Movie prime

ମା ତୁଳସୀଙ୍କ ଗଛ ମୂଳରେ ବାନ୍ଧନ୍ତୁ ଏହି ଗୋଟିଏ ଜିନିଷ ଭିକାରୀ ମଧ୍ୟ ହୋଇଯିବ କୋଟିପତି ଦେଖନ୍ତୁ କଣ ବାନ୍ଧିବେ!!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ତୁଳସୀ ଗଛରେ ଏଭଳି କିଛି ଜିନିଷ ଅଛି ଯାହା ବାନ୍ଧିଲେ ଆପଣ ହୋଇପାରନ୍ତି କୋଟିପତି । ତୁଳସୀ ଗଛରେ ଏହି ଜିନିଷ ବାନ୍ଧି ଦିଅନ୍ତୁ ହଜାର ଗୁଣା ଧନର ବୃଦ୍ଧି ହେବ । ଭଗବାନ ଶ୍ରୀକୃଷ୍ଣ ତୁଳସୀ ଗଛର ପୂଜା କରୁଥିଲେ ।
ତୁଳସୀର ପୂଜା କେମିତି କରିବା ଉଚିତ୍ ଏବଂ ଅନେକ ପ୍ରକାରର ବିଧି ରହିଛି । ଏହିସବୁ ଶାସ୍ତ୍ରରେ ଲେଖାଯାଇଛି । ପୁରାଣ ଅନୁସାରେ ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ନିୟମିତ ରୂପରେ ଏହି ଗଛକୁ ପୂଜା କରିବା ଦ୍ୱାରା ଲାଭ ଅବଶ୍ୟ ମିଳିଥାଏ ।
Special Report
ଯଦି ଆପଣ ତୁଳସୀ ଗଛକୁ ଘରେ ରଖିବା ସହିତ ଏହି ଗୋଟିଏ ଜିନିଷକୁ ସେଥିରେ ବାନ୍ଧି ଦେବେ ତାହେଲେ ଭଲ ଫଳ ମିଳିଥାଏ । ଧନ ବୃଦ୍ଧି ହୋଇଥାଏ । ଏହି ଜିନିଷ ବିନା ତୁଳସୀକୁ ଅଧୁରା ମନା ଯାଇଥାଏ । 
ଯେଉଁ ସ୍ଥାନରେ ତୁଳସୀର ଗଛ ରହିଥାଏ ସେହି ସ୍ଥାନରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ବାସ ରହିଥାଏ । ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ଲାଗିଥାଏ । ଘରେ ସମସ୍ତେ ତ ତୁଳସୀ ଗଛ ଲଗାଇ ଥାଆନ୍ତି କିନ୍ତୁ ତୁଳସୀ ମାଆଙ୍କ ଉପରେ ଚୁନରି ଚଢ଼ାଇବାକୁ ଭୁଲି ଯାଇଥାନ୍ତି ।
Special Report
ଏହା ଏକ ଭୁଲ ଅଟେ । ତୁଳସୀର ଗଛ ଚୁନରୀ ବିନା ଅଧୁରା ଅଟେ । ସେଥିପାଇଁ ତୁଳସୀ ଗଛ ଉପରେ ଚୁନରୀ ଚଢ଼ାଇବା ଉଚିତ୍ । ଏହାଦ୍ବାରା ପତି ଏବଂ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ । ଘରେ ରହୁଥିବା ମହିଳା ସୌଭାଗ୍ୟବତୀ ହୋଇଥାନ୍ତି । 
Special Report
ତୁଳସୀର ଗଛରେ ଲାଲ ରଙ୍ଗର ଚୁନରୀ ଚଢାଇଉଚିତ୍ ନୁହେଁ ଏହା ମଙ୍ଗଳର ସଙ୍କେତ ଅଟେ । ସବୁଜ ରଙ୍ଗର କିମ୍ବା ନୀଳ ରଙ୍ଗର ଚୁନରୀ ଆପଣ ଚଢାଇ ପାରିବେ । ତୁଳସୀର ଗଛରେ ନୂଆ ଚୁନରୀ ଚଢ଼ାଇବା ଉଚିତ୍ । ଏକାଦଶୀ ଦିନ ଏହି ନୂଆ ଚୁନରୀ ଚଢ଼ାଇବା ଉଚିତ୍ । ଏହାଦ୍ବାରା ଲାଭ ପ୍ରାପ୍ତି ହେବ । ତୁଳସୀ ଗଛ ପାଖରେ ଜୋତା ବା ଝାଡୁ ରଖନ୍ତୁ ନାହିଁ ।
ଜଳରେ ପରିପୂର୍ଣ୍ଣ ଥିବା ପାତ୍ର ତୁଳସୀ ଗଛ ପାଖରେ ରଖିବା ଅନୁଚିତ୍ । ତୁଳସୀ ଗଛ ତଳେ ଶିବ ଲିଙ୍ଗ ବା ଗଣେଶ ପ୍ରଭୁଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ କି ପାଣି ଚଢ଼ାନ୍ତୁ ନାହିଁ । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।