Movie prime

ମିଳିଲା ପ୍ରମାଣ ପୁଣି ଏକାଠି ହେଲେ ଶୁକ୍ର-ଚନ୍ଦ୍ର ଆଗକୁ କିଛି ହେବ ଏମିତି ଘଟଣା ଯାହା .....

 
Special Report
ମହାପୁରୁଷ ଅଚ୍ୟୁତାନନ୍ଦ ଯାହା ଲେଖି ଦେଇ ଯାଇଛନ୍ତି ତାହା ବର୍ତମାନ ଦେଖିବାକୁ ମିଳୁଛି।ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟ କଳ୍ପ ଗ୍ରନ୍ଥ ରେ ରାମ ଦାସ ଙ୍କୁ କହୁଛନ୍ତି।ଆପଣମାନେ ଜାଣିଥିବେ ୧୯୮୨ ମସିହାରେ ମଧ୍ୟ ସେ କାର୍ଯ୍ୟ ହୋଇଯାଇଛି।
ଚନ୍ଦ୍ର ଉପରେ ବିନ୍ଦୁ ଙ୍କୁ ଦେଖିବେ।କିନ୍ତୁ ଏହି ୨୪ ତାରିଖ ଦିନ ବିନ୍ଦୁ ପରେ ଇନ୍ଦୁ ଦେଖିଲେ।ଏହା ହେଉଛି ବିପରୀତ କଥା।ଏହାର କାରଣ ଦୁଷ୍ଟ ମାନେ ସଂହାର ହେବେ।
ମହାପୁରୁଷ ଲେଖିଛନ୍ତି ଗୋଟିଏ ବୈଷ୍ଣବ ଧନୁ ଆସିବ।ଗୋଟିଏ ନାରାୟଣୀ ଧନୁ ଆଉ ଗୋଟିଏ ବୈଷ୍ଣବ ଧନୁ।ସମସ୍ତ ବିଶ୍ଵ ସାରା ଏସିଆ ମହାଦେଶର ପୃଥିବୀର ସମସ୍ତ ଲୋକମାନେ ନଭ ମଣ୍ଡଳ ରେ,ଆକାଶ ମଣ୍ଡଳ ରେ ମା ଙ୍କ ର ଏକ ଧନୁ ଚିତ୍ର ଦେଖିବେ।
Special Report
ମା ଙ୍କ ର ଏହା କାଳ ଲୀଳା ଆରମ୍ଭ ହେବା ବୋଲି କହୁଛନ୍ତି।ମାଲିକ ରେ ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି ତାହା ତାହା ଘଟଣା ଘଟି ଚାଲିଛି।
ଜନ ସାଧାରଣ ମାନେ ପରସ୍ପର କୁ ଥଟ୍ଟା କରିବେ।କାହାକୁ ଖାତିର କରିବେ ନାହିଁ।ବାବା ଅରକ୍ଷିତ ଦାସ କହିଛନ୍ତି ଯେ ଏହା ଅଶୁଭ ସଂକେତ ବୋଲି ଅନୁଭବ ହେଉଛି।
ମହାପୁରୁଷ ମାନେ ଲେଖିଛନ୍ତି ମହମନ୍ତ୍ର ଜପ କରିଲେ ଅନେକ ବିପଦ ଦୂର ହୋଇଯିବ।ଏହା ବିଶ୍ଵ ପାଇଁ ନକାରାତ୍ମକ ଭାବନା ଅଟେ।ସମସ୍ତେ ଭଗବାନ ଙ୍କ ନାମ ନେବା ଉଚିତ।ତେଣୁ ଜନ ସାଧାରଣ ମାନେ ଏହା ଦେଖି ଭୟ କରନ୍ତୁ ନାହିଁ।
ଏହା କୁ ଦେଖିବାପରେ ଚନ୍ଦ୍ର ଙ୍କୁ ପ୍ରଣାମ କରନ୍ତୁ।ମହାପୁରୁଷ ଙ୍କ ବାଣୀ ଅନୁଯାୟୀ ଯଦି ଏହାର ସତ୍ୟତା ଥାଏ ତେବେ ମହାମନ୍ତ୍ର ଜପ ପ୍ରତିଦିନ କରନ୍ତୁ।ବଡ଼ ପ୍ରମାଣ ମିଳିଛି ପୁଣିଥରେ ଚନ୍ଦ୍ର ଆଉ ଶୁକ୍ର ଏକାଠି ହୋଇଥିବାର ଦେଖିବାକୁ ମିଳିଛି।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.