Movie prime

ପଣା ସଂକ୍ରାନ୍ତି ଦିନ କରନ୍ତୁ ଏହି ଗୋଟିଏ ଉପାୟ ମାଡ଼ି ଆସିବ ଧନ ଶୀଘ୍ର ଦେଖନ୍ତୁ କଣ କରିବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପଣା ସଂକ୍ରାନ୍ତି ହେଉଛି ସବୁ ଠାରୁ ବଡ଼ ସଂକ୍ରାନ୍ତି ଏହାକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହା ଯାଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ସମ୍ପର୍କ ରେ କହିବାକୁ
ଯାଉଛୁ ଯେଉଁ ଉପାୟକୁ ପାଳନ କରିବା ଦ୍ୱାରା ଆପଣ ଅନେକ ଧନ ସମ୍ପତ୍ତି ଅର୍ଜିତ କରି ପାରିବେ। ଏହା ଦ୍ବାରା ଆପଣଙ୍କ ଶରୀର ମଧ୍ୟ ଏହା ଦ୍ବାରା ଆରୋଗ୍ୟ ରହିବ। ଆପଣଙ୍କ ଯାହା ପାରିବାରିକ ତିକ୍ତତା ମଧ୍ୟ ଥିବ ତାହା ମଧ୍ୟ ଦୁର ହେବ।
ଆସନ୍ତା ଏପ୍ରିଲ ମାସ ୧୪ ତାରିଖ ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ତିଥୀ ଶୁକ୍ରବାର ଦିନ ପଣା ସଂକ୍ରାନ୍ତି ପଡୁଛି। ଏହି ଦିନ ଆପଣ ମାନେ ବିଶେଷ ଭାବରେ ଭଗବାନ ସୂର୍ଯ୍ୟ ଙ୍କୁ ଉପାସନା କରନ୍ତୁ। ଏହି ଦିନ ଆପଣ ମାନେ ବ୍ରହ୍ମ ମୁହୂର୍ତ୍ତ ରେ ସଜ୍ୟା ତ୍ୟାଗ କରନ୍ତୁ।
ନିଜର ସ୍ନାନାଦି କାର୍ଯ୍ୟ ସାରିବା ପରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ମଧ୍ଯ ଅର୍ପଣ କରନ୍ତୁ। ବିଶେଷ କରି ସୂର୍ଯ୍ୟ ଉଦୟ ସମୟରେ ଆପଣ ତାଙ୍କୁ ଅଷ୍ଟାଙ୍ଗ ଅର୍ଘ୍ୟ ଅର୍ପଣ କରନ୍ତୁ। ଆପଣ ଏହି ଅଷ୍ଟାଙ୍ଗ ଅର୍ଘ୍ୟ ପଣା ସଂକ୍ରାନ୍ତି ଦିନ ଅର୍ପଣ କଲେ ଏହା ଆପଣଙ୍କ ପାଇଁ ବେଶ ଲାଭ ଦାୟକ ହେବ।
ଭବିଷ୍ୟ ପୁରାଣରେ କୁହା ଯାଇଛି କି ଜଳ , କ୍ଷୀର ,କୁଷ, ଘୃତ, ଦହି , ମଧୁ, କନିଆର ଫୁଲ, ରକ୍ତ ଚନ୍ଦନ ଆପଣ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କ ଉଦୟ ସମୟରେ ତାଙ୍କୁ ଅର୍ପଣ କରିବା ଉଚିତ। ଯଦି ଆପଣଙ୍କ ମନ ମଧ୍ୟରେ ଯେକୌଣସି ମନବାଞ୍ଛା ଅଛି
ତାହା ଆପଣ ଆପଣଙ୍କ ମନ ମଧ୍ୟରେ ରଖି ଅଷ୍ଟାଙ୍ଗ ଅର୍ଘ୍ୟ ଅର୍ପଣ କରିବେ ଯାହା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କ ମନବାଞ୍ଛା ମଧ୍ୟ ପୂରଣ ହେବ। ଆପଣ ଏହି ଅଷ୍ଟାଙ୍ଗ ଅର୍ଘ୍ୟ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରି ସାରିବା ପରେ ଆପଣଙ୍କ ସମସ୍ତ ଠାକୁରଙ୍କୁ ପୂଜା କରି ଦିଅନ୍ତୁ।
ଏହାପରେ ପୁନର୍ବାର ସଂକଳ୍ପ ନେଇ ଭଗବାନ ସୁର୍ଯ୍ୟ ଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏଭଳି ଯଦି ଆପଣ ପଣା ସଂକ୍ରାନ୍ତି ଦିନ ପୂଜାର୍ଚ୍ଚନା କରିବେ ତେବେ ନିଶ୍ଚିତ ଭାବରେ ଆପଣ ଙ୍କ ମନ ଇଚ୍ଛା ପୂରଣ ହେବା ସହ ଆପଣଙ୍କ ଘର ମଧ୍ୟ ଧନ ଧାନ୍ୟ ରେ ପୁରି ଉଠିବ।
ତେବେ ଆପଣ ମାନେ ଏଭଳି ପୂଜାର୍ଚ୍ଚନା ନିଶ୍ଚିତ ଭାବରେ କରନ୍ତୁ। ଯାହା ଦ୍ୱାରା କି ଭଗବାନ ସୁର୍ଯ୍ୟ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଯିବେ। ଯଦି ଆପଣଙ୍କୁ ଏହି ପୂଜାର୍ଚ୍ଚନା ସମ୍ପର୍କ ରେ ଅଧିକା ଜାଣିବାକୁ ଅଛି ତେବେ ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖିବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.