Movie prime

ମିଳିଲା ବଡ ପ୍ରମାଣ Malika Bachana ରୁ ଜଣାପଡ଼ିଲା ଏହି ଗୁରୁତ୍ୱପର୍ଣ୍ଣ ତଥ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜରେ ମାଳିକା ର ଏକ ଭିନ୍ନ ଭୂମିକା ରହିଛି। ପ୍ରାୟ ସମୟରେ ମଧ୍ୟ ଏହି ମାଳିକା ବଚନ ସତ୍ୟ ପ୍ରତିତ ହେଉ ଥିବାର ଦେଖିବାକୁ ମଧ୍ୟ ମିଳିଛି।
ଏହି ମାଳିକା ଦ୍ବାରା ଲୁଚି ରହିଥିବା ଅନେକ ସତ ଉପରୁ ମଧ୍ୟ ପରଦା ଉଠୁଛି। ମାଳିକା ରେ ଭବିଷ୍ୟ ରେ କଣ ଘଟିବ ସେହି ସମ୍ପର୍କ ରେ ଲେଖା ଯାଇଥାଏ। ଏହାକୁ ସାରା ଓଡ଼ିଶା ନୁହେଁ ବରଂ ଏହାକୁ ଭାରତ ର ଲୋକ ମାନେ ମଧ୍ୟ ବିଶ୍ଵାସ କରିବାକୁ ଲାଗିଲେଣି।
ମାଳିକା ଙ୍କୁ ମାନୁଥିବା ଜଣେ ଭକ୍ତ ଯାହାଙ୍କ ନାମ ହେଉଛି ଗୁରୁ ରାମ ଦାସ ସେ କ୍ୟାମେରା ସମ୍ମୁଖରେ ଏଭଳି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ସେ କହିଛନ୍ତି ଆଗାମୀ ୨୦୨୭ ଯେଉଁ ଆସିବାକୁ ଯାଉଛି
 ସେଥିରେ ମାନବ ଜାତିର ସତ୍ତା ସମ୍ପୁର୍ଣ୍ଣ ଭାବରେ ହଜି ଯିବ।୨୦୨୭ ରେ କେବଳ ରାମ ନାମ ସତ୍ୟ ହେ ସ୍ୱର ହିଁ ଶୁଣା ଯିବ। ଅନେକ ଲୋକ ମାନଙ୍କର ମୃ-ତ୍ୟୁ ମଧ୍ଯ ହେବ। କେବଳ ଭକ୍ତ ମାନେ ହିଁ ତିଷ୍ଠି ରହିବେ।
ଗ୍ରାମେ ଗ୍ରାମେ ମଧ୍ୟ ଖାଲି ଅଣସୁଧିଆ ହେବ। ଆଗାମୀ ଯେଉଁ ନିର୍ବାଚନ ଆସୁଛି ସେଥିରେ ମୁଖ୍ୟମନ୍ତ୍ରୀ ଜଣେ ନାରୀ ହେବେ ବୋଲି ବାବା ଜଣକ କହିଥିଲେ। ହେଲେ ଏହି କଥା କେତେ ଦୂର ସତ ତାହା ଆଗାମୀ ଭବିଷ୍ୟତ ରେ ହିଁ ଜଣା ପଡିବ।
ସେହି ବାବା ଜଣକ ଏହା ମଧ୍ଯ କହିଥିଲେ କି ସେ ପବନ ସାଧନା କରନ୍ତି ଯାହା ଦ୍ୱାରା ସେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ କୁ ଉଡ଼ି ଯାଇ ପାରନ୍ତି। ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଶୁଦ୍ଧା ଏକଥାକୁ ବାବା ଜଣକ ତାଙ୍କ ମୁଁହରେ ସ୍ବୀକାର କରିଛନ୍ତି ।
ଏଭଳି ଆଗକୁ ମଧ୍ୟ ଅନେକ ପ୍ରକାରର ଅଚିହ୍ନା ରୋଗ ଆସିବାକୁ ଯାଉଛି ଯାହାକୁ କି ଲୋକ ମାନେ ଚିହ୍ନି ମଧ୍ଯ ପାରିବେ ନାହିଁ। ଅନେକ ଲୋକ ମାନଙ୍କୁ ଆଗକୁ ବିଭିନ୍ନ ପ୍ରକାରର ରୋଗ ମଧ୍ଯ ହେବ।
ଆଉ ଏହି ରୋଗ କବଳରୁ କେବଳ ଭକ୍ତ ମାନେ ହିଁ ତ୍ରାହି ପାଇ ପାରିବେ। ବାବା ଜଣକ ଏଭଳି ଅନେକ କଥା କହିଛନ୍ତି ଯାହାକି ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଲେ ଜାଣି ପାରିବେ। ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା ନିଶ୍ଚିତ ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.