Movie prime

ମହାଭାରତ ବେଳର ଏହି ୯ ଟି ରହସ୍ୟ ଜାଣି ନାହାନ୍ତି ଅନେକ ଲୋକ ଆପଣ ଜାଣି ନିଅନ୍ତୁ ମହାଭାରତ ସମୟରେ ହୋଇଥିଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହାଭାରତ ବିଶ୍ୱର ସବୁଠାରୁ ବିଶାଳ ଗ୍ରନ୍ଥ। ଯାହାକୁ ବ୍ୟାସକବି ରଚନା କରିଥିଲେ। ଏହାକୁ ପାଂଚବିଧି ମଧ୍ୟ କୁହାଯାଏ। ଏହି ଗ୍ରନ୍ଥ ଏକ ଲକ୍ଷ ଶ୍ଳୋକରେ ଭରା। ଏହି ଗ୍ରନ୍ଥ ରହସ୍ୟମୟ ଜିନିଷରେ ଭରା। ମହାଭାରତରେ ଏମିତି ଅନେକ ଘଟଣା ଉଲ୍ଲେଖ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି। 
୧:- ଗାନ୍ଧାରୀଙ୍କ ଠାରୁ ୯୯ ପୁତ୍ର ଓ ଏକ କନ୍ୟା ଜନ୍ମ ହୋଇଥିଲେ। କିନ୍ତୁ କୌରବ ମାନଙ୍କ ମଧ୍ୟରେ ୯୯ ରୁ ୧୦୦ ହେଉଥିବା ସନ୍ତାନ ଟି ହେଉଛି ଯୁଦ୍ଧୁସୁ। ଯିଏ ଏକ ଦାସୀଙ୍କ ପୁତ୍ର। ଗାନ୍ଧାରୀଙ୍କ ଗର୍ଭ ଧାରଣ ରେ ବିଳମ୍ବ ହେବାରୁ ଧ୍ରୁତରାଷ୍ଟ୍ର ଏକ ଦାସୀଙ୍କ ସହ ସଂଭୋବ କରୁଥିଲେ। ତାଙ୍କରି ଔରସ ରୁ ଜନ୍ମ ହୋଇଥିଲେ ଯୁଦ୍ଧୁସୁ। ଏହି ହିସାବରେ କୌରବ ମାନଙ୍କର ୧୦୦ ପୁତ୍ର ଓ ଏକ କନ୍ୟା। 
Special report
୨:- ବେଦ ବ୍ୟାସକୁ ନେଇ ସବୁବେଳେ ଏକ ରହସ୍ୟ ମହାଭାରତରେ ଦେଖା ଦିଏ। ଅନେକ ଲୋକ ହୁଏତ ଜାଣି ନଥିବେ ବେଦବ୍ୟାସ ଏକ ବ୍ୟକ୍ତି ନୁହଁ ଏକ ପଦବୀ। ମହାଭାରତ ରଚନାରେ ବେଦବ୍ୟାସ କେବଳ କଥା ବାଚକ ଥିଲେ। କିନ୍ତୁ ଏହାକୁ ରଚନା କରିଥିଲେ ମହାଦେବ ଏବଂ ପାର୍ବତୀଙ୍କ ପୁତ୍ର ଗଣେଶ। 
୩:- ଦ୍ରୋଣାଚାର୍ଯ୍ୟ ପୃଥିବୀରେ ଟେଷ୍ଟୟୁବ ବେବି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଦ୍ରୋଣାଚାର୍ଯ୍ୟ ପିତା ଭରତଦ୍ୱାଜ୍ ନିତ୍ୟକର୍ମ କରିବା ପାଇଁ ଗଙ୍ଗା ନଦୀ କୂଳରେ ଉପନୀତ ହେଲା ବେଳେ, ଏକ ଅପସରାଙ୍କୁ ଦେଖିଥିଲେ। ସେହି ଅପସରାଙ୍କ ଶରୀରର ଅନେକ ଅଂଶ ବାହାରକୁ ଦେଖା ଯାଉଥିଲା।
