Movie prime

ମହାଦେବ ମାତା ଲକ୍ଷ୍ମୀଙ୍କୁ ଦେଖି ଉଲଗ୍ନ ହୋଇଥିଲେ କାହିଁକି ଜାଣନ୍ତୁ ଏହି ପୌରାଣିକ ରହସ୍ୟ

 
Mahadev
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠାରେ ଆମେ ଭଗବାନଙ୍କ ବିଷୟରେ ଜାଣିପାରିବା ।
ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଶିବ ଭଗବାନ ଆଉ ଲକ୍ଷ୍ମୀଙ୍କ ବିଷୟରେ । ପ୍ରଭୁ ଶିବଙ୍କୁ ସମସ୍ତେ ବିଶ୍ବାସ କରିଥାନ୍ତି । ଆଉ ସୋସିଆଲ ମିଡିଆରେ ଆପଣମାନେ ଅନେକ କଥା ଜାଣିପାରିବେ ।
ଏବେ ଏହି ଭିଡିଓ ଦ୍ଵାରା ଆପଣମାନେ କିଛି କଥା ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ ପ୍ରଭୁ ଶିବଙ୍କୁ ନେଇ ମାତା ଲକ୍ଷ୍ମୀ କଣ କହିଥିଲେ । ଆଉ ଯାହା ଶୁଣିଲେ ଆପଣ ବି କିଛି ବିଷୟରେ ଜାଣିପାରିବେ ।
ଏହି ଭିଡିଓରେ କୁହାଯାଇଛି କି ଥରେ ସ୍ବର୍ଗ ଦ୍ଵାରରେ ଏକ ସଭା ବା କୌଣସି ଏକ ଆୟୋଜନ କରାଯାଇଥିଲା । ଆଉ ଏହାପରେ ସେହି ସଭାରେ ସବୁ ଦେବୀ ଦେବତା ଯୋଗ ଦେଇଥିଲେ । ସବୁ ଦେବୀ ଦେବତା ଏକାଠି ବସିଥିଲେ । ସେଠାରେ ଭଗବାନ ଶିବ ଯୋଗ ଦେଇନଥିଲେ । 
ମାତା ଲକ୍ଷ୍ମୀ ଆଉ ନାରାୟଣ ସେଠାରେ ପହଞ୍ଚିଲେ । ସେଠାରେ ମାତା ପାର୍ବତୀ ଥିଲେ । ଆଉ ମାତା ପାର୍ବତୀଙ୍କ ପାଖରେ ମାତା ଲକ୍ଷ୍ମୀ ଯାଇ ବସିଲେ । ଆଉ ଏହାପରେ ମାତା ଲକ୍ଷ୍ମୀ ପାର୍ବତୀଙ୍କୁ ପଚାରିଲେ ଶିବ ପରା ଆପଣଙ୍କ ସ୍ବାମୀ ।
ସେ ଅଧା ଅଙ୍ଗରେ ତୁମକୁ ଧାରଣ କରନ୍ତି । ସେ କଣ ଆଜି ଏଠାକୁ ଆସି ନାହାଁନ୍ତି କୁଆଡେ ଗଲେ ? ଯିଏ ସାପକୁ ଗଳାରେ , ଅଣ୍ଟାରେ ଧାରଣ କରିଛନ୍ତି । ସେହି ସାପୁଆ ସ୍ବାମୀ ତୁମର କୁଆଡେ ଗଲେ । ଏହି କଥା ଶୁଣି ମାତା ପାର୍ବତୀଙ୍କୁ ବହୁତ ବାଧିଲା । 
ଆଉ ସେ କହିଲେ ଲକ୍ଷ୍ମୀ ମାତାଙ୍କୁ କି ତାଙ୍କ ସ୍ବାମୀ କେବଳ ସାପ ଧାରଣ କରିଛନ୍ତି କିନ୍ତୁ ଲକ୍ଷ୍ମୀଙ୍କ ସ୍ବାମୀ ତ ସାପ ଉପରେ ଶୋଇଛନ୍ତି । ଏଭଳି ଅନେକ କଥା ପରେ ମାତା ପାର୍ବତୀ ଆସିଲେ ହିମାଳୟକୁ । ଆଉ ପ୍ରଭୁ ଶିବଙ୍କୁ ଖୋଜିଲେ ।
ପ୍ରଭୁ ଶିବଙ୍କୁ ସେ ପଚାରିଲେ କି ତୁମକୁ ଏଭଳି କାହିଁକି କହୁଛନ୍ତି ମାତା ଲକ୍ଷ୍ମୀ ସାପୁଆ ବୋଲି । ତାପରେ ଶିବ ଭଗବାନ କହିଲେ ହଁ କହିଲେ ସାପ ଧରିଛନ୍ତି ବୋଲି ଏମିତି କହିଦେଲେ । ଏହାପରେ ମାତା ପାର୍ବତୀ ପଚାରିଲେ ତୁମେ କଣ ମାତା ଲକ୍ଷ୍ମୀଙ୍କ ଆଗରେ ଲଙ୍ଗଳା ହେଇଥିଲ କି । ଶିବ ଭଗବାନ କହିଲେ ହଁ ଏମିତି ଥରେ ହୋଇଥିଲା । 
ନାରାୟଣ ଆଉ ମାତା ଲକ୍ଷ୍ମୀ ଆସିଥିଲେ ପ୍ରଭୁ ଶିବଙ୍କ ପାଖକୁ । ଆଉ ଏହାପରେ ନାରାୟଣ ଜାଣିଥିଲେ କି ଶିବ ଲଙ୍ଗଳା ହୋଇ ରୁହନ୍ତି । ଆଉ ନାରାୟଣ ସ୍ତ୍ରୀକୁ ଧରି ଆସିଛନ୍ତି ସେଥିପାଇଁ ସେ ଶଙ୍ଖ ଫୁଙ୍କିଲେ । ଆଉ ସେଥିପାଇଁ ସେ ବାଘର ଚମଡା ପିନ୍ଧି ସାପ ଗୋଡେଇ ହୋଇ ପଡିଲେ ।
ଏହାପରେ ସେମାନେ ଗରୁଡ ଉପରେ ବସି ଗଲେ । ଏହାପରେ ଗରୁଡ ସାପକୁ ଦେଖି ଧୀରେ ଧୀରେ ଅଣ୍ଟାରୁ ଖସିଗଲା । ଆଉ ଏହାପରେ ବାଘ ଚମଡା ଖସି ଯାଇଥିଲା । ଆଉ ଏହାପରେ ପ୍ରଭୁ ଶିବ ଲଙ୍ଗଳା ହୋଇ ଯାଇଥିଲେ। ଆଉ ସେଠାରେ ପ୍ରଭୁ ନାରାୟଣ ଆଉ ମାତା ଲକ୍ଷ୍ମୀ ଥିଲେ । ଏଭଳି ଅନେକ କଥା ଏହି ସୋସିଆଲ ମିଡିଆରେ ଆପଣମାନେ ଶୁଣିପାରିବେ ।