Movie prime

ମିଳିଲା ପ୍ରମାଣ ଆଫଗାନିସ୍ତାନ ଏହି ଗୁମ୍ଫାରେ ଅଛି ମହାଭାରତ ବେଳର ବିମାନ ଦେଖନ୍ତୁ ଏବେବି ଅଛି ସୁରକ୍ଷିତ - Exclusive

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବୈଜ୍ଞାନିକ ମାନେ ସବୁ ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।ବର୍ତମାନ ଏପରି ଏକ ଗୁପ୍ତ ମିଶନ ବିଷୟରେ ଜଣାପଡିଛି ଯେଉଁଥିରେ ସୈନିକ ମାନେ ଏଭଳି ରହସ୍ୟ ଖୋଜିକି ବାହାର କରିଛନ୍ତି ଯାହାକି କେହି ବି ଜାଣି ପାରି ନଥାନ୍ତେ।
ଏପରି ଜିନିଷ ମିଳିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ରିପୋର୍ଟ ଅନୁସାରେ ୨୦୧୨ ରେ ଆଠ ଜଣ ସୈନିକ ଆଫଗାନିସ୍ତାନ ରେ ଗୁପ୍ତ ମିଶନ ରେ ଭାଗ ନେଇଥିଲେ।
Special report
ଗୁପ୍ତ ମିଶନ ରେ ଭାଗ ନେବା ପରେ ସୈନିକ ମାନେ ଯେତେବେଳେ ଆଫଗାନିସ୍ତାନ ରେ ଥିବା ଏକ ଗୁମ୍ଫା ଭିତର କୁ ଯାଇଥିଲେ ସେତେବେଳେ ସେମାନେ ଯାହା ଦେଖିଲେ ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ସେମାନେ ଗୁମ୍ଫା ଭିତରେ ବିମାନ ର କିଛି ଜିନିଷ ମିଳିଥିଲା।କିନ୍ତୁ ଏହି ବିଷୟରେ କେହି ନ ଜାଣନ୍ତୁ ବୋଲି ଭାବୁଥିଲେ।କିନ୍ତୁ ଏହି ଖବର ଟି ଲିକ୍ ହୋଇ ଯାଇଥିଲା।ସେହି ସୈନିକ ମାନଙ୍କୁ ରୋକିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରାଯାଇଥିଲା।
Special report
କିନ୍ତୁ ତାଙ୍କୁ କେହି ରୋକି ପାରିଲେ ନାହିଁ।ଏହି ବିଷୟରେ ସମସ୍ତଙ୍କୁ ଜଣା ପଡ଼ିଗଲା।ସୈନିକ ମାନେ ଯେତେବେଳେ ସେହି ବିମାନ କୁ ଦେଖିଥିଲେ ତାହା କିପରି ତିଆରି ହୋଇଛି ତାହା ଜାଣିବା ପାଇଁ ବହୁତ ଚେଷ୍ଟା କରିଥିଲେ।
Special report
କିନ୍ତୁ କିଛି ଜାଣି ପାରିଲେ ନାହିଁ।ବିମାନ ଶବ୍ଦ ଟି ସଂସ୍କୃତ ଶବ୍ଦ ଅଟେ।ପ୍ରାଚୀନ ପବିତ୍ର ଗ୍ରନ୍ଥ ରେ ରହିଛି। ବେଦ ଆଉ ପୁରାଣ ରେ ବିମାନ ଶବ୍ଦ କୁହାଯାଇଛି।ଦୁନିଆରେ ପ୍ରାଚୀନ ସଂସ୍କୃତି କୁ ନେଇ ଅବିଶ୍ୱନୀୟ କାହାଣୀ ରହିଛି।
ଏହି ଜିନିଷ କେବଳ ଆଫଗାନିସ୍ତାନ ରେ ଦେଖିବାକୁ ମିଳିଥାଏ ତାହା ନୁହଁ ଏଭଳି ଜିନିଷ ପ୍ରାଚୀନ ମନ୍ଦିର ରେ ମଧ୍ୟ ଦେଖିବାକୁ ମିଳିଥାଏ।ଯେଉଁଠାରେ ବିମାନ ର ଆକୃତି ତିଆରି ହୋଇଥାଏ।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.