Movie prime

ମାଳିକାରେ ଲେଖା ଥିବା ବଉଳା କୁମ୍ଭୀର ଏବଂ ଚିତଳ ମାଛର ମିଳିଲା ସନ୍ଧାନ ଦେଖନ୍ତୁ କେଉଁଠି ଅଛି ଏହା - Malika Bachana

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଳିକା ରେ ସବୁ ଏଭଳି ଘଟଣା ମାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯାହାକି ଦିନକୁ ଦିନ ସବୁ ସତ ହେବାରେ ଲାଗିଛି।
Special report
ମାଳିକା ସମ୍ପର୍କିତ ସମସ୍ତ ପ୍ରମାଣ ମଧ୍ୟ ଦିନକୁ ଦିନ ମିଳି ସାରିଲାଣି। ତେବେ ଆପଣ ମାନେ ଜାଣିଥିବେ କି ମାଳିକା ରେ ଚିତ୍ତଳ ମାଛ ଓ ବଉଳା କୁମ୍ଭୀରଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇ ଥିଲା। ଆଉ ଏବେ ମଧ୍ୟ ତାହାର ସନ୍ଧାନ ମିଳି ସାରିଛି।
କଟକ, ସାଲେପୁର ଅନ୍ତର୍ଗତ, ମହଙ୍ଗା ରଘୁନାଥ ନଗର , କଂରପୂର ନିକଟରେ ଏହି ସ୍ଥାନ ଠାବ କରା ଯାଇଛି। ସେଠାରେ ଥିବା ଜରିଆ ନଦୀ ରେ ଚିତ୍ତଳ ମାଛ ଅଛି ବୋଲି ଏହା ଲୋକ ମାନେ ଦାବୀ କରିଛନ୍ତି। ଆଉ କହିଛନ୍ତି କି ସେମାନେ ମଧ୍ୟ ଅନେକ ଥର ଦେଖିଛନ୍ତି।
Special report
ସେହି ନଦୀ ନିକଟରେ ବିନୋଦ ବିହାରୀ ଙ୍କ ମନ୍ଦୀର ରହିଛି ଆଉ ସେହି ମନ୍ଦିରରେ ମଧ୍ୟ କୃଷ୍ଣ ଥିବା ବେଳେ ରାଧା କିନ୍ତୁ ଗଭୀର ଜଳ ମଧ୍ୟକୁ ଡେଇଁ ପଡିଛନ୍ତି। ଆଉ ଗଭୀର ନଦୀ ରେ ମଧ୍ୟ ରାଧା ଙ୍କ ମନ୍ଦୀର ରହିଛି।
Special report
ଯେତେବେଳେ ସେହି ନଦୀର ଗଭୀରତା କୁ ସରକାର ଚେନ ପକାଇ ମାପିଥିଲେ ସେହି ସମୟରେ ନଦୀ ମଧ୍ୟକୁ ଚେନ ପାଇ ନଥିଲା। ଯାହା ଫଳରେ କି ଏହା ଜଣା ପଡି ନଥିଲା ନଦୀ ମଧ୍ୟରେ କେତେ ଗଭୀରତା ରହିଛି।
ସେହି ଚିତ୍ତଳ ମାଛର ମୁଣ୍ଡରେ ମଧ୍ୟ ସିନ୍ଦୂର ଲାଗିଛି। ଯାହା ଫଳରେ କି ସେହି ଚିତ୍ତଳ ମାଛର ମୁଣ୍ଡ ପୂରା ଲାଲ ଦେଖା ଯାଉଛି। ସେହି ସ୍ଥାନରୁ ହିଁ ଚିତ୍ତଳ ମାଛ ବାହାରିବ ଓ ସେହି ସ୍ଥାନରୁ ହିଁ ବଉଳା କୁମ୍ଭୀର ବାହାରିବ ବୋଲି ମଧ୍ୟ ସୁଚନା ମିଳିଛି।
Special report
ସେଠାରେ ଥିବା ମନ୍ଦୀର ମଧ୍ୟ ହେଉଛି ହଜାରେ ବର୍ଷ ର ମନ୍ଦୀର। ସେହି ନଦୀରେ ମଧ୍ଯ ଆଗରୁ ଲେଖିକି ରଖି ଦେଲେ ବାସନ ସବୁ ଭାସି ଚାଲି ଆସେ। ସେହି ନଦୀ ମଧ୍ୟରେ ଅଲୌକିକ ଜିନିଷ ମଧ୍ଯ ରହିଛି।
ଏହି ନଦୀ କୁ ମଧ୍ୟ ଗୁପ୍ତ ଯମୁନା ବୋଲି କୁହା ଯାଉଛି। ସେହି ନଦୀର ଗଣ୍ଡ କୁ କେହି ଯାଆନ୍ତି ନାହିଁ। କାରଣ ସେହି ଗଣ୍ଡରେ ଏଭଳି ଏକ ଶକ୍ତି ରହିଛି ଯାହାକି ଲୋକ ମାନଙ୍କୁ ଭିତରକୁ ଟାଣି ନେଇ ଯାଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.