Movie prime

ମହାଭାରତ ରେ କୃଷ୍ଣ ହୋଇ ସବୁ ଙ୍କୁ ଜ୍ଞାନ ଦେଉଥିଲେ..ଏବେ ନିଜ ସ୍ତ୍ରୀ ଠାରୁ ଧୋକା ପାଇ କାନ୍ଦି କାନ୍ଦି କୋର୍ଟ ଗଲେ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୀତିଶ ଭରଦ୍ୱାଜ ଙ୍କ ସମ୍ପତ୍ତି ବିକିବେ ପୂର୍ବତନ ପତ୍ନୀ ସ୍ମିତା। ଏଥିପାଇଁ ସେ କୋର୍ଟ କୁ ସାହଯ୍ୟ ମଧ୍ଯ ମାଗି ଛନ୍ତି। ତୁଟୁନି ତାଙ୍କର ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଥିବା ବିବାଦ।
Special report
ଜାଆଁଳା ଝିଅଙ୍କ ଭବିଷ୍ୟତ ପାଇଁ କୋର୍ଟ ରେ ଯାଇ ପହଞ୍ଚିଲେ ଆଇଏଏସ ପତ୍ନୀ। କିଛିଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି ଲୋକପ୍ରିୟ ଟେଲିଭିଜନ ତାରକା ମହାଭାରତ ଧାରାବାହିକର କୃଷ୍ଣ ଭୂମିକାରେ ଅଭିନୟ କରି ଥିବା କଳାକାର ନୀତିଶ ଭରଦ୍ୱାଜ।
ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଲଗାତାର ଭାବରେ ଚର୍ଚ୍ଚାରେ ରହିଛନ୍ତି। ଛାଡପତ୍ର ମଧ୍ୟ କମିବାର ନାମ ନେଉନି ନୀତିଶ ଭରଦ୍ୱାଜ ଏବଂ ତାଙ୍କର ପତ୍ନୀଙ୍କ ବିବାଦ।
ନିକଟରେ ସେ ତାଙ୍କର ପତ୍ନୀ ତଥା ମଧ୍ଯ ପ୍ରଦେଶ ଆଇଏଏସ ସ୍ମିତା ଭରଦ୍ୱାଜ ଙ୍କ ଦ୍ବାରା ମାନସିକ ନିର୍ଯ୍ୟାତନାର ଶିକାର ହେଉଥିବା ନେଇ ଏହା ଅଭିଯୋଗ କରିଥିଲେ। ଯେଉଁଥିରେ କି ତାଙ୍କର ଜାଆଁଳା ଝିଅକୁ ଭେଟିବାକୁ ଦେଉ ନାହାଁନ୍ତି ବୋଲି ସେ ଅଭିଯୋଗ କରିଥିଲେ।
Special report
ୱେ କହିଥିଲେ କି ତାଙ୍କର ପତ୍ନୀ ସ୍ମିତା ଭରଦ୍ୱାଜ ତାଙ୍କର ଜାଆଁଳା ଝିଅଙ୍କୁ ଆଦୌ ହେଲେ ମଧ୍ୟ ତାଙ୍କ ସହ ଦେଖା କରିବାକୁ ଦେଉ ନାହାଁନ୍ତି। ସେ କହିଥିଲେ କି ୨୦୧୯ ରୁ ଲଗାତାର ୪ ରୁ ସାଢେ଼ ୪ ବର୍ଷ ହେବ
ତାଙ୍କ ଝିଅ ମାନଙ୍କ ସହ ସେ ଦେଖା କରି ପାରି ନାହାଁନ୍ତି। ଏଭଳି କହିଛନ୍ତି ତାଙ୍କ ବିରୁଦ୍ଧରେ ତାଙ୍କ ପିଲା ମାନଙ୍କୁ ଏଭଳି କିଛି କହିଛନ୍ତି ଯାହା ଦ୍ବାରା ପିଲା ମାନଙ୍କ ମନରେ ନିଜ ବାପା ଙ୍କ ପ୍ରତି କଳୁଷିତ ଭାବନା ଜାତ ହୋଇ ଯାଇଛି।
ଅନ୍ୟପଟେ ସ୍ମିତା କହିଥିଲେ କି ପିଲାଙ୍କ ପାଇଁ ନୀତିଶ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରି ନାହାଁନ୍ତି ।ଲୋକଙ୍କ ସାମ୍ନାରେ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ତାହା ସଂପୂର୍ଣ୍ଣ ମିଛ ବୋଲି ମଧ୍ୟ କହିଥିଲେ।
ସେ ପିଲାଙ୍କ ପାଠ ପଢା ତ ଦୂରର କଥା ଲାଳନ ପାଳନ ପାଇଁ ମଧ୍ୟ ଟଙ୍କା ଟିଏ ବି ଖର୍ଚ୍ଚ କରି ନାହାଁନ୍ତି ବୋଲି ଏହା ନୀତିଶ ଙ୍କ ପତ୍ନୀ ସ୍ମିତା ଅଭିଯୋଗ କରିଛନ୍ତି। ହେଲେ ଏହି ଘଟଣା ପଛରେ ପ୍ରକୃତ ସତ କଣ ତାହା ଜଣାପଡ଼ି ପାରି ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.