Movie prime

ମାଳିକା ଦେଲା ଶେଷ ସଂକେତ ୨୦୨୪ ମସିହାରେ ସମୁଦ୍ରରେ ଲୀନ ହୋଇଯିବ ସାରା ଓଡ଼ିଶା ଦେଖନ୍ତୁ ଆରମ୍ଭ ହେଲା ତାଣ୍ଡବ!!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ମାଳିକା ଦେଇଥିବା କଥା ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ମାଳିକାରେ ଲେଖା ହୋଇଥିବା କିଛି କଥା ଜାଣିପାରିବେ ।
Special Report
ମାଳିକା ଦେଲାଣି ସଂକେତ ଘୋଟି ଆସୁଛି ବଡ ବିପଦ । ବାଇଶି ପାହାଚରେ ମୀନ ଖେଳିବ । ୨୦୨୪ ମସିହାରେ ସବୁକିଛି ହୋଇଯିବ ଜଳମଗ୍ନ । ହୀରାକୁଦ ନଦୀବନ୍ଧ ଭାଙ୍ଗି ଯିବ ଆଉ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଏହିସବୁ ସହର । ଏବେ ସାମ୍ନାକୁ ଆସିଲା ଏହି ଖବର ।
୨୦୨୩ ମସିହା ସରିଯିବାକୁ ବସିଲାଣି ଆଉ କିଛିଦିନ ମଧ୍ୟରେ ହେବାକୁ ଯାଉଛି ୨୦୨୪ ମସିହା । ୨୦୨୪ ମସିହାରେ ବଡ ବିପଦ ଥିବା ନେଇ ସୂଚନା ମିଳିଥିବା ବେଳେ ଏହି ବର୍ଷ ଶେଷରେ ସବୁକିଛି ଜଳମଗ୍ନ ହୋଇଯିବା ନେଇ ମାଳିକା ସଂକେତ ଦେଲାଣି ।
Special Report
ଆଉ ଏହି କଥା ସତ ହେବାକୁ ଲାଗିଛି । ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନା ଦିନେ ସତ ହେବ । ମାଳିକାରେ ଲେଖାଯାଇଛି କି ରତ୍ନ ସିଂହାସନକୁ ସମୁଦ୍ର ଜଳରାଶି ଛୁଇଁବ ।
ଆଉ ବାଇଶି ପାହାଚରେ ମୀନ ଖେଳିବ । ଏବେ ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ପ୍ରଭୁ ଅଚ୍ୟୁତାନନ୍ଦ ଦାସ ମାଳିକାରେ ଲେଖିଛନ୍ତି କି ବାଇଶି ପାହାଚରେ ମୀନ ଖେଳିବ ଆଉ ରତ୍ନ ସିଂହାସନରେ ବରୁଣ ଦେବ ଥିବେ ଆଉ ସେହି ସମୟରେ ସାରା ଓଡ଼ିଶା ଜଳମଗ୍ନ ହୋଇଯିବ ।
Special Report
ସମୁଦ୍ର ଏକାଥରେ ମାଡ଼ି ଆସିବ ନାହିଁ ଏହା ତିନିଥର କରି ମାଡ଼ି ଆସିବ । ଯେତେବେଳେ ସମୁଦ୍ର କୂଳ ଲଙ୍ଘିବ ତାହେଲେ ଜାଣିବ ଜଳମଗ୍ନ ହୋଇଯିବ ଓଡ଼ିଶା । ଜଳବାୟୁରେ ପରିବର୍ତ୍ତନ ଏହାକୁ ସୂଚାଉଛି ।
ଜଳବାୟୁରେ ପରିବର୍ତ୍ତନ, ଲଘୁଚାପ ଆଉ ବାତ୍ୟା ସୂଚାଉଛି କି ଓଡ଼ିଶା ଜଳମଗ୍ନ ହେବ । ଚେନ୍ନାଇରେ ଡିସେମ୍ବର ୪ ତାରିଖରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଆଉ ଏହି ବାତ୍ୟା ଅନେକ ଲୋକଙ୍କ ଜୀବନ ନେଇଛି । ଆଉ ଅନେକ ଲୋକଙ୍କ ଘର ଆଜିବି ଜଳମଗ୍ନ ରହିଛି ।
୨୦୧୫ ମସିହାରେ ଚେନ୍ନାଇରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଭଳି ଅନେକ ବିପଦର କାରଣ ହେଉଛି ସମୁଦ୍ର ପତ୍ତନ ବୃଦ୍ଧି । ଦେଶର ୧୨ ଟି ରାଜ୍ୟ ଜଳମଗ୍ନ ହେବ ବୋଲି ଜଣାପଡିଛି । ଓଡ଼ିଶା ମଧ୍ୟ ଜଳମଗ୍ନ ହୋଇପାରେ ବୋଲି ସୂଚନା ମିଳିଛି ।