ ବର୍ଷ ହେଲା କଥା କହିପାରୁ ନଥିଲା ପିଲାଟି କଥା କହୁଛି। ଯାହାଫଳରେ ମାଙ୍କର ମହିଳା କୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି ।
ବୃଦ୍ଧା ମହିଳାଙ୍କ ଚମତ୍କାର ଶୁଣିଲେ ତାଙ୍କ ବିଷୟରେ ଜଣାଇବାକୁ ନିଶ୍ଚୟ ଇଚ୍ଛା ହେଉଥିବ। ବରଗଡ ଜିଲ୍ଲା ପଦ୍ମପୁର ରୁ ଗାଇଶାଳା ରେ ରହିଛି ପାନ୍ଦୁପାଲି ଗାଁ। ଏଠାରେ ରୁହନ୍ତୁ ବୃଦ୍ଧ ମହିଳା ଯାହାଙ୍କ ଶରୀରରେ ରହିଛି ଅଲୌକିକ ଶକ୍ତି। 
ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଦର୍ଶନ କରିବାକୁ ଏବେ ବନ୍ଦ କରା ଯାଇଛି। ବୃଦ୍ଧ ମହିଳାଙ୍କ ଜଣକ ଦେବୀ ମା ଙ୍କ ଦ୍ଵାରା ଶକ୍ତି ପାଇଛନ୍ତି ଓ ସେହି ଦଇବି ଶକ୍ତି ମାଧ୍ୟମରେ ଲୋକଙ୍କର ଦୁଃଖ ଦୂର କରୁଛନ୍ତି।
ଯେବେ ୨୦ ବର୍ଷର ପୁଅ ଜନ୍ମରୁ ମୁକ ଥିବା ବେଳେ ମା ଙ୍କ ଆଶୀର୍ବାଦ ପାଇବା ପରେ ମୁକ କଥା କହିଲା। ତାପରେ ମାଙ୍କ ମହିମା ଚାରିଆଡେ ବ୍ଯାପିଗଲା। ମା ମଧ୍ୟ ୟୂଟ୍ଯୂବରେ ଲୋକଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.