Movie prime

ଏହି ପ୍ରମାଣ ଦେଖିଲେ ଆପଣ ବି ଜାଣିଯିବେ ମାଳିକା କେତେଦୂର ସତ ଦେଖନ୍ତୁ ଏହି Exclusive Visua

 
Malika
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ମାଳିକାକୁ ନେଇ । ମାଳିକା ବଚନ ସବୁବେଳେ ସତ ହୋଇଥାଏ । ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନା ଦିନେ ସତ ହେବ । 
Malika bachana
ନିକଟରେ ଏକ ଫଟୋ ଆସିଥିଲା ଯାହା ହେଉଛି, ସୂର୍ଯ୍ୟଙ୍କ ପାଖରେ ଏକ ବଳୟ ରହିଛି ଏବଂ ଏକ ଗ୍ରହ ସେହି ବଳୟ ଭିତରେ ରହିଛି । ଆଉ ମାଳିକାରେ ଏହା ଲେଖା ହୋଇଥିଲା ।
ବହୁତ ବର୍ଷ ପୂର୍ବରୁ ଏହା ଲେଖା ହୋଇଥିଲା । ମାଳିକାରେ ଲେଖା ହୋଇଛି କି ସୂର୍ଯ୍ୟ, ଚନ୍ଦ୍ର, ତାରା ଖଣ୍ଡ ଖଣ୍ଡ ହେବ । ଆଉ ଏହି କଥା ଅନୁସାରେ ସୂର୍ଯ୍ୟର କିଛି ଅଂଶ ଖଣ୍ଡ ହୋଇଗଲାଣି ବୋଲି ଏବେ ନାସା ମଧ୍ୟ କହିଛି । 
ଅକାଳ ସମୟରେ ମରୁଡି ହେବ ବୋଲି ମଧ୍ୟ ମାଳିକାରେ ଲେଖା ହୋଇଛି । ଏହା ମାଳିକାରେ ଲେଖା ହୋଇଛି ଏହା କୌଣସି ମନ ଗଢା କାହାଣୀ ନୁହେଁ । ଏହା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଏକ ପୁସ୍ତକରେ ଲେଖାଯାଇଛି ।
ଶ୍ୱାନ ଶୃଗାଳମାନଙ୍କର ଦେବ ସଭା ବସିବ । ଏହାକୁ ଆପଣମାନେ ଅନ୍ଧ ବିଶ୍ବାସ ବୋଲି ଭାବୁଥିବେ କିନ୍ତୁ ଏହା ସତ୍ୟ ହେବ କିନ୍ତୁ ଏହା କେବେ ହେବ ତାହା ଠିକ୍ ନାହିଁ । କଳିଯୁଗରେ ଜ୍ଞାନକୁ ଖାତିର ନଥିବ ବୋଲି କୁହାଯାଇଛି ।
ବିଜ୍ଞାନର ଭାଉ ବଢିବ । କଳିଯୁଗରେ ଅନେକ ଘଟଣା ଘଟିବ । ଯିଏ ଶ୍ରେଷ୍ଠ ଦେଖାଇବ ସେ ମୃ-ତ୍ୟୁବରଣ କରିବ । ଅନେକ ଲୋକ ହଣା କଟାରେ ମରିବେ ବୋଲି ମାଳିକାରେ ଲେଖା ହୋଇଛି ।
ନିଜ ନିଜ କର୍ମରେ ମଣିଷ ମରିବ । ମଣିଷ ନିଜ ନିଜ ଭାଗ୍ୟ ଅନୁସାରେ ଫଳ ପାଏ । ଅନ୍ଧକାର ହେବ । ସୂର୍ଯ୍ୟରେ ବଳୟ ଦେଖାଗଲାଣି ଆଉ ପୃଥିବୀ ଧ୍ଵଂସ ହେବ ବୋଲି ସୂଚନା ମିଳିଛି । ସେଥିପାଇଁ ଭଗବାନଙ୍କୁ ପୂଜା ପାଠ କରନ୍ତୁ ଖୁସିରେ ରହିବେ ।