Movie prime

କେଉଁଠି ଲୁଚି ରହିଛି ବିଶାଳ ବଉଳା କୁମ୍ଭୀର ଦେଖନ୍ତୁ Malika Bachana ରେ ରହିଛି ଏହି ପ୍ରମାଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଳିକା ବଚନ ଦିନକୁ ଦିନ ସତ୍ୟ ପ୍ରତୀତ ହେବାରେ ଲାଗିଛି। ଏହାକୁ ସାରା ରାଜ୍ୟ ରେ ନୁହେଁ ବରଂ ମାଳିକା କୁ ସାରା ଭାରତବାସୀ ମାନେ ମଧ୍ୟ ଧୀରେ ଧୀରେ ସତ୍ୟ ମାନିବାକୁ ଲଗିଲେଣି।
ଆଜି ଆମେ ମାଳିକା ରେ ଉଲ୍ଲେଖ ହୋଇଥିବା ଅନ୍ୟ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ସମ୍ପର୍କରେ ଜାଣିବା। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆଉ ଅତ୍ୟଧିକ ବଉଳା କୁମ୍ଭୀର ଦେଖା ଦେଉ ନାହାଁନ୍ତି।
ଯାହାର ପ୍ରତିକ୍ରିୟା ଦେଇ ମାଳିକା ବିଶେଷଜ୍ଞ ଜଣକ କହିଥିଲେ କି ବଉଳା କୁମ୍ଭୀର ମାନେ ଗୁମ୍ଫା ଭିତରେ ଲୁଚି ରହିଛନ୍ତି। ଏବଂ ସାତ ଋଷି ମାନେ ମଧ୍ୟ ସେହି ଗୁମ୍ଫାରେ ଅଛନ୍ତି। ସେମାନେ କାର୍ତ୍ତିକ ଚତୁର୍ଦ୍ଦଶୀ କିମ୍ବା ମାଘ ଚତୁର୍ଦ୍ଦଶୀ ରେ ନିଶ୍ଚିତ ଭାବରେ ବାହାରିବେ।
ସେମାନେ ଏହି ଦିନ ଆସି ରାତି ଅଧରେ ବୁଲିକି ଚାଲି ଯିବେ। ଭଗବାନ ତାଙ୍କ ଭକ୍ତ କୁ ରଖ୍ୟାର କରିବା ପାଇଁ ଏକ ବ୍ୟବସ୍ଥା କରିଛନ୍ତି ଏବଂ ଠିକ ସମୟରେ ମଧ୍ଯ ଏହି ରାସ୍ତା ଖୋଲି ଯିବ।
ସିଦ୍ଧ ବାବାଙ୍କୁ ମଧ୍ୟ ଆଦ୍ୟ ଶକ୍ତି ଦିଆ ଯିବ। ତାଙ୍କର ଆଧ୍ୟାତ୍ମିକ ଚେତନା ଅନୁସାରେ ହିଁ ସେମାନଙ୍କୁ ଆଦ୍ୟ ଶକ୍ତି ପ୍ରଦାନ କରାଯିବ। ସେ କହିଛନ୍ତି କି ୨୦୨୫ ରୁ ୨୦୨୭ ମଧ୍ୟରେ ଭକ୍ତ ମାନେ ଏକ ସୁଡ଼ଙ୍ଗ ଭିତରେ ରହିବେ।
ଭକ୍ତ ମାନଙ୍କୁ ସେତେବେଳେ ଏଭଳି ଆଦ୍ୟ ଶକ୍ତି ପ୍ରଦାନ କରାଯିବ କି ସେ ସୁଡ଼ଙ୍ଗ ମଧ୍ୟରେ ଥାଇ ମଧ୍ୟ ତାଙ୍କୁ ଭୋକ କି ତୃଷ୍ଣା ଲାଗିବ ନାହିଁ।୨୪ ଘଣ୍ଟା ସେମାନଙ୍କୁ ନିଦ ମଧ୍ଯ ହେବ ନାହିଁ।
ସେମାନେ ୨୪ ଘଣ୍ଟା ପ୍ରଭୁଙ୍କ ନାମ କେବଳ ଭଜନ କୀର୍ତ୍ତନ କରିବେ। କେତେବେଳେ ତାଙ୍କର ଦିନ ମଧ୍ୟ ଚାଲି ଯିବ ସେ ସମ୍ପର୍କରେ ସେମାନେ ଜାଣି ପାରିବେ ନାହିଁ। ସେତେବେଳେ ସେମାନଙ୍କୁ କଷ୍ଟ କିଛି ଲାଗିବ ନାହିଁ କାରଣ ଭଗବାନ୍ ତାଙ୍କୁ କୌଣସି କଷ୍ଟ ଦେବେ ନାହିଁ।
ଏଭଳି ବିଶେଷଜ୍ଞ ଜଣକ ଭଗବାନ କିଭଳି ତାଙ୍କ ଭକ୍ତ ମାନଙ୍କୁ ସୁରକ୍ଷା ଦେବେ ଏହି ସମ୍ପର୍କ ରେ ଅନେକ କଥା କହିଛନ୍ତି ଆପଣ ଙ୍କୁ ଏଥି ସମ୍ପର୍କରେ ଆହୁରି ଜାଣିବାକୁ ହେଲେ ଭିଡ଼ିଓ ଟିକୁ ସମ୍ପୂର୍ଣ୍ଣ ଦେଖିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.