Movie prime

ମାଳିକା କଥା ହେବାକୁ ଲାଗୁଛି ସତ ! ଆପେ ଆପେ ଦାରୁ ରୁ ବାହାରିଲେ ଚତୁର୍ଦ୍ଧା ମୂର୍ତ୍ତି, ଦେଖିବାକୁ ଲାଗିଲାଣି ଲୋକ ଙ୍କ ଭିଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଲୌକିକ ଶକ୍ତି ଉପରେ ସମସ୍ତେ ବିଶ୍ବାସ କରନ୍ତି। ଆମେ ଆଜି ଆପଣଙ୍କୁ ଏହି ସମ୍ପର୍କିତ ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜି ଆମେ ଆପଣଙ୍କୁ ନିମ୍ବ ଗଛ, ବେଲ ଗଛ, ବର ଗଛ ଓ କଦମ୍ବ ଗଛ ଭଳି ଚାରୋଟି ଗଛର ସମିଶ୍ରଣ ଦେଖାଇବାକୁ ଯାଉଛୁ। ବୋଧ ହୁଏ ଏଭଳି ଦୃଶ୍ୟ ଆପଣ ମାନେ କେବେ ହେଲେ ମଧ୍ୟ ଦେଖି ନଥିବେ।
୩୦ ବର୍ଷ ତଳେ ଏଭଳି ଗଛ ସେହି ସ୍ଥାନରେ ଉଠିଛି ବୋଲି ସେହି ପୀଠ ର ମାଲିକ କହିଛନ୍ତି। ସେ ଏହାକୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ଭାବି ମଧ୍ଯ ପୁଜା କରନ୍ତି ବୋଲି କହିଛନ୍ତି।
ସେ ସେଠାରେ ଅନେକ ଥର ତ୍ରିଶକ୍ତି କୁ ମଧ୍ଯ ଦେଖିବାକୁ ପାଆନ୍ତି ବୋଲି କହିଛନ୍ତି। ସେହି ପୀଠ ର ମାଲିକ ମଧ୍ୟ ତାଙ୍କ ସ୍ବପ୍ନ ରେ ଦର୍ଶନ ପାଇଛନ୍ତି। ତାହା ହେଉଛି ଏକ ଦେବଦତ୍ତ ବୃକ୍ଷ। ଏହା ଉପଯୁକ୍ତ ସମୟ ଆସିଲେ ହିଁ ପରିପ୍ରକାଶ କରି ହେବ ବୋଲି କହିଛନ୍ତି।
ଏହା ପରେ ହିଁ ଏହା ମଧ୍ଯ ଲୋକ ଲୋଚନ କୁ ଆସିବ। ଯେଉଁମାନେ ସେଠାକୁ ଯାଆନ୍ତି ପୂଜା କରନ୍ତି ଓ ମନୋସିକାମନା ମଧ୍ୟ କରି ଯାଆନ୍ତି ଏବଂ ପରବର୍ତ୍ତୀ ସେମାନଙ୍କର ମନୋସିକାମନା ମଧ୍ଯ ପୂର୍ଣ୍ଣ ହୋଇଥାଏ।
ତେଣୁ ଏହାକୁ ସେ ପ୍ରଭୁ ବୋଲି ମାନିଛନ୍ତି। ସେହି ସ୍ଥାନରେ ରହୁଥିବା ବ୍ୟକ୍ତି ମଧ୍ଯ ଭାରତରେ ଅନେକ ସ୍ଥାନ ବୁଲୁଛନ୍ତି। ମାତ୍ର କେଉଁଠାରେ ମଧ୍ଯ ସେ ଏଭଳି ଭାବରେ ଏକ ସ୍ବତନ୍ତ୍ର ବୃକ୍ଷ ଦେଖି ନାହାଁନ୍ତି ବୋଲି ବାରଣ କରିଛନ୍ତି।
ପ୍ରଥମେ ଯେତେବେଳେ ନିମ୍ବ ଗଛ ଉଠିଥିଲା ସେତେବେଳେ ବ୍ୟକ୍ତି ଜଣକ ତାହାକୁ ପୂଜା କରୁ ନଥିଲେ। ମାତ୍ର ଯେତେବେଳେ ତାହାକୁ ପାଞ୍ଚ ଥର ଓପଡ଼ିବା ପରେ ମଧ୍ୟ ପୁନର୍ବାର ସେଠାରେ ଗଛ ଜନ୍ମିଲା
 ସେତେବେଳେ ବ୍ୟକ୍ତି ଜଣକ ଜାଣି ଗଲେ କି ତାହା ହେଉଛି ଏକ ପ୍ରଭୁଦତ୍ତ ଜିନିଷ। ଏହାପରେ ସେ ଏହାକୁ ପୂଜା କରିବା ଆରମ୍ଭ କରିଥିଲେ ଓ ଏହାପରେ ସେଠାରେ ଅନ୍ୟ ତିନୋଟି ବର, ବେଲ ଓ କଦମ୍ବ ବୃକ୍ଷ ଉଠିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.