Movie prime

କେମିତି ସବୁ ଦେବା ଦେବୀଙ୍କ ମଧ୍ୟରୁ ମହାଦେବ ଶ୍ରେଷ୍ଟ ଜାଣନ୍ତୁ ଏହାର ପ୍ରକୃତ ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଭଗବାନଙ୍କୁ ନେଇ କିଛି କଥା ଜାଣିପାରିବେ ।
Special report
ହିନ୍ଦୁ ଶାସ୍ତ୍ରରେ ଅନେକ ଦେବଦେବୀଙ୍କୁ ଲୋକମାନେ ପୂଜା କରିଥାନ୍ତି । ପ୍ରଭୁ ଶିବ ଶଙ୍କରଙ୍କୁ ସମସ୍ତେ ଧ୍ବଂସର ଦେବତା ଆଉ କ୍ରୋଧର ଦେବତା କହିଥାନ୍ତି । କିନ୍ତୁ ଶାସ୍ତ୍ରରେ କୁହାଯାଇଛି କି ପ୍ରଭୁ ଶିବ ହେଉଛନ୍ତି କରୁଣା ମୟ, କରୁଣାର ଅବତାର ।
ଭଗବାନ ଶିବ ଶଙ୍କର ସବୁ ସହନ୍ତି । କିନ୍ତୁ ମଣିଷ ମନରେ ଯେତେବେଳେ ଗର୍ବ ଆଉ ଅହଙ୍କାର ଆସିଥାଏ ସେତେବେଳେ ଆଉ ଭଗବାନ ସହି ପାରନ୍ତି ନାହିଁ । ଜାଗର ଦିନ ପ୍ରଭୁ ଶିବଙ୍କ ଉପରେ ବେଲପତ୍ର ଚଢ଼ାଇଲେ ଶୁଭ ହୋଇଥାଏ ।
Special report
ଶିବ ଭଗବାନଙ୍କର ସବୁକିଛି ତିନି । ପ୍ରଭୁଙ୍କ ଆଖି ତିନୋଟି, ଲାଗୁଥିବା ବେଲପତ୍ର ତିନୋଟି । ପ୍ରଭୁ ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରାଯାଏ ନାହିଁ ବୋଲି କଥା ଅଛି । ପ୍ରଭୁ ଜଗନ୍ନାଥଙ୍କୁ କେବେ ବେଲପତ୍ର ଦେବ ନାହିଁ । 
ସବୁ ଦେବୀମାନଙ୍କୁ ନାଲି ଫୁଲରେ ପୂଜା କରିବ । ବୃହସ୍ପତିଙ୍କ ପାଇଁ ହଳଦିଆ ଫୁଲ, ଶନିଙ୍କ ପାଇଁ ନୀଳ ଫୁଲ । ଶିବଙ୍କ ପାଇଁ ସବୁ ଫୁଲ । ଯାହା ମାଗିବ ତାହା ମିଳିବ । ଭଗବାନ ଶିବଙ୍କୁ ଆଶୁତୋଷ ବୋଲି କୁହାଯାଇଥାଏ । ଅତି ସହଜରେ ପ୍ରଭୁ ଶିବ ଦେଖା ଦେଇଥାନ୍ତି ।
Special report
ମନରେ ଭକ୍ତି ଥିଲେ ଭଗବାନ ଦେଖା ଯାଇଥାନ୍ତି । ଭଗବାନ ଶିବଙ୍କୁ ପୂଜା କରିଲେ ସେ ଦେଖା ଦେଇଥାନ୍ତି । ଗୋଟିଏ ଚୋର ଭଗବାନ ଶିବଙ୍କ ମନ୍ଦିରକୁ ଚୋରି କରିବାକୁ ଯାଇଥିଲା । ଆଉ ଭଗବାନଙ୍କ ଲିଙ୍ଗ ଉପରେ ଛିଡ଼ା ହୋଇ ଯାଇଥିଲା ।
ଏହାପରେ ଭଗବାନ ଆସିଥିଲେ । ତାଙ୍କୁ ଦେଖା ଦେଇଥିଲେ । ଆଉ ଏହି ବିଷୟରେ ସେମାନେ କଥା ହୋଇଥିଲେ । ଭଗବାନଙ୍କ ଉପରେ ଛିଡ଼ା ହୋଇଥିବାରୁ ସେ କ୍ଷମା ମାଗିଥିଲେ । ପ୍ରଭୁ ଶିବଙ୍କ ଭଳି ଭଗବାନ ନାହାଁନ୍ତି । ସେ ସବୁଠାରୁ ଦୟାଳୁ ଭଗବାନ ଅଟନ୍ତି ।
ଭଗବାନ ଶିବ କ୍ରୋଧୀ ନୁହଁନ୍ତି । ପବିତ୍ର ସମୟରେ ପ୍ରଭୁ ଶିବଙ୍କୁ ପୂଜା କରିଲେ ବର ମିଳିଥାଏ । ଭଗବାନ ଶିବଙ୍କୁ ବର ମାଗିଲେ ସେ ବର ଦେଇଥାନ୍ତି । ଏଭଳି ଅନେକ କଥା ଭଗବାନ ଶିବଙ୍କ ବିଷୟରେ ଆପଣମାନେ ଜାଣିପାରିବେ ।