Movie prime

କାହା ବଧ କରିବା ପାଇଁ ଭଗବାନ ଜଗନ୍ନାଥ ନେବେ କଳ୍କୀ ଅବତାର ଦେଖନ୍ତୁ କଣ ରହିଛି ମାନ୍ୟତା - Malika Bachana

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ସମସ୍ତେ କଳିଯୁଗ ଶେଷ ହେବା ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଭଗବାନ ବିଷ୍ଣୁ କାହିଁକି କଳ୍କୀ ଅବତାର ଗ୍ରହଣ କରିବେ । 
ଆଉ କାହାର ବଧ କରିବେ । ଭଗବାନ ବିଷ୍ଣୁ ଏହି କଳିଯୁଗକୁ ଆସିବେ । ସମୁଦ୍ର ମନ୍ଥନ କାହାଣୀ ଆପଣମାନେ ସମସ୍ତେ ଜାଣିଥିବେ । ଭଗବାନ ବିଷ୍ଣୁ କଇଁଛ ଅବତାର ଗ୍ରହଣ କରି ଏହି ସମୁଦ୍ର ମନ୍ଥନ କରିବାର ପାହାଡକୁ ନିଜ ପିଠିରେ ରଖିଥିଲେ ।
Special Report
ଆଉ ଏଭଳି ସମୁଦ୍ର ମନ୍ଥନ କରାଯାଇଥିଲା । ଏଥିରୁ ବାହାରିଥିବା ବିଷକୁ ଭଗବାନ ଶିବ ପାନ କରିଲେ । ଏହି ସମୁଦ୍ର ମନ୍ଥନ ବିଷୟରେ ଅନେକ ଖବର ଏହି ଭିଡିଓରେ ଦିଆଯାଇଛି ।
କଳ୍କୀ ପୁରୁଷ ଏବେ ତାଙ୍କ ଅବସ୍ଥାରେ ନାହାଁନ୍ତି । କିନ୍ତୁ ସେ ଏବେବି ଅଛନ୍ତି । ଆଉ କଳିଯୁଗରେ ଅନେକ ପାପ ବଢ଼ିଲେ କଳିଯୁଗରେ କଳ୍କୀ ପୁରୁଷ ପୁଣି ଆସିବେ । ଆଉ ସେ ସବୁ ପାପର ବିନାଶ କରିବେ ।
ଦେବତା ବ୍ରହ୍ମା ସୃଷ୍ଟି କର୍ତ୍ତା ଏବଂ ବିଷ୍ଣୁ ଭଗବାନ ପାଳନ କର୍ତ୍ତା ଏବଂ ମହେଶ୍ବର ଭ ଗବାନ ହେଉଛନ୍ତି ସଂହାର କର୍ତ୍ତା । ଯେତେବେଳେ ଘୋର କଳିଯୁଗ ଆସିବ ସେତେବେଳେ ଧର୍ମ , ଦୟା ସବୁ ଭାବନା କମିଯିବ । ଆଉ ଲୋକମାନେ ପାପ କରିବେ ।
ଗୋଟିଏ ଲୋକ ଅନ୍ୟକୁ ମାରିବା ପାଇଁ ଚେଷ୍ଟା କରିବ । କଳିଯୁଗ ସମୟରେ କେହି ରାଜା ନଥିବେ । କଳିଯୁଗରେ ସବୁବେଳେ ଅସନ୍ତୋଷ ବଢିଯିବ । ଘେ ପୂଜା ପାଠ ହେବ ନାହିଁ । ସେତେବେଳେ ଭଗବାନ ବିଷ୍ଣୁ କଳ୍କୀ ଅବତାର ଗ୍ରହଣ କରିବେ ଆଉ ପାପୀମାନଙ୍କର ବିନାଶ କରିବେ ।
କଳିଯୁଗ ଅନ୍ତ୍ ହେଲା ସମୟରେ ଭଗବାନ ବିଷ୍ଣୁ କଳ୍କୀ ଅବତାର ଗ୍ରହଣ କରିବେ । ୫୧ ହଜାର ୯୦୦ ବର୍ଷ କଳିଯୁଗ ବିତି ସରିଲାଣି ଏବଂ ୪୨ ହଜାର ୮୮୧ ବର୍ଷ କଳିଯୁଗ ବାକି ଅଛି । ଶ୍ରାବଣ ମାସ ଶୁକ୍ଳପକ୍ଷ ୬ ତାରିଖରେ ଭଗବାନ କଳ୍କୀଙ୍କ ଜନ୍ମ ହେବ ।