Movie prime

ମା ସରସ୍ବତୀଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ କ୍ୟାରିୟର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଚିତ୍ରପଟ ମାଧ୍ୟମରେ ଦୁଇଟି ସଂଖ୍ୟା ଦିଆଯାଇଛି ।
ଏହି ଦୁଇଟି ସଂଖ୍ୟା ଭିତରୁ ଗୋଟିଏ ବାଛନ୍ତୁ ଆଉ ନିଜ ନିଜର ଭବିଷ୍ୟତ ଜାଣନ୍ତୁ । ମାଆ ସରସ୍ୱତୀଙ୍କ କୃପାରୁ ଏହି ବିଷୟରେ ଆପଣମାନେ ଜାଣିପାରିବେ । ମାଆ ସରସ୍ୱତୀଙ୍କ କୃପା ଆପଣଙ୍କୁ ମିଳିବ । 
ଏହି ଦୁଇଟି ସଂଖ୍ୟା ହେଉଛି ୭୭, ଏବଂ ୩୩ । ଆଉ ଏହି ଭିଡିଓରେ ଦୁଇଟି ଚିତ୍ର ମଧ୍ୟ ଅଛି । ମାଆ ସରସ୍ୱତୀଙ୍କ ଦୁଇଟି ପ୍ରକାରର ଫଟୋ ମଧ୍ୟରୁ ଗୋଟିଏ ବାଛନ୍ତୁ ଆଉ ନିଜର ଭବିଷ୍ୟତ ବିଷୟରେ ଜାଣି ରଖନ୍ତୁ ।
Special report
ଆପଣମାନେ ଯଦି ସରସ୍ଵତୀ ଦେବୀଙ୍କର ପ୍ରଥମ ଫଟୋ ବାଛିଛନ୍ତି ବା ୭୭ ସଂଖ୍ୟା ବାଛିଛନ୍ତି ବା ଦ୍ଵିତୀୟ ଫଟୋ ବା ୩୩ ସଂଖ୍ୟା ବାଛିଛନ୍ତି ତାହେଲେ ଆପଣଙ୍କ ଭବିଷ୍ୟତ କିଭଳି ରହିବ ସେହି ବିଷୟରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ।
୭୭ - ପ୍ରଥମ ଚିତ୍ର - ବର୍ତ୍ତମାନ ଆପଣ କୌଣସି ଚିନ୍ତାରେ ଅଛନ୍ତି । ସନ୍ତାନକୁ ନେଇ ଚିନ୍ତା ଭୋଗ କରୁଛନ୍ତି । ଯାହା ଭାବୁଛନ୍ତି ସେହି କାର୍ଯ୍ୟ କରି ପାରୁନାହାନ୍ତି । ଅଶାନ୍ତିର ପରିବେଶ ରହିଛି । ସ୍ତ୍ରୀ ବିମନା ହୋଇଛନ୍ତି । ଗ୍ରହମାନଙ୍କର ଚଳନ ଠିକ ନାହିଁ । କିଛିଦିନ ପରେ ଆପଣଙ୍କ ଜୀବନରେ ଦୁଃଖ ଦୂର ହେବ ।
ଆପଣଙ୍କ ଦିନ ଭଲ ରହିବ । ଆପଣ ବୁଦ୍ଧିମାନ ହେବେ । ଆପଣଙ୍କ କଥାରେ ମଧୁରତା ରହିବେ । ସବୁ କାର୍ଯ୍ୟ ଠିକରେ କରିବେ । ବର୍ତ୍ତମାନ ସୁଖର ସମୟ ଆସିବ । ଆପଣ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପିତା ପୁତ୍ରଙ୍କ ସମ୍ପର୍କରେ ମଧୁରତା ଆସିବ । ସ୍ବାମୀ ସ୍ତ୍ରୀଙ୍କ ବିବାଦ ଦୂର ହେବ ।
Special report
୩୩- ଦ୍ଵିତୀୟ ଚିତ୍ର - ଏବେ ଆପଣ ମନରୁ ଚିନ୍ତା ଦୂର କରି ଦିଅନ୍ତୁ । ଆପଣ ଯେଉଁ କ୍ଷେତ୍ରରେ ଅନେକ ପରିଶ୍ରମ କରିଛନ୍ତି ତାହା ସଫଳ ହେବ । ଆପଣଙ୍କ ମାଙ୍ଗଳିକ କାର୍ଯ୍ୟ ସଫଳ ହେବ । ଏବେ ଆପଣଙ୍କର ସମୟ ଭଲ ଆସିଛି ।
ପୂର୍ବ ଅର୍ଜିତ ସମ୍ମାନ ଫେରି ଆସିବ । ଶୁଭ ଫଳ ଲାଭ କରିବେ । ଆପଣଙ୍କ ସମୟ ଏବେ ଠାରୁ ଭଲ ହେବ । ଆପଣ ଯେଉଁଠାରେ ଜାତକ ଦେଖାଇବେ ଅନେକ କଥା ଜାଣିପାରିବେ । ଆପଣଙ୍କ ମନୋସ୍କାମନା ପୁରଣ ହେବ ।
ଆପଣ ସୌଭାଗ୍ୟ ଆଉ ସୁଖ ଭୋଗ କରିବେ । ବୁଝି ବିଚାରି କାର୍ଯ୍ୟ କରନ୍ତୁ । ପିଲାମାନଙ୍କ ଏବଂ ନାରୀମାନଙ୍କ ପ୍ରତି କଠୋର ମନୋଭାବ ରଖନ୍ତୁ ନାହିଁ । ଅଧିକ ଚିନ୍ତା କରନ୍ତୁ ନାହିଁ । ଶତ୍ରୁ ସମସ୍ୟା ଆଉ କୋର୍ଟ କଚେରୀ ସମସ୍ୟା ଦୂର ହେବ ।