ଏହାକୁ ଦେଖି ଭରତଦ୍ୱାଜଙ୍କ ବିର୍ଜପାତ ହେବାରେ ଲାଗିଲା। ସେତେବେଳେ ଭରତଦ୍ୱାଜ ତାଙ୍କ ବିର୍ଜକୁ ନଷ୍ଟ ହେବାକୁ ଦେଇନଥିଲେ। ସେ ଏକ ପତ୍ରର କଳସ ମଧ୍ୟରେ ରଖି ଦେଇଥିଲେ। ଯାହାକୁ ଦ୍ରୋଣକଳସ ବୋଲି କୁହାଯାଏ। ଏବଂ ଏହି ପତ୍ରର କଳସ ମଧ୍ୟରୁ ଦ୍ରୋଣଙ୍କ ଜନ୍ମ ହୋଇଥିବାରୁ ତାଙ୍କୁ ଦ୍ରୋଣାଚାର୍ଯ୍ୟ ବୋଲି କୁହାଯାଏ। 
Special report
୪:- କୌଣସି କାରଣରୁ ଅର୍ଜୁନ ମଣିପୁର ରାଜ୍ୟକୁ ଯାଇଥିଲେ। ସେତେବେଳେ ସେଠାରେ ଅର୍ଜୁନ ଚିତ୍ରାଙ୍ଗଦାକୁ ପ୍ରେମ କରିଥିଲେ। ଏହାପରେ ଚିତ୍ରାଙ୍ଗଦାଙ୍କୁ ଅର୍ଜୁନ ବିବାହ କରିଥିଲେ। କିନ୍ତୁ ସନ୍ଦେହ ବଶତଃ ସେଠାରେ କୌଣସି କାରଣ ପାଇଁ ଚିତ୍ରାଙ୍ଗଦାକୁ ଛାଡ଼ି ଅର୍ଜୁନ ଚାଲି ଆସିଥିଲେ। ଏବଂ ଏହି ସମୟରେ ଚିତ୍ରାଙ୍ଗଦାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା। 
୫:- ମହାଭାରତ କାଳରୁ କଳିଯୁଗ ଶେଷ ଯାଏଁ ଅସ୍ଵସ୍ଥମା ଜୀବିତ ରହିବେ ଏହିଭଳି ଏକ ଅଭିଶାପ ଶ୍ରୀ କୃଷ୍ଣ ଅସ୍ଵସ୍ଥମାଙ୍କୁ ଦେଇଥିଲେ। ଭଗବାନ ଯେତେ କଳିଯୁଗରେ କଳ୍କୀ ଅବତାର ନେଇ ମ୍ଲେସ ମାନଙ୍କର ସଂହାର କରିବାବେଳେ ଭଗବାନଙ୍କୁ ସହଯୋଗ କରି ଅସ୍ଵସ୍ଥମା ଏହି ଅଭିଶାପରୁ ମୁକ୍ତି ପାଇବେ। 
୬:- ମହାଭାରତ ରେ ସବୁଠାରୁ ବ୍ରହ୍ମାସ୍ତ୍ର ଥିଲା ସବୁଠାରୁ ଭୟଙ୍କର ଅସ୍ତ୍ର ଏହାକୁ ପରମାଣୁ ଅସ୍ତ୍ର ବୋଲି ମଧ୍ୟ କୁହାଯାଏ। ଯେତେବଳେ ବ୍ରହ୍ମାସ୍ତ୍ର ପ୍ରୟାଗ ହେଉଥିଲା ସେତେବେଳେ ସମଗ୍ର ପୃଥିବୀ କମ୍ପି ଉଠିଥିଲା।
ମହେଞ୍ଜଦାର୍ ଆବିଷ୍କାର ସମୟରେ ଏଭଳି କିଛି କଂକାଳ ମଧ୍ୟ ମିଳିଥିଲା ଯେଉଁଥିରେ ଅଣବିକ ବିକରଣ ର ପ୍ରଭାବ ମଧ୍ୟ ରହିଥିବା ବୈଜ୍ଞାନିକ ମାନେ ସ୍ପଷ୍ଟ କରିଛନ୍ତି। ତେଣୁ ବ୍ରହ୍ମାସ୍ତ୍ର କୁ ପରମାଣୁ ଅସ୍ତ୍ର ସହିତ ମଧ୍ୟ ତୁଳନା କରାଯାଏ। 
୭:- ମହାଭାରତ ଯୁଦ୍ଧରେ ପାଞ୍ଚଜନ୍ୟ ଶଙ୍ଖକୁ ବଜାଇ ପାଣ୍ଡବ ମାନଙ୍କୁ ଉତ୍ସାହିତ କରିଥିଲେ। କୁହାଯାଏ ଏହି ପାଞ୍ଚଜନ୍ୟ ଶଙ୍ଖ ମହାଭାରତ ପରେ ହରିୟାଣା ର କର୍ଣ୍ଣାର ଅଞ୍ଚଳରୁ ୧୫ କିଲୋମିଟର ଦୂରରେ ଥିବା ପରାଶର ମନ୍ଦିରରେ ସ୍ଥାନିତ କରାଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.