Movie prime

ଦେଖନ୍ତୁ ମହାପ୍ରଭୁଙ୍କ ଚମତ୍କାର ଦେଖନ୍ତୁ ଥିଲେ ଗୋଟିଏ ଜାଗାରେ ଚାଲିଗଲେ ଆଉ ଗୋଟେ ଜାଗାକୁ - Exclusive Visual ଭକ୍ତ ଭଗବାନ ଦର୍ଶନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆମେମାନେ ଅନେକ ପ୍ରକାର ଖବର ବିଷୟରେ ଜାଣିବାକୁ ପାଇଥାଉ। ସେଥି ମଧ୍ୟରୁ କିଛି ଘଟଣା ଭଗବାନଙ୍କ ଅଲୌକିକ ଦୃଶ୍ୟ ଉପରେ ଆଧାରିତ ହୋଇଥାଏ।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭଳି ଏକ ଅଲୌକିକ ଦୃଶ୍ୟ ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ କାର୍ତ୍ତିକ ମାସର ଶେଷ ଦିନରେ ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ। ମୁରୁଜ ରେ ପଡିଥିଲା ଜଗନ୍ନାଥଙ୍କ ର ଚିତ୍ର। 
କିଛି ଘଣ୍ଟା ପରେ ସ୍ଥାନ ବଦଳିଗଲା ପଡିଥିବା ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ରର। ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ କୁ ଘୁଞ୍ଚିଲା ପ୍ରଭୁ ଜଗନ୍ନାଥଙ୍କ ମୁରୁଜ ପଡିଥିବା ଚିତ୍ର। ସେ ଜଗତର ନାଥ ଜଗନ୍ନାଥ ତାଙ୍କର ଲୀଳା ଅପାର।
Special Report
ଯିଏ ଯେପରି ଭକ୍ତିର ସହ ଡାକନ୍ତି ସେ ସେମିତି ଶୁଣିଥାନ୍ତି। ଭକ୍ତଙ୍କ ଭକ୍ତିରେ ସେ ବିମୋହିତ ହୋଇଯାନ୍ତି। ଦାସିଆ ବାଉରୀ ହାତରୁ ନଡ଼ିଆ ନେଇ ଓ ବିଦୁରର ଶାଗଭଜା ଖାଇ ସେ ସାରା ଜଗତକୁ ଭକ୍ତିର ଶକ୍ତି କୁ ଜଣାଇଛନ୍ତି।
ତେବେ କାର୍ତ୍ତିକ ମାସର ପଞ୍ଚୁକର ସମସ୍ତେ ମୁରୁଜ ପକାଇଥାନ୍ତି। ନାନାପ୍ରକାରର ରଙ୍ଗରେ ଭିନ୍ନ ଭିନ୍ନ ମୁରୁଜ ପକାଯାଏ। ମୁରୁଜ ରେ ପଡିଥିଲା ଜଗନ୍ନାଥଙ୍କର ଚିତ୍ର। କିଛି ଘଣ୍ଟା ପରେ ସ୍ଥାନ ବଦଳିଗଲା ପଡିଥିବା ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ରର।
Special Report
ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ କୁ ଘୁଞ୍ଚିଲା ପ୍ରଭୁ ଜଗନ୍ନାଥଙ୍କ ମୁରୁଜ ପଡିଥିବା ଚିତ୍ର। ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟ ତେଲି ସାହି ଅଞ୍ଚଳରେ। 
ପବିତ୍ର କାର୍ତ୍ତିକ ମାସରେ ଘରେ ଘରେ ମୁରୁଜ ପଡିଥାଏ। ହେଲେ ପ୍ରଭୁ ଜଗନ୍ନାଥ ଙ୍କ ମୁରୁଜ ଚିତ୍ରର ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ ଦେଖି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରଥମେ ମଝିରେ ଗୋଲ ଭିତରେ ପ୍ରଭୁ ଜଗନ୍ନାଥଙ୍କ ମୁରୁଜ ରେ ଚିତ୍ର ଥିବା ବେଳେ ପରେ ପରେ ଏହା କିପରି ଗୋଟେ କଡ଼କୁ ଆସିଯାଇଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.