Movie prime

ଭଗବାନ୍ ଙ୍କୁ ପ୍ରସନ୍ନ କରିବାର ଏହି ଉପାୟ ଥରେ କରି ଦେଖନ୍ତୁ, ପ୍ରଭୁ ଦେବେ ଅସରନ୍ତି ଧନ ଆଉ କୃପା

 
Special Report
ନମସ୍କାର ପାଠକ ବନ୍ଧୁ।ଶ୍ରାଵଣ ମାସ ରେ ଭଗବାନ ଶିବ ଙ୍କ ପୂଜା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଶାସ୍ତ୍ର ରେ କୁହା ଯାଇଛି।ଏହି ମାସ ଟି ଭଗବାନ ଶିବ ଙ୍କର ଅତି ପ୍ରିୟ ମାସ।ସେଥିପାଇଁ ବୋଲବମ୍ ଭକ୍ତ ମାନେ ମଧ୍ୟ ଏହି ମାସ ରେ ଭଗବାନ ଶିବ ଙ୍କୁ ପାଣି ଢାଳିବାକୁ ଯାଇ ଥାନ୍ତି।
Special Report
ହିନ୍ଦୁ ଧର୍ମ ଓ ସନାତନ ଧର୍ମ ଅନୁସାରେ ପ୍ରତ୍ୟେକ ମାସ ର ଚତୁର୍ଦଶୀ ତିଥି ରେ ଭଗବାନ ଶିବ ଙ୍କର ବ୍ରତ ପାଳନ କରା ଯାଏ।ଯେଉଁ ବ୍ୟକ୍ତି ସଚ୍ଚା ମନ ରେ ଶିବ ଙ୍କୁ ପୂଜା କରେ ତାର ମନୋସ୍କାମନା ପୂର୍ଣ୍ଣ ହେବା ସହିତ ସେ ଭଗବାନ ଙ୍କର ପ୍ରିୟ ହୁଏ।
ପୁରାଣ ରେ ଏହି ମାସ ର ମହତ୍ୱ ରହିଛି।ଯେଉଁ ଲୋକ ଏହି ଦିନ ଶିବ ଙ୍କର ବ୍ରତ କରି ଥାଏ।ତାହାର ସବୁ ଇଚ୍ଚା ପୂରଣ ହୋଇ ଥାଏ।ଲୋକ ମାନେ ମାନନ୍ତି ଯେ ଯେଉ ମାନଙ୍କ ର ବିବାହ ହେଉ ନ ଥିବ ସେମାନେ ଶିବ ଙ୍କୁ ଭକ୍ତିର ସହିତ ପୂଜା କଲେ।
Special Report
ସଫଳତା ମିଳି ଥାଏ।ଖୁବ ଶୀଘ୍ର ସେମାନଙ୍କ ବିବାହ ହୋଇ ଯାଏ।ଏବଂ ବିବାହ ପରେ ସୁଖ ଶାନ୍ତି ରେ ରୁହନ୍ତି।ଆହୁରି ମଧ୍ୟ ଯାହାର ଦେହ ଅତି ପ୍ରବଳ ଖରାପ ହୋଇ ଥାଏ।ସେମାନେ ମଧ୍ୟ ଏହି ମାସ ରେ ଶିବ ଙ୍କୁ ପୂଜା କରି ପାଣି ଢାଳିବା ଉଚିତ।
ଏହା ଦ୍ଵାରା ସେମାନଙ୍କ ଶରିର ସୁସ୍ଥ ରହିବ।ପଣ୍ଡିତ ରାଜେଶ ଶୁକ୍ଲା କହିଛନ୍ତି ଯେ ଯଦି ଏହି ସମୟ ରେ ଭଗବାନ ଙ୍କୁ ପଞ୍ଚାମୃତ ଦେଇ ପୂଜା କରା ଯାଏ ତେବେ ଭଗବାନ ଶିବ ଅଧିକ ପ୍ରସନ୍ନ ହୁଅନ୍ତି।
Special Report
ସେହି ପଞ୍ଚାମୃତ ଗୁଡିକ ହେଉଛି ଦହି,ଘିଅ,ମହୁ,ଗଙ୍ଗା ଜଳ,ଓ କ୍ଷୀର।ଏଥିରେ ଭଗବାନ ସ୍ନାନ କଲେ ସମସ୍ତ ଙ୍କ ର ମଙ୍ଗଳ ହୁଏ।ଏହା ଦ୍ଵାରା ମନ ରେ ଥିବା ଖରାପ ଭାବନା ଦୂର ହୁଏ।ଏହି ମାସ ରେ କେହି ଲୋକ ଆମିଷ ଭୋଜନ କରନ୍ତି ନାହିଁ।
Special Report
ପ୍ରତି ସୋମବାର ଦିନ ଲୋକ ମାନେ ମନ୍ଦିର ଯାଇ ଶିବ ଙ୍କ ମୁଣ୍ଡ ରେ ପାଣି ଢାଳନ୍ତି।ଏହି ବର୍ଷ ଏହି ଶ୍ରାବଣ ମାସ ଟି ଦୁଇ ମାସି ପଡିଛି।ଏହି ଦୁଇ ମାସ ଯାକ ଶିବ ଙ୍କ ଭକ୍ତ ମାନେ ଆମିଷ ଭୋଜନ କରିବେ ନାହିଁ।ପୁରା ଶ୍ରଧା ରେ ଭଗବାନ ଶିବ ଙ୍କୁ ପୂଜା କରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.