Movie prime

Malika Bachana ରେ ଯାହା ଲେଖାଥିଲା ସେସବୁ ଆଜି ସତ ହେଇଛି ଦେଖନ୍ତୁ ଆଗକୁ ହେବ ଏମିତି କଳିଯୁଗ ଶେଷ...

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ, ଆପଣ ମାନେ ସମସ୍ତେ ମାଳିକା ବିଚାରର କଥା ସମ୍ପର୍କରେ ପଢିଥିବେ ବା କେଉଁଠାରୁ ଶୁଣିବାକୁ ପାଇଥିବେ। ମାଳିକାରେ ଭବିଷ୍ୟତ ଓ ଭବିଷ୍ୟତରେ ମଣିଷର ଅବସ୍ଥା କଣ ହେବ,
ସେମାନେ କେଉଁ କେଉଁ ପରିସ୍ଥିତି ର ସାମ୍ନା କରିବେ ସେ ବିଷୟରେ ସୂଚନା ଦିଆଯାଇଛି ।କାଳକ୍ରମେ ଧୀରେଧିରେ ସେହି ଭବିଷ୍ୟତ ବାଣୀ ଗୁଡିକ ସତରେ ବି ପରିଣତ ହେଉଛି। ଏହାକୁ କିଛି ଲୋକ ବିଶ୍ୱାସ କରୁଛନ୍ତି ପୁଣି କିଛି ଲୋକ ବିଶ୍ୱାସ କରୁନାହାନ୍ତି। 
Special Report
କିନ୍ତୁ ବନ୍ଧୁଗଣ ମାଳିକାରେ ଯାହା ସବୁ ଉଲ୍ଲେଖ କରାଯାଇଛି, ତାହା କ୍ରମେ କ୍ରମେ ସତ ହୋଇ ଚାଲିଛି ଆଉ ଆଗକୁ ମଧ୍ୟ ଯାହା ଲେଖା ହୋଇଛି ତାହା ସତ ହେବ ବୋଲି କୁହାଯାଉଛି। ବାଇଶି ପାହାଚେ ଖେଳିବ ମୀନ,
ତାହା ଉଲ୍ଲେଖ କରାଯାଇଥିଲା ତାହା ମଧ୍ୟ ସତ ହୋଇ ସାରିଛି। ଆଗକୁ ଏପରି ଅନେକ ଜିନିଷ ମଧ୍ୟ ସତ ହୋଇଯିବ। ତେବେ ମାଳିକା ଅନୁଯାୟୀ, ରେଳ ଦୁର୍ଘ-ଟଣାରେ ଶହ ଶହ ଲୋକଙ୍କ ଜୀବନ ଚାଲିଯିବ ବୋଲି ଉଲ୍ଲେଖ କରା ଯାଇଥିଲା ଆଉ ତାହା ମଧ୍ୟ ସତ ହେଲା। 
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଦିବାକର ଦାସ କହିଛନ୍ତି ଯେ, ମାଳିକା ରେ ଲେଖା ଅଛି ଯେ, ଏମିତି ସମୟ ଆସିବ ସମସ୍ତେ ସମସ୍ତଙ୍କ ବିଶ୍ଵାସରେ ବିଷ ଦେବେ। ଏବଂ ଲୋକ ମାନେ ପଇସା ଉଧାର ନେବେ।
ଆଉ ପଇସା ଉଧାର ନେଇ ସାରିଲା ପରେ ସେହି ଲୋକକୁ ଅନେକ କଥା କହି ଫାଙ୍କି ଦେବେ। ଆଗରୁ ବିଶ୍ୱାସ ଏହିପରି ଥିଲା ଯେ ସାନ ଯା ଯେଉଁ ଆଡେ ଯାଉଥିଲା ବଡ଼ ଯା କୁ ଚାବି ଧରେଇ ଦେଇ ଯାଉଥିଲା। ହେଲେ ଏବେ ବଡ଼ ଯା ଅଛି ଆଉ ସାନ ଯା ବି ଅଛି କିନ୍ତୁ ସେହି ଭଳି ବିଶ୍ୱାସ ଆଉ ନାହିଁ। 
Special Report
ସମୟ ଥିଲା ଘରେ କବାଟ ଲାଗୁନଥିଲା। ତାପରେ ବିଶ୍ୱାସ ତୁଟିଲା କବାଟ ଲାଗିଲା। କବାଟ ଉପରେ ବିଶ୍ୱାସ ତୁଟିଲା ତାଲା ପଡିଲା। ତାପରେ ତାଲା ଉପରେ ବିଶ୍ୱାସ ତୁଟିଲା ବଡ ବଡ ଗ୍ରିଲ ଲାଗିଲା। ତାପରେ ଗ୍ରିଲ ଉପରୁ ବିଶ୍ୱାସ ତୁଟି ମଣିଷ ସିକ୍ୟୁରୁଟି ରଖିଲା।
ଏହାପରେ ସିକ୍ୟୁରୁଟି ଉପରେ ବିଶ୍ୱାସ ତୁଟିଲା ଲୋକେ ସିସିଟିଭି ଲଗାଇଲେଣି। ତେବେ ବନ୍ଧୁଗଣ ସମୟ କେଉଁ ଭଳି ପରିବର୍ତ୍ତନ ହେଉଛି ତାହା ମହାପୁରୁଷ ଲେଖିଛନ୍ତି ମାଳିକାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.