Movie prime

ବାଜିଲାଣି କାଳ ଘଣ୍ଟି ଦେଖନ୍ତୁ ଆଗକୁ ଏମିତି ହୋଇ ହେବ କଳିଯୁଗ ଶେଷ - Malika Bachana

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ମାଳିକା ବଚନକୁ ନେଇ ଏଭଳି କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନ ଦିନେ ନିଶ୍ଚୟ ହେବ । ଆଉ ଏହି ସତ କଥା ଆପଣମାନେ ସମସ୍ତେ ଜାଣିଥିବେ । ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ।
Special Report
ମାଳିକାରେ ଯାହା ଲେଖା ହୋଇଛି ତାହା ସତ ଅଟେ । ମାଳିକାରେ ଲେଖା ହୋଇଛି ସମସ୍ତେ ଏକାକାର ହେବେ । ଆଉ ଜାତି ଅଜାତି ମାନିବେ ନାହିଁ । କୌଣସି ପୁଅ ବାହା ହେବା ପାଇଁ ଏକା ଜାତି, ଗୋତ୍ରର ଝିଅ ଆଉ ଖୋଜିବ ନାହିଁ ।
ଝିଅ ଆଉ ମିଳିବେ ନାହିଁ । ଏଭଳି ଏକ ସମୟ ଆସିଵ ଆଉ କେହି ଜାତି ଅଜାତି ମାନିବେ ନାହିଁ । ୨୦୨୪ ମସିହାକୁ ନେଇ ଅନେକ କଥା ମଧ୍ୟ ମାଳିକା ବିଶେଷଜ୍ଞ ଦିବାକର ଦାସ କହିଛନ୍ତି । ସେ ଅନେକ କଥା କହିଛନ୍ତି । 
Special Report
ଅନେକ ଦୁର୍ଘଟଣା ଏହି ୨୦୨୪ ମସିହାରେ ହେବ । ଆଉ ଭୂମିକମ୍ପ ବହୁତ ସ୍ଥାନରେ ହେବ । ଜଳ ପ୍ରଳୟ ମଧ୍ୟ ଅନେକ ସ୍ଥାନରେ ହେବ । ଭୟଙ୍କର ବିପଦ ଆସିବ । ବିଦେଶରେ ମଧ୍ୟ ଭୂମିକମ୍ପ ହେବ । ସୁଖୀ ଲୋକ ଯେଉଁମାନେ ଦୁଃଖ ଭୋଗ କରିବେ ।
ଯେଉଁମାନେ ପର ଧନ ଆଉ ଟଙ୍କା ଲୁଟ କରିଛନ୍ତି ସେମାନେ ବହୁତ ଦୁଃଖରେ ଜୀବନ ବିତାଇବେ । ଏଭଳି ଅନେକ ଅସୁବିଧା ଆଉ ବିପଦ ଏହି ୨୦୧୪ ମସିହାରେ ହେବାକୁ ଯାଉଛି । ଆପଣମାନେ ଧର୍ମ କାର୍ଯ୍ୟ କରନ୍ତୁ । ଭଗବାନଙ୍କୁ ବିଶ୍ବାସ କରନ୍ତୁ । 
Special Report
ଆପଣମାନେ ଧର୍ମ କାର୍ଯ୍ୟ କରିଲେ ଆପଣଙ୍କ ଜୀବନରେ ଦୁଃଖ ଆସିବ ନାହିଁ । ଲୋକମାନେ ଅନେକ କଷ୍ଟ ଦୁଃଖ ସହି ଜୀବନ ଅତିବାହିତ କରୁଛନ୍ତି । ୨୦୨୩ ମସିହା କରେ ୨୦୨୪ ମସିହା ଆସିବାକୁ ଯାଉଛି । ଆଉ ଏହି ବର୍ଷରେ ହଣା କଟା ଆଉ ଦୁର୍ଘଟଣା ଭଳି ଅନେକ ଘଟଣା ଘଟିବ ।
ଅନେକ ଲୋକ କ୍ଷୟକ୍ଷତିର ସାମ୍ନା କରିବେ । ସେଥିପାଇଁ ଭଗବାନଙ୍କୁ ପୂଜାପାଠ କରନ୍ତୁ । ଆଉ ଅନେକ ଭଲ କାମ କରନ୍ତୁ ଖରାପ କାମ କରନ୍ତୁ ନାହିଁ। ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କଥା ଜାଣିପାରିବେ । ଆପଣମାନେ ସମସ୍ତେ ଧର୍ଯ୍ୟ ଧରନ୍ତୁ ଆଉ ଭଲ କାମ କରନ୍ତୁ ଆପଣଙ୍କ ଜୀବନ ଭଲରେ କଟିବ ।