Movie prime

Malika Bachana ରେ ଲେଖା ଯାଇଛି କେମିତି ହେବ କଳିଯୁଗ ଶେଷ ଦେଖନ୍ତୁ କେଉଁ ସବୁ ଜିଲ୍ଲା ପାଣିରେ ବୁଡ଼ିଯିବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ମାଳିକାରେ ଲେଖା ଯାଇଥିବା କଥା ବିଷୟରେ ତା ଜାଣିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମାଳିକାରେ ଲେଖା ହୋଇଥିବା ଖବର ବିଷୟରେ ଜାଣିପାରିବେ । ଆଉ ଏହି ମାଳିକାରେ ଯାହା ଲେଖା ହୋଇଛି ତାହା ସତ ହେଉଛି । 
Special Report
ମାଳିକା ବଚନ କେବେ ଆନ ନ ହୁଏ । ଆଉ ମାଳିକାରେ ଲେଖାଯାଇଛି ଯାହା ଆପଣମାନେ ତାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଓଡ଼ିଶାର କେତେକ ରାଜ୍ୟରେ ପାଣି ଘେର ରହିବ ।
ଆଉ ଏହିସବୁ ଘଟଣାକୁ ନେଇ ଏବେ ଖବର ଆସୁଛି । ଦିନେ ନଦୀବନ୍ଧ ଭାଙ୍ଗି ଯିବ । ଆଉ ହୀରାକୁଦ ନଦୀବନ୍ଧ ଭାଙ୍ଗିଯିବ ବୋଲି ମାଳିକାରେ ଲେଖାଯାଇଛି । ଶତ୍ରୁମାନଙ୍କ ବୋମା ମାଡ଼ରେ ଏହି ନଦୀବନ୍ଧ ଭାଙ୍ଗି ଯିବ । 
Special Report
ଆଉ ଏହି ନଦୀବନ୍ଧ ଭାଙ୍ଗିବା ଦ୍ଵାରା ଅନେକ ଅଞ୍ଚଳ ଜଳମୟ ହେବ । ଓଡ଼ିଶାର ଅନେକ ଭାଗ ଜଳ ହୋଇଯିବ । ଓଡ଼ିଶାର ଅଧେ ଭାଗ ବା ଅଧା ଜିଲ୍ଲା ଜଳପୂର୍ଣ୍ଣ ହୋଇଯିବ । ପୂର୍ବରୁ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ ଥିଲା । ଆଉ ଏବେ ଏହା ବଢ଼ି ଯାଇଛି । ମହାପୁରୁଷ କହିଛନ୍ତି ଏବେ ୩୦ ଜିଲ୍ଲା ଅଛି ।
ଆଉ ଯାହା ପୂର୍ବରୁ ଥିଲା ତାହା ଭାଙ୍ଗି ଅନେକ ଜିଲ୍ଲା ହୋଇଛି । ଏହିସବୁ ପ୍ରକାରର ମାଳିକାରେ ସବୁ ଲେଖାଯାଇଛି । ଆଉ ଏହିସବୁ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ହୀରାକୁଦ ଜଳଭଣ୍ଡାରକୁ ନେଇ ଏବେ ସମସ୍ତଙ୍କର ଚିନ୍ତା ।
Special report
କୋଇଲି ମାଳିକା ଲେଖିଛନ୍ତି ଯଶୋବନ୍ତ ଦାସ । ଆଉ ଏଥିରେ ସେ ଓଡ଼ିଶାର ଜିଲ୍ଲା ବିଷୟରେ ଲେଖିଛନ୍ତି । ଓଡ଼ିଶାର ଜିଲ୍ଲା ଗୁଡ଼ିକ ମଧ୍ୟରେ କୁହାଯାଇଛି । ଓଡ଼ିଶାର ୬ ଜିଲ୍ଲା ଜଳମୟ ହୋଇଛି । ଆଉ ଏହି ଜିଲ୍ଲା ଗୁଡ଼ିକୁ କେହି ଯାଇପାରିବେ ନାହିଁ ।
ପ୍ରଥମ ଜିଲ୍ଲା ହେଉଛି ବାଲେଶ୍ଵର, ଆଉ ଦ୍ଵିତୀୟ ଜିଲ୍ଲା ହେଉଛି ଯାଜପୁର, ଏହାପରେ କେନ୍ଦ୍ରାପଡ଼ା, ଆଉ ଏହାପରେ ଜଗତସିଂହପୁର, ଏହାପରେ ପୁରୀ ଜିଲ୍ଲା ଆଉ ଶେଷରେ କଟକ ଜିଲ୍ଲା ଜଳମୟ ହେବ ବୋଲି ମାଳିକାରେ ଲେଖାଯାଇଛି । ଆଉ ଏହି କଥା ନିଶ୍ଚୟ ହିଁ ସତ ହେବ। ଆଉ ଏହି ସମୟ ବହୁତ ଶୀଘ୍ର ଆସିବାକୁ ଯାଉଛି ।