Movie prime

ଦେଖନ୍ତୁ ମହା ପ୍ରଭୁଙ୍କ ରତ୍ନ ଭଣ୍ଡାର ର ଭିତର ଦୃଶ୍ୟ କେମିତି ବର୍ଣ୍ଣନା କଲେ ସମ୍ପୂର୍ଣ ଭାବରେ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ସୋସିଆଲ ମିଡିଆରେ ଏଭଳି କିଛି ଖବର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଆପଣମାନେ ଜାଣିବା ଉଚିତ୍ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Special Report
ଆପଣମାନେ ସମସ୍ତେ ତ ଓଟିଭିରେ ପ୍ରସାରିତ ହେଉଥିବା ସବୁ ଖବର ଦେଖିଥିବେ ।ଆପଣମାନେ ସମସ୍ତେ ଖୋଲା କଥା ନାମରେ ଏକ ଶୋ ମଧ୍ୟ ଦେଖିଥିବେ । 
ଏହି ଶୋ ରେ ଅନେକ କଳାକାର ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବା ଅନେକ ବ୍ୟକ୍ତି ଆସିଥାନ୍ତି ଆଉ ଅନେକ କଥା କହିଥାନ୍ତି । ତାଙ୍କ ସହ ଖୋଲା ମନରେ କଥା ହୋଇଥାନ୍ତି । ଅନେକ ନ ଜାଣିଥିବା କଥା ମଧ୍ୟ ସାମ୍ନାକୁ ଆସେ । ଏବେ ଏଭଳି ଏକ ଖବର ଏହି ଶୋ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
Special Report
ଏହି ଶୋ କୁ ଶ୍ରୀମନ୍ଦିରର ଜଣେ ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଆସିଛନ୍ତି ଆଉ ସେ ଅନେକ ଅଜଣା କଥା କହିଛନ୍ତି । ଏହି ଭିଡିଓ ଦେଖିଲେ ଆପଣମାନେ ଏହା ଜାଣିପାରିବେ । ପୁରୀ ଆମରି ଆସ୍ଥା, ଅଦା ଦେଉଳ ଆମର ଅସ୍ମିତା, ଆଉ ବଡ ଠାକୁର ଆମର ଆରାଧ୍ୟ ଦେବତା । 
ଶ୍ରୀମନ୍ଦିରକୁ ନେଇ ଭକ୍ତି ଯେତିକି ରାଜନୀତି ମଧ୍ୟ କମ୍ ନୁହେଁ । ରତ୍ନ ଭଣ୍ଡାରକୁ ନେଇ ଅନେକ ରହସ୍ୟ ଆସୁଛି । କଥା ଆସୁଛି କି ରତ୍ନ ଭଣ୍ଡାରର ମରାମତି ହେବା ଦରକାର । ଆଉ ରତ୍ନ ଭଣ୍ଡାରର ଚାବି ହଜି ଗଲା ପରେ ସରକାର କମିଶନ ବସାଇଥିଲେ ।
Special Report
୩୨୪ ପୃଷ୍ଠାର ରିପୋର୍ଟ ବି ଆସିଲା । ରତ୍ନ ଭଣ୍ଡାରର ସ୍ଥିତି କିଭଳି ଅଛି ଆପଣମାନେ ଏହି ଭିଡିଓରେ ଜାଣିପାରିବେ । ଗଜପତି ରାଜା ଅନେକ ରାଜ୍ୟ ପୁରୁଣା ଯୁଗରେ ଅଧିକାର କରିଥିଲେ । ଆଉ ସେହି ଅଲଗା ରାଜା ମାନେ ତାଙ୍କ ମୁକୁଟ ଦେଉଥିଲେ ।
ରତ୍ନ ଭଣ୍ଡାରରେ ସେହି ସବୁ ମୁକୁଟ ଅଛି । ରତ୍ନ ଭଣ୍ଡାରରେ ହୀରାଲୀଳା, ମୋତି ମାଣିକ୍ୟ ଆଦି ରହିଛି । ସୁନରେ ତିଆରି କୁଣ୍ଡଳ ଏବଂ ତିଳକ ସେଠାରେ ଅଛି । ରଘୁନାଥ ବେଶ ଦିନ ଏହି କୁଣ୍ଡଳ ପିନ୍ଧନ୍ତି ଠାକୁର ।  
Special Report
ସାଧାରଣ ମଣିଷ ଏଭଳି କିଛି ଜିନିଷ ଅଛି ଯାହା ବେଣା ମାଳ ଅଟେ ତାହା ପିନ୍ଧିଲେ ସେ ମରିଯିବ । ଏହି କୁଣ୍ଡଳ କଦଳୀ ଭଣ୍ଡା ଆକାରର ଅଟେ । ଏହିସବୁ ସୁନାରେ ତିଆରି । ବାହାର ରତ୍ନ ଭଣ୍ଡାର ହେଉଛି ମହାପ୍ରଭୁ ଯାହା ଦୈନିକ ପିନ୍ଧନ୍ତି ତାହା ରଖାଯାଇଛି ।
ଆଉ ଭିତର ରତ୍ନ ଭଣ୍ଡାରରେ ଅନେକ ସୁନା ଆଉ ସବୁକିଛି ଅଛି । ସେଠାକୁ ଯିବା ପାଇଁ ସରକାରଙ୍କ ଅନୁମତି ଦରକାର । ରତ୍ନ ଭଣ୍ଡାର ଭିତରକୁ ଏହି ବ୍ୟକ୍ତି ଜଣକ ଯାଇଥିଲେ । ଆଉ ସେଠାକୁ ସାପ ଯାଆନ୍ତି ବୋଲି ସେ କହିଛନ୍ତି ।
ରତ୍ନ ଭଣ୍ଡାର ଭିତରେ ସୁଡ଼ଙ୍ଗ ରହିଛି । ୧୯୮୫ ମସିହାରେ ରତ୍ନ ଭଣ୍ଡାର ଭିତରକୁ ସେ ଯାଇଥିଲେ । ଏଭଳି ଅନେକ କଥା ରତ୍ନ ଭଣ୍ଡାର ବିଷୟରେ ସେ କହିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେଉଛି ।